Monthly Archives

March 2022

କାର୍‌ ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ନୂଆପଡ଼ା : କାର୍‌ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ମୃତ । ନୂଆପଡ଼ା ଜିଲ୍ଲା ଜାତୀୟ ରାଜପଥ ୩୫୩ ଚକାଡୁଙ୍ଗରୀ ନିକଟରେ ଦୁର୍ଘଟଣା ଘଟିଛି।ମୃତକଙ୍କ ନାମ ନିର୍ମଲ ଦଳପତି, ସେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ।ଖବର ଅନୁଯାୟୀ, ଗଡ୍ରାମୁଣ୍ଡା ଗାଁରେ ନିର୍ମଲ ଦଳପତି କୌଣସି କାମରେ
Read More...

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ : ଆଜି ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ "ବନକଲାଗି' ବା "ଶ୍ରୀମୁଖ ସିଂହାର' ନୀତି ଅନୁଷ୍ଠିତ ହେବ । ଏନେଇ ଦ୍ୱିପ୍ରହର ଧୂପ ଅର୍ଥାତ ଅପରାହ୍ନ ୪:୩୦ଟା ଠାରୁ ରାତି ୮ଟା ୩୦ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ
Read More...

ଦଶପଲ୍ଲା ବ୍ଲକ୍‌ ଉପାଧ୍ୟକ୍ଷା ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ

ଦଶପଲ୍ଲା : ଆଜି ଦଶପଲ୍ଲା ବ୍ଲକ୍‌ ସଭାଗୃହରେ ଦିବା ୧ ଘଟିକା ସମୟେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଉପାଧ୍ୟକ୍ଷ ପଦବୀ ପାଇଁ ମଧ୍ୟଖଣ୍ଡ ସମିତି ସଭ୍ୟା ଅନୁପମା ବେହେରା ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଉକେହି ନାମାଙ୍କନ କରିନଥିବାରୁ ଅନୁପମା ବେହେରା ଦଶପଲ୍ଲା ବ୍ଲକ୍‌
Read More...

ପୁଣି ପାଦେ ଆଗେଇଲା,ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ

ଦଶପଲ୍ଲା : ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପର ମହୀପୁର-ନୂଆଗାଁ ମଧ୍ୟରେ ଏବଂ ଖୋର୍ଦ୍ଧା ରୋଡ୍‌ ବାଇପାସ୍‌ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ କାର୍ଯ୍ୟକ୍ଷମ ପୂର୍ବରୁ ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ)ଙ୍କ ଦ୍ୱାରା ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ନିରୀକ୍ଷଣ କରାଯିବ ।
Read More...

ବୌଦ୍ଧ ବ୍ଲକରେ ବିହନ ବିଶୋଧନ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ

ଜହ୍ନାପଙ୍କ :ବୌଦ୍ଧ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଭଗବତୀ ସ୍ୱୟଂ ସହାୟକ ଦଳ, ତେଲିବନ୍ଧର ମିଳିତ ଆୟୋଜନରେ ବୌଦ୍ଧ ବ୍ଲକର ଆଠ ଗୋଟି ଗ୍ରାମରେ ରବି ଋତୁ ପାଇଁ ବିହନ ବିଶୋଧନ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ରାଜ୍ୟ ଯୋଜନା ଅଧୀନରେ
Read More...

ଯୁଦ୍ଧଜନିତ ପରିସ୍ଥିତିକୁ ନେଇ ଏମିତି ମନ୍ତବ୍ୟ ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍‌ ଯୁଦ୍ଧଜନିତ ସ୍ଥିତି ସୃଷ୍ଟି ହୋଇଛି ତାହା ଭାରତୀୟ ଅର୍ଥନୀତିକୁ ବିଶେଷ ପ୍ରଭାବିତ କରିବ ନାହିଁ । ଯେ କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ରହିଛି । ଏହି ଯୁଦ୍ଧର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ନଗଣ୍ୟ ରହିବ ବୋଲି ଭାରତୀୟ ରିଜର୍ଭ
Read More...

ଫୁଲବାଣୀ କୋର୍ଟ ପରିସରରେ ଓକିଲ ସଂଘର ଇ-ଲାଇବ୍ରେରୀ ଉଦଘାଟିତ

ଫୁଲବାଣୀ : ଓଡ଼ିଶାର ୩୦ ଟି ଜିଲ୍ଲାରେ ଇ-ଲାଇବ୍ରେରୀ ଉଦଘାଟିତ ହୋଇଯାଇଛି । ସେହିପରି କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆଇନଜୀବୀ ସଂଘର ଇ-ଲାଇବ୍ରେରୀର ଶୁଭ ଉଦଘାଟନ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍‌. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭର୍ଚୁ୍‌ଆଲ)
Read More...

ଶିକ୍ଷାକୁ ଗୁରୁତ୍ୱ ଦେଇ ଶିଶୁ ମିତ୍ର ପଞ୍ଚାୟତ ଗଠନ ଉପରେ ଗୁରୁତ୍ୱ : ଜିଲ୍ଲାପାଳ

ନବରଙ୍ଗପୁର : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା ଚାରିଟି
Read More...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଫୁଲ ଝାଡୁ ସଂଗ୍ରହ ଓ ପ୍ରକ୍ରିୟା କରଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ମୁନିସିଂ ଗ୍ରାମ ପଞ୍ଚାୟତ ଠାରେ ୧୩ ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ଫୁଲ ଝାଡୁ ଚାଷ ଓ ପ୍ରକ୍ରିୟା କରଣ ତାଲିମ ଶିବିରକୁ ନାବାର୍ଡର ଡି.ଡି.ଏମ୍‌ ପ୍ରତୀକ ପଣ୍ଡା ଜିଲ୍ଲାସ୍ତରୀୟ ତାଲିମଦାତା ନରେଶ ନାଥ ମହାପାତ୍ର,
Read More...

ଆୟୋଡିନ ଅଭାବ ଜନିତ ରୋଗର ଜିଲ୍ଲାସ୍ତରୀୟ କର୍ମଶାଳା

ଫୁଲବାଣୀ: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆର ଓ ନିଉଷ୍ଟେସନ ଇଣ୍ଟେରନେସନାଲ ତଥା ବିଶ୍ୱ ନେଟୱର୍କ ଓଡ଼ିଶାର ମିଳିତ ସହାୟତାରେ କନ୍ଧମାଳ ସ୍ଥିତ ଜିଲ୍ଲା ପରିଷଦ ଭବନ ଠାରେ ଆୟୋଡିନ ଅଭାବ ଜନିତ ରୋଗର ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଜିଲ୍ଲାର ମୁଖ୍ୟ
Read More...