ଦଶପଲ୍ଲା ବ୍ଲକ୍‌ ଉପାଧ୍ୟକ୍ଷା ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ

0 1,057

ଦଶପଲ୍ଲା : ଆଜି ଦଶପଲ୍ଲା ବ୍ଲକ୍‌ ସଭାଗୃହରେ ଦିବା ୧ ଘଟିକା ସମୟେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଉପାଧ୍ୟକ୍ଷ ପଦବୀ ପାଇଁ ମଧ୍ୟଖଣ୍ଡ ସମିତି ସଭ୍ୟା ଅନୁପମା ବେହେରା ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଉକେହି ନାମାଙ୍କନ କରିନଥିବାରୁ ଅନୁପମା ବେହେରା ଦଶପଲ୍ଲା ବ୍ଲକ୍‌ ଉପାଧ୍ୟକ୍ଷା ଭାବରେ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ । ଏହି ସଫଳତା ପାଇଁ ଶ୍ରୀମତୀ ବେହେରା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ଦଶପଲ୍ଲା ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 + nine =