Monthly Archives

May 2022

ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ଶିଖର ଧାୱନ

ମୁମ୍ବାଇ : ଆଇପିଏଲ-୨୦୨୨ ଗତ ରବିବାର ଦିନ ଶେଷ ହୋଇଛି । ପ୍ରଥମ ଥର ଆଇପିଏଲରେ ଭାଗ ନେଇଥିବା ଗୁଜରାଟ ଟାଇଟନ୍ସ ଟ୍ରଫି ଜିତି ସମସ୍ତଙ୍କୁ ଚକିତ କରିଛି । ଦଳରେ ସେମିତି ଷ୍ଟାର ଖେଳାଳି ନଥିଲେ କିନ୍ତୁ ଅଲରାଉଣ୍ଡରଙ୍କ ବଳରେ ଦଳ ଟ୍ରଫି ହାତେଇବାରେ ସଫଳ ହୋଇଛି । ଆଇପିଏଲ ଶେଷ ହେବା ପରେ…
Read More...

ଗଡ଼ିଶିଲା ଘାଟିରେ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଡ୍ରାଇଭର ଆହତ

ଘୁ ଉଦୟଗିରି:ଘୁ ଉଦୟଗିରି ବ୍ଲକ କତୀଙ୍ଗିଆ ପଞ୍ଚାୟତ ଅଧିନରେ ଥିବା ଗଡିସିଲା ଘାଟିରେ ଆଜି ସକାଳେ ଓଡ଼ି ୧୫ ଯେ ୬୫୫୭ ନମ୍ୱର୍‌ ବିଶିଷ୍ଟ ସିମେଣ୍ଟ ବୋଝେଇ ଟ୍ରକ କୌଣସି କାରଣରୁ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି ।ଉକ୍ତ ନମ୍ୱର୍‌ ବିଶିଷ୍ଟ ଟ୍ରକ ସମ୍ବଲପୁର ସୁରେଶ କୁମାର୍‌ ସାହୁଙ୍କର…
Read More...

୭ପୁଲିସ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସମ୍ବଲପୁର : ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ନିଜ କାର୍ଯ୍ୟକାଳ ସମାପ୍ତି ପରେ ୭ ଜଣ ପୁଲିସ କର୍ମଚାରୀ ଙ୍କୁ ସସମ୍ମାନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପୁଲିସ ସୂତ୍ରରୁ ଏବିଷୟରେ ମିଳିଥିବା ସୂଚନା ଅନୁସାରେ ଜିଲ୍ଲା ପୁଲିସ ଅଧିକ୍ଷକ ବାଟୁଲା ଗଙ୍ଗାଧର ସେମାନଙ୍କୁ ସେବା ନିବୃତ୍ତି…
Read More...

ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ: ଜଣେ ମୃତ

ସମ୍ବଲପୁର:ସ୍ଥାନୀୟ କାଏସିର ରୋଡ଼ ସ୍ଥିତ ଏକ ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ ଯୋଗୁଁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି ଓ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ନାଇକେନପାଲିରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ସୁବର୍ଣ୍ଣପୁର - ସୋନପୁର ସଦର ବ୍ଲକ ସ୍ଥିତ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ହୋଇଯାଇଛି । ବ୍ଲକ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଏହି ପାଳନ ଉତ୍ସବରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀଙ୍କ ଅଧ୍ୟକ୍ଷତା…
Read More...

ପୁଣିଥରେ ଚୀନ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

ଦଶପଲ୍ଲା,୩୧/୫: - ପ୍ରସିଦ୍ଧ ଚାଇନା କବି, ସମ୍ପାଦକ, ଅନୁବାଦକ ‘ଜାଙ୍ଗ ଜି' ଦ୍ୱାରା ଚୀନ ଭାଷାରେ ଅନୁଦିତ ହେଲା ଆନ୍ତର୍ଜାତିକ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା । ସୂଚନା ଯୋଗ୍ୟଯେ,କବି ତଥା ସମ୍ପାଦକ ଜାଙ୍ଗ ଜି ପ୍ରସିଦ୍ଧ ସାହିତ୍ୟ ପତ୍ରିକା ରେଡିସନ ଅଫ ଦି…
Read More...

ନୂଆଗାଁରେ ଅନୁଷ୍ଠିତ ହେଲା ଜନଶୁଣାଣି ଶିବିର

ଦଶପଲ୍ଲା,୩୧/୫: - ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ରାଜୀବ ଗାନ୍ଧୀ ସଦଭାବନା ଗୃହ ପରିସରରେ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଉପ ଜିଲ୍ଲାପାଳ ଲଗ୍ନଯିତ୍‌ ରାଉତ , ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ , ଅତିରିକ୍ତ ଆରକ୍ଷୀ…
Read More...

ବେପରୁଆ ଡ୍ରାଇଭିଂ ହେଲା କଳା, ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ

ଲକ୍ଷ୍ନୌ: ଶୋଇପଡିଲେ ଆମ୍ବୁଲାନ୍ସ ଡ୍ରାଇଭର। ବେପରୁଆ ଡ୍ରାଇଭିଂ ହେଲା କଳା। ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ। ଆଜି ଭୋରୁ ଉତ୍ତରପ୍ରଦେଶ ବରେଲୀରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆମ୍ବୁଲାନ୍ସ ଡ୍ରାଇଭରର ଖାମଖିଆଲି ଡ୍ରାଇଭିଙ୍ଗ ଯୋଗୁଁ ଘଟଣା ସ୍ଥଳରେ ୭ ଜଣଙ୍କ ମୃତ୍ୟୁ…
Read More...

ପଦ୍ମ ଧରିବେ ହାର୍ଦ୍ଦିକ

ଅହମ୍ମଦାବାଦ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଏବେ ‘ପଦ୍ମ’ ଧରିବେ। ଆସନ୍ତା ଜୁନ୍‌ ୨ ତାରଖରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ। ଏନେଇ ସେ ଖୋଦ୍‌ ଘୋଷଣା କରିଛନ୍ତି। ହାର୍ଦ୍ଦିକ ପଟେଲ ପୂର୍ବରୁ ହିଁ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି। ଏବେ ସେ ଗୁଜରାଟ…
Read More...

“ଗ୍ରୀଷ୍ମ କାଳୀନ ବାଇବଲ ସମ୍ମିଳନୀ’ ଅନୁଷ୍ଠିତ

ଘୁ.ଉଦୟଗିରି,୩୧/୫:- କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଡୁଗୁଡ଼ି ଗ୍ରାମ ଠାରେ ଖ୍ରୀଷ୍ଟୀୟ ସମ୍ପ୍ରଦାୟ, ଗୁଡନିଉଜ ମଣ୍ଡଳୀର ଆୟୋଜନରେ ଏକ "ଗ୍ରୀଷ୍ମ କାଳୀନ ବାଇବଲ ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ଯାହା ୨୯ ମଇରୁ ଆରମ୍ଭ ହୋଇଥିବାବେଳେ ଜୁନ ୧ ତାରିଖରେ ଶେଷ ହେବ ବୋଲି ଆୟୋଜକଙ୍କ ଠାରୁ ସୂଚନା…
Read More...