Monthly Archives

June 2022

ମୃତ ବାର୍‌ହା ସହ ବାଇକ୍‌ ଜବତ୍‌, ଶୀକାରୀ ଚମ୍ପଟ୍‌

ଦଶପଲ୍ଲା : ଓଡ଼ଗାଁ ବନାଞ୍ଚଳ ଅଧିନ ବାହାଡ଼ାଝୋଲା ବନବିଭାଗ କର୍ମଚାରୀ ମାନେ ଗତକାଲି ଅପରାହ୍ନରେ ପେଟ୍ରୋଲିଙ୍ଗ କରୁଥିଲାବେଳେ, କେତେକ ଅଭ୍ୟାସଗତ ଶୀକାରୀ ଏକ ବାରହାକୁ ଗୁଳିକରି ହତ୍ୟା କରିବାପରେ ବାଇକ୍‌ ଯୋଗେ ନେବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ବନକର୍ମଚାରୀ ସେଠାରେ
Read More...

ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ : ସଂକ୍ରମଣ ବଢୁଛି,ସତର୍କ ରୁହ

ନୂଆଦିଲ୍ଲୀ : ଦେଶରେ କରୋନା ସକ୍ରମଣ ବୃଦ୍ଧି ପାଉଛି । ସାମାନ୍ୟତମ ଢିଲା ବା ଅବହେଳା ଗୁରୁତର ପରିସ୍ଥିତି ସୃଷ୍ଟି କରିପାରେ । ତେଣୁ ପୂରା ସତର୍କ ରୁହ । ଏଭଳି କଡ଼ା ଢଙ୍ଗରେ କେନ୍ଦ୍ର ସରକାର ଆଜି ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର କେତେକ ରାଜ୍ୟରେ କୋଭିଡ୍‌ ସଂକ୍ରମଣ
Read More...

ରାଜ୍ୟସଭା ନିର୍ବାଚନ: ମତଦାନର ଭିଡିଓଗ୍ରାଫି ହେବ

ନୂଆଦିଲ୍ଲୀ: ଆଗକୁ ୪ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗୁରୁବାର କହିଛନ୍ତି ଯେ ମତଦାନ ପ୍ରକ୍ରିୟାର ତଦାରଖ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ରାଜ୍ୟସଭା ନିର୍ବାଚନରେ ମତଦାନର
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ନୟନତାରା ଓ ବିଘ୍ନେଶ

ମୁମ୍ବାଇ: ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍‌ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବାନ । ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବରଣ କରିଛନ୍ତି । ସେମାନେ ସେମାନଙ୍କ ବିବାହର ପ୍ରଥମ ଫଟୋ ସୋସିଆଲ୍‌ ମିଡିଆରେ
Read More...

ଯାତ୍ରୀବାହୀ ଅଟୋ ଓଲଟି ୬ ଆହତ

ଘୁ.ଉଦୟଗିରି: ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ସିର୍କି ଗ୍ରାମରୁ ୬ ଜଣ ଯାତ୍ରୀଙ୍କୁ ନେଇ ଘୁ. ଉଦୟଗିରି ଆସୁଥିବା ଏକ ଯାତ୍ରୀ ବାହି ଅଟୋ ନଂ ଓଡି ୧୨ ବି ୦୦୯୬ ସିର୍କି ଘାଇ ଠାରୁ କିଛି ଦୂରରେ ବ୍ରେକ୍‌ ଫେଲ୍‌ ହେବା ଫଳରେ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇଯାଇଥିଲା । ଫଳରେ ଅଟୋରେ ବସିଥିବା
Read More...

ଦାରିଙ୍ଗବାଡ଼ିରେ ବିଜେପିର ଓବିସି ଜାତିବର୍ଗ ସମ୍ମିଳନୀ

ବାଲିଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନର ୮ବର୍ଷ ପୂର୍ତ୍ତି ଉପଲକ୍ଷେ ଦାରିଙ୍ଗବାଡ଼ି ଶିବ ମନ୍ଦିର କମିଟି ଗୃହଠାରେ ଜିଲ୍ଲା ଓବିସି ମୋର୍ଚ୍ଚା ତରଫରୁ ଓବିସି ଜାତିବର୍ଗ ସମ୍ମିଳନୀ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବିନା ବରରେ ବିବାହ କଲେ ଗୁଜରାଟର କ୍ଷମା ବିନ୍ଦୁ

ନୂଆଦିଲ୍ଲୀ:ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ ଶେଷରେ ବିବାହ କରିଛନ୍ତି । ବିବାହ ସମୟରେ ହଳଦୀ ଓ ମେହେନ୍ଦୀ ଉତ୍ସବ ପାଳନ ହୋଇଥିଲା । ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ କରିଛନ୍ତି । ତେବେ ଏହି ବିବାହରେ ନା ବର ଥିଲେ ନା ପଣ୍ଡିତ । ଏଥିରେ କ୍ଷମାଙ୍କ କିଛି ସାଙ୍ଗ ସାମିଲ
Read More...

ରେଳ ବିଭାଗ ପକ୍ଷରୁ ତିନି ରଥର ଯାଞ୍ଚ

ପୁରୀ : ଆଜି ରେଳ ବିଭାଗ ପକ୍ଷରୁ ତିନି ରଥର ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି । ରେଳ ବିଭାଗର ସ୍ୱତନ୍ତ୍ର ଇଞ୍ଜିନିୟର ରଥ ଗୁଡିକର ଚକର ଉଚ୍ଚ଼ତା, ଚକରୁ ଚକର ବ୍ୟବଧାନ ଓ ଦଣ୍ଡା ନିର୍ମାଣର ମାପ କରିଥିବା ଦେଖିବାକୁ ମିଳିଛି । ସାଧାରଣତଃ ରଥଯାତ୍ରାରେ ରେଳ ବିଭାଗ ପକ୍ଷରୁ ଜଗ ଯୋଗାଇ
Read More...

ସୁବର୍ଣ୍ଣପୁର ଦିଶା କମିଟିର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟି ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁପାର
Read More...

ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଅଖ ଉପରେ ପକା ଯାଇଥିବା ଦଣ୍ଡାରେ କମାର ସେବକ କଣ୍ଟା ବାଡଉଛନ୍ତି । ପରମ୍ପରା ଅନୁଯାୟୀ ତିନିରଥ ମୁଖ୍ୟ କମାର ଦଣ୍ଡାରେ ମାଳ ମହାପ୍ରସାଦ ଲାଗି କରିବା ସହ ନଡିଆ ବାଡେଇ କଣ୍ଟା ବାଡିଆ ଅନୁକୂଳ କରିଛନ୍ତି । ତାଳଧ୍ୱଜ ରଥ ଦଣ୍ଡାରେ
Read More...