ବିଜେଡିରୁ ନିଲମ୍ବିତ ହେଲେ ଆଠମଲ୍ଲିକ ଏନଏସିର ନିହାର ଓ ସନ୍ତୋଷ

0 346

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଦଳ ବିରୋଧୀ କାର୍ଯ୍ୟ ପାଇଁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରାଯାଇଛି । ତୁରନ୍ତ ଏହା କାର୍ଯ୍ୟକାରୀ ପାଇଁ ଜିଲ୍ଲା ବିଜେଡି କାର୍ଯ୍ୟାଳୟକୁ ଅବଗତ କରାଯାଇଛି ।

hiranchal ad1
Leave A Reply

Your email address will not be published.

four + 9 =