ବିଜେପି ପକ୍ଷରୁ ସହିଦ ଦିବସ ପାଳିତ

0 35

ଘୁ ଉଦୟଗିରି: ଘୁ ଉଦୟଗିରି ବିଜେପି ନଗର ସଭାପତି ଉଦେଶନ ପ୍ରଧାନଙ୍କ ନେତୃତ୍ୱରେ ଆଜି ଶହୀଦ ଦିବସ ଅବସରରେ ସହିଦମାନଙ୍କୁ ସ୍ମରଣ କରି ପଦାସାହି ନିକଟରେ ସହିଦ ବବ୍ରୁବାହାନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଆର୍ପଣ କରି ସହିଦ ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ସହିଦ ଦିବସରେ ସହିଦଙ୍କ ପରିବାର ପ୍ରଦୀମନ ପ୍ରଧାନ ଓ ପରିବାରକୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ଓ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭେଙ୍କେଟେଶ୍ୱର ବେହେରା ସାଧାରଣ ସମ୍ପାଦକ,ପ୍ରଶାନ୍ତ ବଗର୍ତ୍ତି ସହ ସମ୍ପାଦକ, ରବୀନ୍ଦ୍ର କୁମାର ସାହୁ ପୂର୍ବତନ ନଗର ସଭାପତି, ନିଲମାଧାବ ପ୍ରଧାନ ଆଦିବାସୀ ମୋର୍ଚ୍ଚା ସଭାପତି, ସ୍ଥାନୀୟ ଲୋକ ତ୍ରିନାଥ ସାହୁ, ଶଙ୍କର ବାଗ, ପଞ୍ଚୁ ପ୍ରଧାନ, ମହେଶ୍ୱର ସାହୁ,ରଣତସ ନାୟକ, ଭରତ ଭାଇ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

18 + 7 =