Monthly Archives

March 2022

ଘନଘନ ବୈଠକ ସହ ପ୍ରାର୍ଥୀଙ୍କ ପାଇଁ ହେଭିୱେଟ ନେତା କରୁଛନ୍ତି ଭୋଟ୍‌ ଭିକ୍ଷା

ବାଲିଗୁଡ଼ା,୧୬/୩:- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନକୁ ନେଇ ଏବେ ପ୍ରଚାର ମୈଦାନରେ ହେଭିୱେଟ ନେତାଙ୍କ ଘନଘନ ପ୍ରଚାରରେ ଦୁଲୁକୁଛି ସହର । ଭଳିକି ଭଳି ଗୀତସହ ବ୍ୟାନର୍‌ ପୋଷ୍ଟରରେ ସହରର ସବୁ ଗଳିକନ୍ଦି ଆଚ୍ଛାଦିତ । ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ
Read More...

ଆଉ 6 ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।
Read More...

ଭୁବନେଶ୍ୱରରୁ ନିଖୋଜ, ୟୁପି ମଥୁରାରେ ଠାବ

ଭୁବନେଶ୍ୱର: ଶେଷରେ ଦୁଇ ଦିନର କସରତ ପରେ ଉତ୍ତରପ୍ରଦେଶ ମଥୁରାରୁ ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କୁ ଠାବ କରିଛି ପୁଲିସ | ମଥୁରା ଷ୍ଟେସନରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ରେଲୱେ ପୁଲିସ ଦୁଇ ଜଣଙ୍କୁ ହେପାଜତରେ ରଖିଛି | ଏବେ ଏହି ଦୁଇ ଛାତ୍ରୀଙ୍କୁ ଆଣିବାକୁ ଉତ୍ତରପ୍ରଦେଶର ମଥୁରାକୁ
Read More...

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

କଟକ: ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଓ ଭୁବନେଶ୍ବରର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ଚାଉଳିଆଗଞ୍ଜ ସ୍ଥିତ ମହାନଦୀ ବିହାରରେ ଥିବା ଦୁଇ ମହଲା କୋଠାରେ ରେଡ୍
Read More...

ମହିଳା ବିଶ୍ୱକପ : ଭାରତର ଦ୍ୱିତୀୟ ପରାଜୟ, ଇଂଲଣ୍ଡର ପ୍ରଥମ ବିଜୟ

ନୂଆଦିଲ୍ଲୀ : ଆଇସିସି ମହିଳା କ୍ରିକେଟ ବିଶ୍ୱକପର ୧୫ତମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୪ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଚନ୍ତି । ସେହିପରି ଏହି ପରାଜୟ ପରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ପରାଜୟ ବରଣ କରିଛି । ଭାରତ ପୂର୍ବରୁ ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ହାରିଥିବା ବେଳେ
Read More...

ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଅମୃତସର : ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଶୋଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ବାସ୍ତବରେ, ୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ରାଜ୍ୟଗୁଡ଼ିକର ରାଜ୍ୟ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ ।ନବଜୋତ ସିଂ
Read More...

ଓଡ଼ଗାଁ ଡାକ୍ତରଖାନା ପରିଦର୍ଶନ କଲେ କାୟାକଳ୍ପ ଟିମ୍‌

ଦଶପଲ୍ଲା : ମଙ୍ଗଳବାର ଦିନ ରାଜ୍ୟ କାୟାକଳ୍ପ ଟିମର ୩ ଜଣିଆ ସଦସ୍ୟ ଡାକ୍ତର ସମ୍ବିତ କୁମାର ବେହେରା, ଆଶୁତୋଷ ପାଢ଼ୀ ଏବଂ ନର୍ସିଂ ପରାମର୍ଶଦାତା ବାଳଚନ୍ଦ୍ରନ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଫେରିଛନ୍ତି । ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ
Read More...

ବିଜେଡିରୁ ନିଲମ୍ବିତ ହେଲେ ଆଠମଲ୍ଲିକ ଏନଏସିର ନିହାର ଓ ସନ୍ତୋଷ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଦଳ ବିରୋଧୀ କାର୍ଯ୍ୟ ପାଇଁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରାଯାଇଛି । ତୁରନ୍ତ ଏହା କାର୍ଯ୍ୟକାରୀ ପାଇଁ ଜିଲ୍ଲା ବିଜେଡି କାର୍ଯ୍ୟାଳୟକୁ ଅବଗତ କରାଯାଇଛି ।
Read More...

ରାସ୍ତା କଡ଼ରେ ପଡ଼ି ରହିଛି ସ୍କୁଟି ଚାଳକଙ୍କ ମୃତଦେହ, ହତ୍ୟା ସନ୍ଦେହ

ପାଟଣାଗଡ଼: ପାଟଣାଗଡ଼ରୁ ପଦ୍ମପୁର ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଲୁହାସିଂହା ଗ୍ରାମର ବିରେନ୍ଦ୍ର ମେହେର (୩୫) ପାଟଣାଗଡ଼ରୁ ନିଜ ଘରକୁ ଏକ ସ୍କୁଟି ଓଡି ୦୩ୟୁ ୯୮୮୧ରେ ଯାଉଥିବା ବେଳେ ବାଞ୍ଜିଝାଲ ଗ୍ରାମରେ
Read More...

ଆଜମଙ୍କୁ ପ୍ରଶଂସା କଲେ ଅଶ୍ୱିନ

ନୂଆଦିଲ୍ଲୀ: ପାକିସ୍ତାନ ବ୍ୟାଟର ବାବର ଆଜମଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଏବେ କରାଚୀରେ ଚାଲିଥିବା ପାକିସ୍ତାନ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ ଆଜମଙ୍କ ଶତକୀୟ ଇନିଂସ ଅଶ୍ୱିନଙ୍କୁ ବିଶେଷଭାବରେ ପ୍ରଭାବିତ କରିଛି । ଅଷ୍ଟ୍ରେଲିଆ ଘରୋଇ ଦଳ
Read More...