Monthly Archives

May 2022

ଅବ୍ୟବସ୍ଥା ଘେରରେ କୁଆଁରିଆ ମୃଗ ବିହାର

ଦଶପଲ୍ଲା,୩୧/୫:- ଦଶପଲ୍ଲାର ଏକମାତ୍ର ପର୍ଯ୍ୟଟନସ୍ଥଳୀ କୁଆଁରିଆ ଡ୍ୟାମ ଓ ମୃଗ ବିହାର । ଏହି ମୃଗ ବିହାରରେ ଗୋଟିଏ ପରେ ଗୋଟିଏ ମୃଗ ମୃତ୍ୟୁବରଣ କରିବା ଘଟଣା ପରିବେଶ ତଥା ପଶୁ ପ୍ରେମୀମାନଙ୍କ ମଧ୍ୟରେ ଚିନ୍ତା ଓ ଉଦବେଗର କାରଣ ହୋଇଛି । ମୃଗ ବିହାରର ମୃଗମାନଙ୍କୁ ବାହାରୁ ଖାଦ୍ୟ ଆଣି…
Read More...

ସିଭିଲ ସର୍ଭିସ ପରୀକ୍ଷାରେ ସୋନପୁର ର କାର୍ତ୍ତିକ ପାଣିଗ୍ରାହୀ ହେଲେ ଓଡ଼ିଶା ଟପ୍ପର

ସୁବର୍ଣ୍ଣପୁର,୩୧/୫- ୟୁପିଏସସି ଦ୍ୱାରା ପରିଚାଳିତ ୨୦୨୧ ବର୍ଷର ସର୍ବଭାରତୀୟ ପ୍ରଶାସନିକ ସେବାର ପରୀକ୍ଷାଫଳ ଗତକାଲି ପ୍ରକାଶ ପାଇଛି । ଏଥିରେ ସୋନପୁରର କାର୍ତ୍ତିକ ପାଣିଗ୍ରାହୀ ଓଡିଶା ଟପ୍ପର ଭାବେ ସର୍ବଭାରତୀୟ ସ୍ତରରେ ୬୩ତମ ସ୍ଥାନରେ ରହି ସୋନପୁର ପାଇଁ ଗୌରବ ଆଣିଛନ୍ତି । ସେ ଦିଲ୍ଲୀ…
Read More...

କପିଳେଶ୍ୱର ମନ୍ଦିରକୁ ନାହିଁ ସବୁଦିନିଆ ରାସ୍ତା

ବାଉଁଶୁଣି : ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତର କରଡ଼ାପଡା ଗ୍ରାମ ନିକଟ ବାଘନଦୀ କୂଳରେ ରହିଛି ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ମନ୍ଦିର । ମନ୍ଦିରର ଅବସ୍ଥିତି ତଥା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଜଙ୍ଗଲିଆ ପରିବେଶର ଶାନ୍ତ ସ୍ନିଗ୍ଧ ବାତାବରଣ ଏଠାକୁ ଶ୍ରଦ୍ଧାଳୁ ମାନଙ୍କୁ ସହଜରେ…
Read More...

ରାତ୍ରୀକାଳୀନ ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଥର ପାଇଁ ଆୟୋଜିତ ଏକ ରକ୍ତଦାନ ଶିବିରରେ ଗତରାତି ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଠାରେ ରକ୍ତଦାନ ଶିବିର ଆୟୋଜନ କିଛି ନୂଆ କଥା ନୁହେଁ, କିନ୍ତୁ ଗତରାତି ପ୍ରଥମ ଥର ପାଇଁ ଏକ ରାତ୍ରି କାଳୀନ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଛି, ଯାହାକି…
Read More...

