Monthly Archives

July 2022

ବୃନ୍ଦାବତୀ ଭତ୍ତା ପାଇବାରୁ ବଞ୍ଚିତ ଓ ସ୍ୱାମୀଙ୍କୁ ମିଳିନି ଅଧାର କାର୍ଡ, ପ୍ରଶାସନ ନୀରବ

ଖପ୍ରାଖୋଲ : ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାର ବହୁ ଯୋଜନା ଆଣିଛନ୍ତି । ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗାଁର ବୃଦ୍ଧା ବୃନ୍ଦାବତୀ ବେହେରା(୬୨) । ୨ବର୍ଷରୁ ଉଦ୍ଧ୍ୱର୍ ହେବ ଭତ୍ତା ପାଇଁ ଅନଲାଇନ ଆବେଦନ କରି ପଞ୍ଚାୟତ ଠାରୁ ଆରମ୍ଭ କରି…
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଡେଙ୍ଗୁ ସଚେତନତା ମାସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସଭା ଗୃହରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ସଚେତନତା ମାସ ପାଳନ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ଜିଲ୍ଲାରେ ପ୍ରତ୍ୟେକ ସ୍ତରରେ ଡେଙ୍ଗୁର ନିୟନ୍ତ୍ରଣ ଓ…
Read More...

ଚାରଥାକିଆ ରାସ୍ତା ନିର୍ମାଣରେ ମନ୍ଥରତା ନେଇ କଂଗ୍ରେସ ପକ୍ଷରୁ ରାସ୍ତାରୋକ

ସୁବର୍ଣ୍ଣପୁର: ଅନେକ ଦିନରୁ ମହାନଦୀ ବ୍ରିଜ୍‌ରୁ କୁଞ୍ଜଛକ ପର୍ଯ୍ୟନ୍ତ ଚାଲିଥିବା ଚାରଥାକିଆ ରାସ୍ତା ନିର୍ମାଣରେ ଅହେତୁକ ମନ୍ଥରତାକୁ ନେଇ ସୋନପୁର କଂଗ୍ରେସ ଦଳ ପକ୍ଷରୁ ଘୋର ପ୍ରତିବାଦ କରାଯାଇ ସ୍ଥାନୀୟ ବୀରସୁରେନ୍ଦ୍ର ସାଏ ଛକରେ ସକାଳ ୯ ଘଣ୍ଟା ରୁ ୧୧ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼

ପୁରୀ : ପୁରୀ ଜିଲ୍ଲାର କଣାସରେ ବୋମା ମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଣାସ ଗଡ଼ଖାରଦ ଗ୍ରାମରେ ବୋମା ମାଡ଼ । ରଘୁ ମାନ ସିଂହଙ୍କ ଘରେ ବୋମା ମାଡ଼ କଲେ ଦୁର୍ବୃତ୍ତ । ୭/୮ ଜଣ ଦୁର୍ବୃତ୍ତ ଆସି କଲେ ବୋମା ମାଡ଼ । ଘର ଗ୍ରୀଲ ଦେଇ କରାଯାଇଛି ବୋମା ମାଡ଼ । ଘଟଣା ସ୍ଥଳରେ ପହଞ୍ଚି…
Read More...

୨ ଟ୍ରକ୍ ମୁହାଁମୁହିଁ ଧକ୍କା,୨ ମୃତ

ନୂଆପଡ଼ା: ୩୫୩ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ୨ଟା ବେଳେ ନୂଆପଡ଼ା ଜିଲ୍ଲା କୋମନା ଥାନାର ତରବୋଡ଼ ଗାଁ ନିକଟରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହାଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ…
Read More...

ଶ୍ରୀ ସତ୍ୟସାଇ ସେବା ସଂଗଠନର ଅଖିଳ ଭାରତୀୟ ସଭାପତିଙ୍କ କନ୍ଧମାଳ ଜିଲ୍ଲା ଗସ୍ତ

ଫୁଲବାଣୀ : ସତ୍ୟସାଇ ସେବା ସଂଗଠନର ଅଖିଳ ଭାରତୀୟ ସଭାପତି ନିମିଶ ପାଣ୍ଡିଆ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ସେବା ସମିତିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କ ସହିତ ସଂଗଠନର ଜାତୀୟ ଆଧ୍ୟାତ୍ମିକ ସଂଯୋଜକ ମୁରଲୀ ଯଜୁ, ଜାତୀୟ ଆଦିବାସୀ ଉନ୍ନୟନ ନିର୍ବାହକ ଡିଏସ…
Read More...

କନ୍ଧମାଳର ବିକାଶ ନେଇ ସାଂସଦ ଓ ବିଧାୟକଙ୍କ ଆଲୋଚନା

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ବିକାଶ ନେଇ କନ୍ଧମାଳର ୩ ବିଧାୟକ ସାଲୁଗା ପ୍ରଧାନ, ଅଙ୍ଗଦ କହଁର ଓ ଚକ୍ରମଣି କହଁର ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଭେଟିଥିଲେ । କନ୍ଧମାଳର ସାମୂହିକ ଉନ୍ନୟନ ଓ ସ୍ୱାସ୍ଥ୍ୟର ବିକାଶ ନେଇ ବିଧାୟକମାନେ ସାଂସଦଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାର ବିଭିନ୍ନ…
Read More...

ପ୍ରେସ କ୍ଲବ୍‌ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଘୁ.ଉଦୟଗିରି: ଘୁ ଉଦୟଗିରି ବ୍ଲକ ଅଧିନରେ ଥିବା ଶିର୍କୀ ଘାଇ ନିକଟ ପାହାଡ଼ରେ ସ୍ଥାନୀୟ ପ୍ରେସ କ୍ଲବ୍‌ ଓ ବନ ବିଭାଗ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ବନ…
Read More...

ଧଣ୍ଡାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରରେ ରଙ୍ଗୋଲୀ ପ୍ରତିଯୋଗିତା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରରେ ରଙ୍ଗୋଲୀ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରୀଛାତ୍ରମାନେ ବିଭିନ୍ନ ରଙ୍ଗୋଲୀ ଝୋଟି ଆଙ୍କିଥିବା ବେଳେ ପ୍ରଥମରୁ ଚତୁର୍ଥ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ ।…
Read More...

ସୁସ୍ଥ ହେଲେ ଦେଶର ପ୍ରଥମ ମଙ୍କିପକ୍ସ ରୋଗୀ

ତିରୁଅନନ୍ତପୁରମ୍‌: କେରଳରେ ଚିହ୍ନଟ ହୋଇଥିବା ଦେଶର ପ୍ରଥମ ମଙ୍କିପକ୍ସ ରୋଗୀ ସୁସ୍ଥ ହୋଇଛନ୍ତି । ସେ ତିରୁଅନନ୍ତପୁରମର ସରକାରୀ ମେଡିକାଲ୍‌ କଲେଜ୍‌ରେ ଚିକିତ୍ସିତ ହେଉଥିଲେ । କେରଳର କୋଲାମ ଜିଲ୍ଲାର ୩୫ ବର୍ଷୀୟ ଏହି ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ସେ ଖୁବ୍‌ ଶୀଘ୍ର…
Read More...