Monthly Archives

January 2022

ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ପୁଣିଥରେ ପଦାରେ ପଡ଼ିଲା: ବିଜେଡି

ଭୁବନେଶ୍ୱର,: ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅବହେଳା କରି ଆସୁଛନ୍ତି । ଫଳରେ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ, ଆଦିବାସୀ, ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଲୋକେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ଏବେ ପୁଣି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ…
Read More...

ଫେବୃଆରୀ ମାସ ପାଇଁ ଆସିଲା ଗାଇଡ଼ଲାଇନ୍

ଭୁବନେଶ୍ୱର: କରୋନା ମାମଲା ଏବେ କମି କମି ଯାଉଥିବା ବେଳେ ଫେବୃଆରୀ ମାସ ପାଇଁ ଗାଇଡ଼ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଏହି ଗାଇଡଲାଇନ୍ ଜାରି କରାଯାଇଛି । ନୂଆ ଗାଇଡ଼ଲାଇନ୍ ଅନୁସାରେ, ନାଇଟ୍ କର୍ଫ୍ୟୁ ଅବଧି ପୂର୍ବପରି ରାତି ୧୦ଟାରୁ ଆରମ୍ଭ…
Read More...

ଓଡିଶା ହାଇକୋର୍ଟରେ ବଢିବ ବିଚାରପତିଙ୍କ ସଂଖ୍ୟା

ନୂଆଦିଲ୍ଲୀ: ୪ଜଣ ଆଡ୍‌ଭୋକେଟ୍‌ଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଉନ୍ନୀତ କରାଯିବା ପ୍ରସ୍ତାବକୁ ସୁପ୍ରିମ୍‌ କାର୍ଟ କଲିଜିୟମ୍‌ ଅନୁମୋଦନ କରିଛନ୍ତି । ଏ ସଂକ୍ରାନ୍ତରେ ଜାରି ବିବୃତିରୁ ଜଣାପଡିଛି ଯେ,ଜାନୁଆରି ୨୯ ତାରିଖ ଦିନ ସୁପ୍ରିମ୍‌କୋର୍ଟ କଲିଜିୟମ୍‌ର ବୈଠକ ଅନୁଷ୍ଠିତ…
Read More...

ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବ୍ୟାପକ ଅର୍ଥ କାରବାର ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଚଢେଇପଙ୍କ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ମହେଶ୍ୱର ନନ୍ଦ ଗତ ୧୮ତାରିଖରେ ସମସ୍ତ କାଗଜପତ୍ର ସହିତ ନିଜର ମନୋନୟନ ପତ୍ର ଦାଖଲ କରିଥିଲେ । ୨୨ ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ ପରେ ୫ନମ୍ବର ଫର୍ମ ରେ ଚୁଡାନ୍ତ ପ୍ରାର୍ଥୀ ମାନଙ୍କ ତାଲିକା…
Read More...

“ଭାରତର କରୋନା ମୁକାବିଲା ସାମର୍ଥ୍ୟ ପ୍ରମାଣିତ ହୋଇଛି’

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦବୋଧନ ସହ ଏହି ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ପ୍ରାରମ୍ଭରେ ଆଜି ସଂସଦର ଉଭୟ ସଦନକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ଦେଶ କରୋନା ବିରୋଧରେ ଲଢେଇ ଚଳାଇଛି । ମହାମାରୀ…
Read More...

ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ : ଟିକାକରଣ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନର ଆଜି ପ୍ରଥମ ଦିବସରେ ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଲୋକସଭାରେ ଆଗତ ୨୦୨୧-୨୨ ବର୍ଷର ରିପୋର୍ଟରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ…
Read More...

ଅଧିନାୟକ ପଦ ଛାଡିବାର ଏହି ବଡ କାରଣ କହିଲେ ବିରାଟ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପରାଜୟ ପରେ ବିରାଟ କୋହଲି ଆଶ୍ଚର୍ଯ୍ୟଜନକ ଭାବେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ସେ କେଉଁ କାରଣରୁ ପଦ ଛାଡୁଛନ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ । ବିରାଟ ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଛୋଟ ଫର୍ମାଟରୁ…
Read More...

ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି; ସଭାରେ ୧୦୦୦ ଲୋକଙ୍କୁ ଅନୁମତି, ଦେଖନ୍ତୁ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ଏହି ଅନୁଯାୟୀ, ବର୍ତ୍ତମାନ ଦ୍ୱାର ଦ୍ୱାର ଅଭିଯାନ ପାଇଁ ୧୦ ଜଣଙ୍କ ବଦଳରେ ୨୦ ଜଣଙ୍କୁ ଅନୁମତି ଦିଆଯିବ । ସେହିପରି ଇନଡୋର ସଭାରେ ୩୦୦ ଲୋକ ବଦଳରେ ୫ଶହ ଲୋକଙ୍କୁ…
Read More...

୧୦୭ ପୌରାଧ୍ୟକ୍ଷ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ୱର, ୩୧/୦୧: ରାଜ୍ୟର ବିଭିନ୍ନ ମ୍ୟୁନିସପାଲ୍‌ଟି ବା ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୦୭ ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଏହି ସଂରକ୍ଷଣ ତାଲିକା ଜାରି ହୋଇଛି । ନଗର ଉନ୍ନୟନ ବିଭାଗ ଏନେଇ ବିଜ୍ଞପ୍ତ ପ୍ରକାଶ କରିଛି । ୬୫ଟି…
Read More...

ଲୋକସଭାରେ ଅର୍ଥନୈତିକ ସର୍ଭେ ୨୦୨୧-୨୨ ରିପୋର୍ଟ ଉପସ୍ଥାପିତ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ସର୍ଭେରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ । ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ…
Read More...