Monthly Archives

June 2022

ଆଜି ଶପଥ ନେବେ ନବୀନଙ୍କ ନୂଆ ଟିମ୍

ଭୁବନେଶ୍ୱର: ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନୂଆ ଟିମ ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରୀ ବଦଳାଇଛନ୍ତି ନବୀନ । ଆଜି ରାଜ୍ୟର ନୂଆ ମନ୍ତ୍ରୀମଣ୍ଡଳର ହେବ ଶପଥ ଗ୍ରହଣ ଉତ୍ସବ । ରାଜଭବନରେ
Read More...

ଗଜପତିରେ ଶିଶୁ ଶ୍ରମିକ ନିରାକରଣ ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କିତ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଶିଶୁ ଶ୍ରମିକ ନିରାକରଣ
Read More...

ନବୀନଙ୍କ ମନ୍ତ୍ରୀମଣ୍ଡଳର ସବୁ ମନ୍ତ୍ରୀ ଦେଲେ ଇସ୍ତଫା

ଭୁବନେଶ୍ୱର: ବିଜେଡି ସରକାରର ପଂଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ସପ୍ତାହ ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତାକାଲି
Read More...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍‌, ୮ ଆହତ

ଦଶପଲ୍ଲା : ଆଜି ଅପରାହ୍ନରେ ଦଶପଲ୍ଲା-ଗଣିଆଁ ରାସ୍ତାର ଘୋଳାହାଣ୍ଡି ଛକ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଯାତ୍ରୀବାହୀ ବସ୍‌ । ଦଶପଲ୍ଲା ରୁ ଭୁବନେଶ୍ୱର ଯାଉଥିବା ଗଣେଶ ବସ୍‌ ସହିତ ଏକ ଆଇଚର୍‌ ଟ୍ରକ ପରସ୍ପରକୁ ସାଇଡ଼୍‌ ଦେବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।
Read More...

ବୌଦ୍ଧରେ ଐତିହାସିକ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ର ଉଦ୍‌ଘାଟନୀ ସମାରୋହ

ଜହ୍ନାପଙ୍କ:ମହାନଦୀ ଜଗତି ଘାଟରୁରୁ କଳସ ଶୋଭାଯାତ୍ରା, ବୌଦ୍ଧରୁ ମଶାଲ ଯାତ୍ରା ଅଷ୍ଟମ ଶତାଦ୍ଦୀରେ ନିର୍ମିତ ହୋଇଥିବା ହରିହର ପୀଠରେ ନୂତନ ଭାବେ ତ୍ରିବସୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଚାରିଶମ୍ଭୁ ଠାରେ ଆଜି ଉଦଘାଟନ ମହାସମାରୋହରେ ଅନୁଷ୍ଠିତ
Read More...

ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ଟିକସ-ମୁକ୍ତ ହେଲା ସମ୍ରାଟ ପୃଥ୍ୱୀରାଜ

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବଲିଉଡ ଫିଲ୍ମ ସମ୍ରାଟ ପୃଥ୍ୱୀରାଜ ଆଜି ସମଗ୍ର ଦେଶରେ ରିଲିଜ୍‌ ହୋଇଛି । ରାଜା ପୃଥ୍ୱୀରାଜଙ୍କ ପରାକ୍ରମକୁ ଫିଲ୍ମ ମାଧ୍ୟମରେ ବେଶ ନାଟକୀୟ ଢଙ୍ଗରେ ଦେଖାଇବାକୁ ନିର୍ମାତା ଚେଷ୍ଟା କରିଛନ୍ତି । ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ପୃଥ୍ୱୀରାଜଙ୍କ ଚରିତ୍ରରେ
Read More...

ଶିବାହାରା-କୁଲଫଙ୍କୁ ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି

ପ୍ୟାରିସ : ଜାପାନର ଈନା ଶିବାହାରା ଓ ନେଦରଲାଣ୍ଡ୍ସର ୱିସ୍‌ଲେ କୁଲଫ ସେମାନଙ୍କ ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି କରାୟତ୍ତ କରିଛନ୍ତି । ଗୁରୁବାର ଚଳିତ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ମିଶ୍ରିତ ଯୁଗଳ ଫାଇନାଲ୍‌ରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଏହି ଜାପାନ-ନେଦରଲାଣ୍ଡ୍ସ ଯୋଡି ୭-୬
Read More...

ଆର୍ଯ୍ୟ ସମାଜ ପ୍ରଦତ୍ତ ବିବାହ ପ୍ରମାଣପତ୍ର ଅବୈଧ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆର୍ଯ୍ୟ ସମାଜ ଦ୍ୱାରା ପ୍ରଦତ୍ତ ବିବାହ ପ୍ରମାଣପତ୍ର ଅବୈଧ । ଶୁକ୍ରବାର ଏହା କହିଛନ୍ତି ସୁପ୍ରିମକୋର୍ଟ । ଆର୍ଯ୍ୟ ସମାଜ ଏକ ହିନ୍ଦୁ ସଂସ୍କାରବାଦୀ ସଂଗଠନ । ୧୮୭୫ ମସିହାରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା । ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିଷ ଅଜୟ
Read More...

ଜଳିଗଲା ବସ୍‌ : ୭ ଯାତ୍ରୀ ଜୀବନ୍ତ ଦଗ୍ଧ

କାଲବର୍ଗି,୩/୬ : କର୍ଣ୍ଣାଟକର କମଲାପୁର ସହରରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣାରେ ଏକ ବସ ଜଳିଯାଇଛି । ଏକ ଟେମ୍ପୋ ସହ ଧକ୍କା ହେବା ପରେ ସେଥିଲେ ନିଆଁ ଲାଗିଯାଇଥିଲା । ଏଥିରେ ୭ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କର୍ଣ୍ଣାଟକାର କମଲାପୁରା ସହରରେ ଏହି ଦୁଃଖଦ
Read More...

୧୩ରେ ‘ଇଡି’ରେ ହାଜର ହେବେ ରାହୁଲ୍‌

ନୂଆଦିଲ୍ଲୀ,୩/୬: ନ୍ୟାସ୍‌ନାଲ୍‌ ହେରାଲଡ୍‌’ ମାମଲାରେ ଜୁନ୍‌ ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ସାନି ସମନ୍‌ ଜାରି କରାଯାଇଛି । ପୂର୍ବରୁ ଏହି ମାମଲାରେ ଜୁନ୍‌ ୨ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ସମନ୍‌
Read More...