୧୦୭ ପୌରାଧ୍ୟକ୍ଷ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

0 94

ଭୁବନେଶ୍ୱର, ୩୧/୦୧: ରାଜ୍ୟର ବିଭିନ୍ନ ମ୍ୟୁନିସପାଲ୍‌ଟି ବା ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୦୭ ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଏହି ସଂରକ୍ଷଣ ତାଲିକା ଜାରି ହୋଇଛି । ନଗର ଉନ୍ନୟନ ବିଭାଗ ଏନେଇ ବିଜ୍ଞପ୍ତ ପ୍ରକାଶ କରିଛି । ୬୫ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ସଂରକ୍ଷିତ ରଖାଯାଇଛି । ୪୨ଟି ପୌରଂସ୍ଥାର ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି । ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯, ଅନୁସୂଚିତ ଜାତି ପାଇଁ ୮, ଅନୁସୂଚିତ ଜନଜାତି ୫, ଅନୁସୂଚିତ ଜନଜାତି ୩ଟି ପଦ ସଂରକ୍ଷଣ ରହିଥିବା ବେଳେ ସାଧାରଣ ବର୍ଗ ମହିଳାଙ୍କ ପାଇଁ ୪୦ଟି ପଦ ଏବଂ ସାଧାରଣ ବର୍ଗଙ୍କ ପାଇଁ ୪୨ଟି ପଦ ରହିଛି ।

hiring
hiranchal ad1
Leave A Reply

Your email address will not be published.

13 − three =