ବେଆଇନ ୧୭୦ ବୋତଲ ମଦ ଜବତ, ଦୁଇ ଗିରଫ

ସମ୍ବଲପୁର : ଗତ ବିଳମ୍ବିତ ରାତିରେ ସ୍ଥାନୀୟ ବ୍ୟସ୍ତ ବହୁଳ ଚର୍ଚ୍ଚ ଛକ ଠାରେ ପୁଲିସ ଜାଞ୍ଚ କଲାବେଳେ ଗୋଟିଏ ଅଟୋ ରିକ୍ସାରୁ ବ୍ୟାପକ ପରିମାଣରେ ବିଦେଶୀ ମଦ ବିୟର ଜବତ କରାଯାଇଛି । ଏହି ସଙ୍କ୍ରାନ୍ତରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏହି ବିଷୟରେ ସ୍ଥାନୀୟ ଟାଉନ ପୁଲିସ ଥାନା…
Read More...

ପିଏମ୍‌ କେୟାର୍ସରେ ସାମିଲ ହେଲେ ୪ ପିତୃମାତୃ ହୀନ

ପୁରୀ : କୋଭିଡ ସଂକ୍ରମଣ ଓ ତଦଜନିତ ପ୍ରଭାବରୁ ପୁରୀ ଜିଲ୍ଲାରେ ୪ ଜଣ ନାବାଳକ ପିତୃମାତୃ ହୀନ ହୋଇଥିଲେ । ଏହି ପିଲାମାନଙ୍କୁ ଭାରତ ସରକାରଙ୍କ ପିଏମ୍‌ କେୟାର୍ସ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଇ…
Read More...

ପ୍ରକାଶ ପାଇଲା ସିଭିଲ ସର୍ଭିସ୍ ପରୀକ୍ଷା ଫଳ,ଓଡ଼ିଶାରୁ କିଏ ହେଲେ ଆଇଏଏସ ଜାଣନ୍ତୁ

ନୂଆଦିଲ୍ଲୀ : ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି । ୟୁପିଏସସିର ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଶ୍ରୁତି ଶର୍ମା ପରୀକ୍ଷାରେ ୧ ନମ୍ବର ସ୍ଥାନ ହାସଲ କରିଛି । ପ୍ରଥମ ଚାରିଟି ସ୍ଥାନରେ ଝିଅମାନେ ରହିଛନ୍ତି । ଷ୍ଟିଫେନ୍ସ କଲେଜ ଏବଂ ଜେଏନୟୂରେ ଶ୍ରୁତି…
Read More...

ତରଭା ମଦ ଦୋକାନ ଚୋରିର ପର୍ଦ୍ଦାଫାସ କଲା ସୋନପୁର ପୋଲିସ୍‌

ସୁବର୍ଣ୍ଣପୁର-ଗତ ୧୯ତାରିଖରେ ତରଭା ମଦ ଦୋକାନରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଗତ ୧୯ ତାରିଖ ଦିନ ତରଭା ବିଦେଶୀ ମଦ ଦୋକାନରୁ ୧୫୨ କାର୍ଟୁନ ମଦ ସହିତ ୯୦ ହଜାର ଟଙ୍କା ଚୋରି ହୋଇଥିବା ମଦ ଦୋକାନ ମାଲିକ ତରଭା ଥାନାରେ ଅଭିଯୋଗ କରିଥିଲେ । ପରେ…
Read More...

ସରପଞ୍ଚ ତାରାକାନ୍ତୀ ତାଣ୍ଡିଙ୍କ ଉଦ୍ୟମରେ କୂଅରୁ ସୁରକ୍ଷିତ ଭାବେ ବଳଦକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଜିଲ୍ଲା ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ଉଡେନ ଗ୍ରାମର ଡୁଙ୍ଗୁରିପାଲିପଡ଼ା ଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି । ରଖେ ହରି ତ ମାରେ କିଏ ଆଉ ମାରେ ହରି ତ ରଖେ କିଏ ଭଳି କୂଅ ପାଖରେ ଚରୁ ଚରୁ ଏକ ବଳଦ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ନବୀନ ଓ ମୋଦୀଙ୍କ ମଧ୍ୟରେ ୩୦ ମିନିଟର ଆଲୋଚନା ହୋଇଥିଲା। ମୋଦୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି “କରୋନା ପାଇଁ…
Read More...