Monthly Archives

May 2022

ଘୁଞ୍ଚିବନି ନିଟ ପିଜି ପରୀକ୍ଷା

ନୂଆଦିଲ୍ଲୀ: ନିଟ ପିଜି ପରୀକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନିଟ ପିଜି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି । ସୁପ୍ରିମକୋର୍ଟ ଏଭଳି ଆବେଦନକୁ ଖାରଜ କରିଦେଇଛନ୍ତି । ଫଳରେ ପୂର୍ବ ନିର୍ଦ୍ଧାରିତ ମେ’ ୨୧ ତାରିଖରେ ହିଁ ନିଟ
Read More...

ରାୟପୁରରେ ହେବ ପାଇଲଟ ଗୋପାଳକୃଷ୍ଣ ପଣ୍ଡାଙ୍କ ଶେଷକୃତ୍ୟ

ସମ୍ବଲପୁର: ଗତ ରାତିରେ ରାୟପୁରର ବିମାନ ବନ୍ଦରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏହି ମାଟିର ସନ୍ତାନ କ୍ୟାପଟେନ ଗୋପାଳକୃଷ୍ଣ ପଣ୍ଡା । ତାଙ୍କର ପୈତୃକ ଘର ହେଉଛି ଏଠାକାର ସଦର ପୁଲିସ ଥାନା ଅନ୍ତର୍ଗତ ବାହାମ ଗାଁରେ ।
Read More...

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଆର୍ଥିକ ସଙ୍କଟ ଓ ଅସ୍ଥିରତା ମଧ୍ୟରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ନେବା ମାତ୍ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ତାଙ୍କ କାର୍ଯ୍ୟକାଳ ସମୟରେ ସେ ଭାରତ ଓ ଶ୍ରୀଲଙ୍କା
Read More...

ଏହି ଯୁବ ଖେଳାଳିଙ୍କ ଖୁବଶୀଘ୍ର ତିନି ଫର୍ମାଟରେ ଭାରତ ପାଇଁ ଖେଳିବେ : ରୋହିତ

ନୂଆଦିଲ୍ଲୀ : ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଯୁବ ଅଲରାଉଣ୍ଡର ବ୍ୟାଟ୍ସମ୍ୟାନ୍‌ ତିଲକ ବର୍ମା ଖୁବଶୀଘ୍ର ଟିମ୍‌ ଇଣ୍ଡିଆ ପାଇଁ ସବୁ ଫର୍ମାଟରେ ଖେଳିବେ ବୋଲି ରୋହିତ ଶର୍ମା କହିଛନ୍ତି । ରୋହିତ କହିଥିଲେ ଯେ, ତିଲକ ବର୍ମା ବହୁତ ଭଲ ପ୍ଲେୟାର । ସେ ନିଜର ପ୍ରଥମ ସିଜିନ ଖେଳୁଛନ୍ତି ।
Read More...

ପ୍ରେସର କୁକର ବୋମା ଠାବ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଖଞ୍ଜିଥିଲେ ୫ କିଲୋ ଓଜନର ପ୍ରେସର କୁକର ବୋମା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ କରିଥିଲେ ଏକ ବଡ଼ ଯୋଜନା। ହେଲେ ଅଳ୍ପଳେ ବର୍ତ୍ତିଲେ ସୁରକ୍ଷା ଯବାନ। ବିଜାପୁରରେ
Read More...

ହେଲିକେପ୍ଟର ଦୁର୍ଘଟଣାରେ ଓଡିଆ ପାଇଲଟଙ୍କ ମୃତ୍ୟୁ

ସମ୍ବଲପୁର: ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଯେଉଁ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ଭିତରୁ ଜଣେ ଓଡ଼ିଆ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ପାଇଲଟ ସମ୍ବଲପୁରର ବୋଲି ଜଣାପଡ଼ିଛି। ମୃତ ପାଇଲଟ ସମ୍ବଲପୁର ଜିଲ୍ଲା ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା ବୋଲି ସୂଚନା ମିଳିଛି।
Read More...

ଘରେ ନିଆଁ ଲାଗି ମାଆ ସହ ଦୁଇ ଶିଶୁ ଜୀବନ୍ତ ଦଗ୍ଧ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଘରେ ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଶିଶୁଙ୍କର ପ୍ରାଣହାନି ଘଟିଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗାଁ
Read More...

ପଦୋନ୍ନତି ସହ ଜିଲ୍ଲା ସମବାୟ ସମିତି ନିବନ୍ଧକ ଦାୟିତ୍ୱରେ ହାଡ଼ିବନ୍ଧୁ ମହାକୁଡ଼

ନୟାଗଡ଼ : ନୟାଗଡ଼ ଜିଲ୍ଲା ସମବାୟ ସମିତି ସମୂହ ନିବନ୍ଧକ ଭାବେ କାର୍ଯ୍ୟରତ ବିରଜା ନନ୍ଦନ ଦାଶଙ୍କର ବଦଳି ଅନୁଗୁଳ ଜିଲ୍ଲା ଆଠମଲ୍ଲିକକୁ ହୋଇଥିବା ସୂଚନା ମିଳିଛି । ଏଥି ସହିତ ତାଙ୍କର ବଦଳରେ ଦଶପଲ୍ଲା , ଗଣିଆ ଓ ରଣପୁର ଅଞ୍ଚଳ ପାଇଁ କାର୍ଯ୍ୟରତ ଥିବା ସମବାୟ ନିରୀକ୍ଷକ ହାଡ଼ିବନ୍ଧୁ
Read More...

ଦୁର୍ଘଟଣାରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧିଙ୍କ ମୃତ୍ୟୁ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କାମ୍ବାଏଜୁ ଛକରେ ମୋଟରସାଇକେଲ ଦୁର୍ଘଟଣାରେ କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି କ୍ଷେତ୍ରୀବଳ ନାୟକଙ୍କ ମୃତ୍ୟୁ ଘଟିଛି । ସୂଚନା ପ୍ରକାରେ ଗତକାଲି ରାତିରେ କ୍ଷେତ୍ରୀବଳ ନାୟକ ନିଜ ଘର ପାଙ୍ଗାଲି ଗ୍ରାମକୁ
Read More...

ଆସନ୍ତା ୧୫ରେ ଆଣ୍ଡାମାନ ଛୁଇଁବ ମୌସୁମୀ ବାୟୁ

ନୂଆଦିଲ୍ଲୀ : ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଥିବା ଦେଶବାସୀଙ୍କ ପାଇଁ ଏକ ଖୁସି ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) । ଏଥର ମୌସୁମୀ ବହୁତ ଆଗୁଆ ଆସିବ । ଆସନ୍ତା ୧୫ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ
Read More...