Monthly Archives

June 2022

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଓଡିଶା ଭାଜପା ବିଧାୟକଗଣ

ସମ୍ବଲପୁର: ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ଯାଇଥିଲେ ଓଡିଶାର ବିଧାୟକଗଣ । ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମ ପରେ ଓଡିଶାର ଭାଜପା ବିଧାୟକମାନେ ନିଜନିଜ ଅଞ୍ଚଳର ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ
Read More...

ଦଶପଲ୍ଲାରେ ଉଦଘାଟିତ ହେଲା ରୋଟାରୀ କ୍ଲବ୍‌

ଦଶପଲ୍ଲା : ଗତକାଲି ସଂଧ୍ୟାରେ ଦଶପଲ୍ଲା ସ୍ଥିତ ଗୋବିନ୍ଦ ଭବନଠାରେ ବିଧିବଦ୍ଧ ଭାବେ ରୋଟାରୀ କ୍ଲବର ଉଦଘାଟନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ଶାନ୍ତନୁ କୁମାର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟ ଜିଲ୍ଲାରୁ ରୋଟାରୀ ବନ୍ଧୁ ମାନେ ସମ୍ମାନିତ ଅତିଥି
Read More...

ବୌଦ୍ଧ: ଦିବ୍ୟ ଜୀବନ ସଂଘ ଓ ଯୋଗ ବୁଦ୍ଧମ ତରଫରୁ ଯୋଗ ଶିବିର ଅନୁଷ୍ଠିତ

ବୌଦ୍ଧ,୨୭/୬:- ଦିବ୍ୟ ଜୀବନ ସଂଘ ବୌଦ୍ଧଶାଖା ଓ ଯୋଗ ବୁଦ୍ଧମର ମିଳିତ ଆନୁକୂଲ୍ୟରେ ଗତ ୨୧ ତାରିଖ ଆନ୍ତର୍ଜାତିକ ଯୋଗ ଦିବସରୁ ଆରମ୍ଭ ହୋଇଥିବା ଯୋଗ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ୭ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଯୋଗ ଶିବିରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ
Read More...

ଆଲିଆ ଭଟ୍ଟ ଗର୍ଭବତୀ ! ହସ୍ପିଟାଲରୁ ସେୟାର କଲେ ଫଟୋ

ଆଲିଆ ଭଟ୍ଟ ଗର୍ଭବତୀ ଅଛନ୍ତି ! ସେ ନିଜ ଇନଷ୍ଟାଗ୍ରାମରେ ଦୁଇଟି ଛବି ପୋଷ୍ଟ କରି ଏହି ଖବର ଦେଇଛନ୍ତି । ଉଭୟ ରଣବୀର ଓ ଆଲିଆ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ଆମ ବେବି ଖୁବ ଶୀଘ୍ର ଆସୁଛି । ଆଲିଆ ହସ୍ପିଟାଲ ବେଡରେ ଖୁସି ଥିବାର ଦେଖାଯାଉଛି । ରଣବୀର କପୁର ମଧ୍ୟ ପାଖରେ
Read More...

ଟି-୨୦ରେ ଏମିତି କରିବାରେ ପ୍ରଥମ ଭାରତୀୟ ଅଧିନାୟକ ହେଲେ ପାଣ୍ଡ୍ୟା

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ମୁକାବିଲାରେ ଭାରତ ୭ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଛି । ବର୍ଷା ବାଧାପ୍ରାପ୍ତ ଏହି ମୁକାବିଲା ୧୨ ଓଭରକୁ କମାଇ ଦିଆଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୦୮ ରନ୍ କରିଥିବା ବେଳେ ଭାରତ ଟାର୍ଗେଟ୍ ପୁରା
Read More...

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକୀ ମହୋତ୍ସବ

ଦଶପଲ୍ଲା : ଦଶପଲ୍ଲାର ଗୋବିନ୍ଦ ଭବନଠାରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ସାହିତ୍ୟ
Read More...

ଦଶପଲ୍ଲା ସ୍ୱାଭିମାନ ମଞ୍ଚର ଜନସଂପର୍କ ଶୋଭାଯାତ୍ରା

ଦଶପଲ୍ଲା: ଦଶପଲ୍ଲାର ସ୍ୱାଭିମାନକୁ ବଜାୟ ରଖିବା ସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ସକାଶେ ଦଶପଲ୍ଲା ସ୍ୱାଭିମାନ ମଂଚ ପକ୍ଷରୁ ଏକ ଜନସମ୍ପର୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରୁ ଆସିଥିବା ସ୍ୱାଭିମାନୀ ଜନସାଧାରଣ
Read More...

ଯଶୋବନ୍ତ ସିହ୍ନଙ୍କୁ ସମର୍ଥନ ଦେବ ଟିଆରଏସ୍‌

ହାଇଦ୍ରାବାଦ: ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ତେଲେଙ୍ଗାନାରେ ଶାସନରେ ଥିବା କେସିଆରଙ୍କ ଦଳ ଟିଆରଏସ । ଦଳର କାର୍ଯ୍ୟକାରୀ ସଭାପତି କେ.ଟି.ଆର ଏନେଇ ସୂଚନା ଦେଇଛନ୍ତି । ଆଜି ସିହ୍ନା ନାମାଙ୍କନ ଦାଖଲ କରିବାକୁ ଥିବାବେଳେ ଦଳ ପକ୍ଷରୁ କେ.ଟି.ଆର
Read More...

ସେବା ସମବାୟ ସମିତିର ଦ୍ୱିତୀୟ ପର୍ଯ୍ୟାୟ ନିର୍ଦ୍ଦେଶକ ଭୋଟ

ବୌଦ୍ଧ,୨୬ ।୬- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ସମିତିରେ ସେବା ସମବାୟ ସମିତିର ଦ୍ୱିତୀୟ ପର୍ଯ୍ୟାୟ ନିର୍ଦ୍ଦେଶକ ଭୋଟ ଅନୁଷ୍ଠିତ ହୋଇଯାଇଛି । ୧୫ଟି ମଣ୍ଡଳୀ ଜୋନରୁ ୯ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ବାକି ୬ଟି ମଣ୍ଡଳୀର ଭୋଟ ଆଜି ଅନୁଷ୍ଠିତ
Read More...

ଆନ୍ତର୍ଜାତିକ ନିଶା ସେବନ ଓ ନିଶା ଦ୍ରବ୍ୟର ଅବୈଧ ଚାଲାଣ ନିରାକରଣ ଦିବସ ପାଳିତ

ବୌଦ୍ଧ,୨୬ ।୬- ଆଜି ଆନ୍ତର୍ଜାତିକ ନିଶା ସେବନ ଓ ନିଶା ଦ୍ରବ୍ୟର ଅବୈଧ ଚାଲାଣ ନିରାକରଣ ଦିବସ ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି । ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା
Read More...