Monthly Archives

May 2022

ସଂଗ୍ରାମପୁର ବିଦ୍ୟାଳୟରେ ବୁଦ୍ଧ ଜୟନ୍ତୀ ପାଳିତ

ସାହାଜପାଲ: ବୌଦ୍ଧ ଜିଲ୍ଲା ତାଳ ସରଡ । ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମ ପୁର ଉଚ୍ଚ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ ମେହେର ବୁଦ୍ଧଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
Read More...

ବେଆଇନ ଭାବେ ନଦୀରୁ ହେଉଛି ବାଲି ଚୋରା ଚାଲାଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ଦୁଇଟି ପ୍ରମୁଖ ନଦୀ ରହିଛି । ଗୋଟିଏ ହେଲା ଇଦ୍ରାବତୀ ନଦୀ ଆଉ ଗୋଟିଏ ହେଲା ଭାସ୍କେଲ ନଦୀ । ରାଜସ୍ୱ ବିଭାଗ ପକ୍ଷରୁ ଏହି ଦୁଇଟି ନଦୀର ବାଲି ଉଠାଣ ପାଇଁ ଟେଣ୍ଡର ଦେଇଛନ୍ତି ଓ ଆଉ କିଛି ଘାଟରେ ଟେଣ୍ଡର ହୋଇନାହିଁ । ସରକାରଙ୍କ
Read More...

ଦଶପଲ୍ଲାରେ ବାର୍‌କୁ ତୀବ୍ର ବିରୋଧ

ଦଶପଲ୍ଲା: ଦଶପଲ୍ଲା ର ବ୍ୟବସାୟୀକ ପେଣ୍ଠସ୍ଥଳ ଦୁର୍ଗାବଜାରରେ ଏକ ମଦ ବାର ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ଦଶପଲ୍ଲାରେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି ହେବା ସହ,ଏହାକୁ ଜୋର୍‌ଦାର ବିରୋଧ କରାଯାଇଛି । ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ୍‌
Read More...

ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗୀର: ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ତରଫରୁ ସ୍ଥାନୀୟ ଆର ଏନ ସିଂଦେଓ ସନ୍ତରଣଗାରରେ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ସମ୍ମାନିତ ଅତିଥି ଭାବେ ମୁନିସିପାଲଟି ଅଧକ୍ଷା ଲିକା ସାହୁ ଓ ସିଆରପିଫ
Read More...

ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ : ଓଡ଼ିଶାରେ ଶୀଘ୍ର ଆସିପରେ ମୌସୁମୀ । ଆଣ୍ଡମାନ ନିକୋବରରେ ଆଜି ମୌସୁମୀ ପହଞ୍ଚିଛି । ତେବେ ଓଡ଼ିଶାରେ ରଜ ସୁଦ୍ଧା ମୌସୁମୀ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି । ସେ କହିଛନ୍ତି ଆଗାମୀ ୩ ରୁ ୪ ଦିନ ଭିତରେ ବଙ୍ଗପୋସାଗରରେ ଗତିକୁ ନେଇ ମୌସୁମୀର
Read More...

କାଳ ବୈଶାଖୀରେ ଖମାରସାହି ପଞ୍ଚାୟତର ବେହାଲ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖାମାରସାହି ପଞ୍ଚାୟତରେ କାଳବୈଶାଖୀ ବର୍ଷାର ପ୍ରଭାବରେ ପ୍ରାୟ ୮୦ ଟି ଚାଳ ଛପର ଘରକୁ ଉଡ଼ାଇ ଅସ୍ତବ୍ୟସ୍ତ କରିଦେଇଛି । ଖମାରାସାହି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରା ଏବଂ ନାଏବ ସରପଞ୍ଚ କୁବେର ପାତ୍ର ଓ ଖମାରସାହି ପଞ୍ଚାୟତର ସମାଜ
Read More...

ଜୁଆ ଆଡ୍ଡାସ୍ଥଳୀ ଉପରେ ପୋଲିସ ଚଢ଼ାଉ : ୮ଟି ବାଇକ୍‌ ସହ ମୋବାଇଲ ଜବତ, ୬ କୋର୍ଟ ଚାଲାଣ

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ମଣ୍ଡି ପଛପଟେ ଥିବା ଟିକେନ୍‌ ଜୋର ପାଖରେ ଜୁଆ ଖେଳୁଥିବା ସମୟରେ କୌଣସି ମତେ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଖବର ପାଇ ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଥାନା କର୍ମଚାରୀଙ୍କ ମିଳିତ ଉଦ୍ୟମରେ
Read More...

ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତଦୁଇ ଫଳ

ଭୁବନେଶ୍ୱର : ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ୨ୟ ପର୍ଯ୍ୟାୟ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି । ଏହା ୩୧ ତାରିଖ ଯାଏ ଚାଲିବ । ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖ ପରିବର୍ତ୍ତେ ୨୫ ତାରିଖରୁ ଆରମ୍ଭ ହେବ । ଖାତାଦେଖା
Read More...

ବପୋଲମେଣ୍ଡିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଫୁଲବାଣୀ: ଚକାପାଦ ବ୍ଲକର ବପୋଲମେଣ୍ଡି ଠାରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ଏହି ଚକ୍ଷୁ ଚିକିତ୍ସା ଶିବିରରେ ସ୍ଥାନୀୟ ସରପଞ୍ଚ ସୁନିତା କହଁର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସ୍ଥାନୀୟ ନାଏବ ସରପଞ୍ଚ ମନୋଜ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗ
Read More...

ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ ଓ ମହାନଦୀ ଉତ୍ସବ-୨୦୨୨ ଅନୁଷ୍ଠିତ

ସୁବର୍ଣ୍ଣପୁର-ସହରର ରାମେଶ୍ୱର ସଙ୍ଗମ ସନ୍ନିକଟସ୍ଥ ତ୍ରିବେଣୀ ସଙ୍ଗମଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ରାମେଶ୍ୱର ତ୍ରିବେଣୀ ସଙ୍ଗମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରଥମ ଅଧିବେସନରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ
Read More...