Monthly Archives

July 2022

ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ :ଜିମ୍ବାୱେ ଗସ୍ତରେ ହେବାକୁ ଥିବା ଦିନିକିଆ ସିରିଜ୍‌ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି । ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ଶିଖର ଧାୱନ ପୁଣି ଥରେ ଭାରତୀୟ ଦଳର ଅଧିନାୟକ ହେବେ । ଏହି ସିରିଜରୁ ନାମୀ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ବିରାଟ…
Read More...

ପ୍ରଧାନ ବିଚାରପତିଙ୍କ ଉଦବେଗ :
ଖୁବ ଅଳ୍ପ ଲୋକ କୋର୍ଟକୁ ଆସୁଛନ୍ତି

ନୂଆଦିଲ୍ଲୀ : ଆମ ଦେଶରେ ମୋଟ ଜନସଂଖ୍ୟାର ଖୁବ୍‌ କମ୍‌ ଲୋକ କୋର୍ଟକୁ ଆସନ୍ତି । ଏହାର କାରଣ ଏକାଧିକ । ସଚେତନତା ତଥା ଆବଶ୍ୟକ ଉପାୟ ଅଭାବରୁ ଅଧିକାଂଶ ଲୋକ କୋର୍ଟ ଆସି ନପାରି ନୀରବରେ ଯନ୍ତ୍ରଣା ଭୋଗୁଛନ୍ତି । ଆଜି ଅନୁଷ୍ଠିତ ସର୍ବଭାରତୀୟ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରଥମ ବୈଠକରେ…
Read More...

ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ବର: ଦୀର୍ଘଦିନ ପରେ ନୂଆ ବିରୋଧୀ ଦଳ ନେତା ବାଛିଛି ବିଜେପି । ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ଦଳ ବିରୋଧୀ ଦଳ ନେତା କରିଛି । କରୋନା ପରେ ଗୁରୁତର ଅସୁସ୍ଥ ଥିବା ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଏଯାବତ ବି ସୁସ୍ଥ ହୋଇନାହାନ୍ତି । ଫଳରେ ଗତ ଦେଢ଼ ବର୍ଷ ଧରି…
Read More...

ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି : ମୋଦୀ

ନୂଆଦିଲ୍ଲୀ: ଆଇନଗତ ସହାୟତା ପାଇଁ ବିଭିନ୍ନ ଜେଲ୍‌ରେ ହଜାର ହଜାର ବିଚାରାଧୀନ କଏଦୀ ଅପେକ୍ଷା କରି ରହିଛନ୍ତି । ସେମାନଙ୍କ ମୁକ୍ତି ଦିଗରେ ନ୍ୟାୟପାଳିକା ତତ୍ପର ହେଉ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆଜି ଆୟୋଜିତ ପ୍ରଥମ ‘ଅଲ୍‌ ଇଣ୍ଡିଆ…
Read More...

ବିଶ୍ୱରେ ୨୦ ହଜାରମୁହାଁ ମଙ୍କିପକ୍ସ ମାମଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଏବେ ଡରାଇଲାଣି ମଙ୍କିପକ୍ସ । ବିଭିନ୍ନ ଦେଶରେ ପ୍ରାୟ ୧୬ ହଜାରରୁ ଅଧିକ ଏହି ମାମଲା ସାମନାକୁ ଆସିଥିବା ବେଳେ ଭାରତରେ ଏବେ ସୁଦ୍ଧା ୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏବେ ଦେଶରେ ବାହାରିଛି ପଞ୍ଚମ ମଙ୍କିପକ୍ସ ଆକ୍ରାନ୍ତ…
Read More...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଦ୍ୱିତୀୟ ପଦକ ଦେଲେ ଗୁରୁରାଜା ପୂଜାରୀ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ଦ୍ୱିତୀୟ ପଦକ । ଭାରୋତ୍ତୋଳନରେ ଗୁରୁରାଜା ପୂଜାରୀ ଭାରତ ପାଇଁ ଜିତିଛନ୍ତି ବ୍ରୋଞ୍ଜ ପଦକ । ଏହାପୂର୍ବରୁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ସଙ୍କେତ ମହାଦେବ ସାଗର ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ । ଏବେ ଗୁରୁରାଜ ୬୧ କେଜି ବର୍ଗରେ…
Read More...

ଅସରାଏ ବର୍ଷାରେ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ସଙ୍କରାଖୋଲ ଗ୍ରାମ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୁର୍ଦ୍ଦଶା କହିଲେ ନ ସରେ । ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି, ସେହି ଆଣ୍ଠୁଏ ପାଣି ଭିତରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯାଉଛନ୍ତି । ମୁଖ୍ୟ ରାଜରାସ୍ତାଠୁ ମାତ୍ର…
Read More...

ପ୍ରି-କ୍ୱାର୍ଟରରେ ଭାରତୀୟ ବକ୍ସର ହସମୁଦ୍ଦିନ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରଥମ ମୁକାବିଲାରେ ନିଜର ଦମ ଦେଖାଇଛନ୍ତି ଭାରତୀୟ ବକ୍ସର ମହମ୍ମଦ ହସମୁଦ୍ଦିନ । ସେ ୫୭ କେଜି ବର୍ଗର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଜିର ରାଉଣ୍ଡ ୩୨ ମୁକାବିଲାରେ ମହମ୍ମଦ ହସମୁଦ୍ଦିନ ଦକ୍ଷିଣ ଆଫ୍ରିକାର ଆମଜୋଲେଲେ ଡିଙ୍କୁ ୫-୦ରେ…
Read More...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ପଦକ ଦେଲେ ସଙ୍କେତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ପ୍ରଥମ ପଦକ । ଦେଶ ପାଇଁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ରୌପ୍ୟ ଜିତିଛନ୍ତି ସଙ୍କେତ ମହାଦେବ ସାଗର । ସେ ମୋଟ ୨୪୮ କେଜି ଓଜନ ଉଠାଇ ବର୍ମିଂହାମରେ ଭାରତର ଟେକ ରଖିଛନ୍ତି । ସେ ସ୍ନାଚରେ ୧୧୩ କେଜି ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ…
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟିଟି :
ଗୁଏନାକୁ ହରାଇଲା ଭାରତୀୟ ମହିଳା ଟିମ୍‌

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍‌ର ବିଜୟ ଧାରା ଜାରି ରହିଛି । ଅଭିଜ୍ଞ ମନିକା ବାତ୍ରାଙ୍କ ଟିଟି ଟିମ୍‌ ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌କୁ ମଧ୍ୟ ଏକତରଫା ଭାବେ ଜିତି ନେଇଛି । ତୃତୀୟ ମୁକାବିଲାରେ ଭାରତ ପ୍ରତିପକ୍ଷ ଗୁଏନାକୁ ୩-୦ରେ ପରାସ୍ତ…
Read More...