Monthly Archives

August 2022

ସାଲୁଙ୍କି ନଦୀରୁ ଗଳିତ ଶବ ଉଦ୍ଧାର

ବୌଦ୍ଧ : ଆଜି ସାଲୁଙ୍କି ନଦୀ ରୁ ବଘିଆପଡା ପୁଲିସ ଏକ ଗଳିତ ଶବ ଉଦ୍ଧାର କରିଛି । ବୌଦ୍ଧ ବଘିଆପଡା ଫାଣ୍ଡି ଅନ୍ତର୍ଗତ ତିକରପଡା ପାଞ୍ଚୟାତ କୁରୁକୁଚ୍‌ ଗ୍ରାମ ସାଲୁଙ୍କି ନଦୀ କୂଳରୁ ଏକ ଗଳିତ ମୃତ ଦେହ ଉଦ୍ଧାର, ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନ ଭିନ ଆରମ୍ଭ କରୁଛି । ସୂଚନା ମୁତାବକ ଗତ
Read More...

ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବାଲିଗୁଡ଼ା: ଆଜି ପବିତ୍ର ଜନ୍ମାଷ୍ଟମୀ । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ । ଏହି ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜା କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଏ । ସେହିଭଳି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା
Read More...

ଜିଲ୍ଲା ବିଜେଡି ସଭାପତିଙ୍କ ନାଁରେ ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ, ସାଇବର ଥାନାରେ ଏତଲା

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ବିଜେଡି ସଭାପତିଙ୍କ ନାମରେ ହ୍ୱାଟସ ଆପ ମ୍ୟାସେଜ କରି ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ । ଏ ନେଇ ଆଜି ଫୁଲବାଣୀ ସାଇବର ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ । ସୂଚନା ଅନୁଯାୟୀ, ଡିପିରେ ସରୋଜଙ୍କ ଫଟୋ ଥିବା ଏକ ଫୋନରୁ କିଛି ଜଣାଶୁଣା
Read More...

ପୋଖରୀରେ ବୁଡ଼ି ଯୁବକଙ୍କର ମୃତ୍ୟୁ

ବାଲିଗୁଡ଼ା:ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍‌ ସିଆଙ୍ଗବାଲି ପଞ୍ଚାୟତର ରାକାତେଜୁ ଗ୍ରାମରେ । ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଅନକ ପ୍ରଧାନ(୧୮) ଆଜି
Read More...

ଘୁଞ୍ଚିଲା ଏଏସଓ ପରୀକ୍ଷା

ଭୁବନେଶ୍ୱର : ଏଏସଓ ପରୀକ୍ଷାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସାରା ରାଜ୍ୟରେ ବନ୍ୟାସ୍ଥିତି ସୃଷ୍ଟି ହୋଇଥିବାରୁ ଜନଜୀବନ ଠପ ହୋଇଯାଇଛି । ଏହାକୁ ଆଖି ଆଗରେ ରଖି ଆସନ୍ତା ରବିବାର ଦିନ ହେବାକୁ ଥିବା ଏଏସଓ ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଛି । ତେବେ ପରୀକ୍ଷା କେବେ ହେବ ସେନେଇ
Read More...

ପ୍ରଥମ ଦିନିକିଆ : ଟସ୍‌ ଜିଣିଲା ଭାରତ, ବ୍ୟାଟିଂ କରିବ ଜିମ୍ବାୱେ

ହାରାରେ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ । ଭାରତୀୟ ଅଧିନାୟକ କେ.ଏଲ୍‌ ରାହୁଲ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ୍‌ ଅପରାହ୍ନ ୧୨.୪୫ ରେ ଆରମ୍ଭ ହେବ
Read More...

ସୃଷ୍ଟି ହେଲା ଲଘୁଚାପ

ନୂଆଦିଲ୍ଲୀ: ଆଜି ଭୋର୍‌ ୫.୩୦ରେ ବାଂଲାଦେଶ ଓ ମିଆଁମାର୍‌ ଉପକୂଳ ଅନ୍ତର୍ଗତ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଉପରୋକ୍ତ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ
Read More...

ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାରା ରାଜ୍ୟରେ ବନ୍ୟାସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି । ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବିଶେଷକରି ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ବେଶ ପ୍ରଭାବିତ ହୋଇଛି । ଲୋକେ
Read More...

୬ ଦିନ ହେଲା ବିଚ୍ଛିନ୍ନ ହୋଇ ରହିଛି ସମ୍ବଲପୁର-ସୋନପୁର ସଡ଼କମାର୍ଗ

ସମ୍ବଲପୁର: ଗତ ଶନିବାର ଅଗଷ୍ଟ ୧୩ ମୋର ୫'ଟାରୁ ଲଗାଣ ବର୍ଷା ପରଠାରୁ ସ୍ଥାନୀୟ ମାଲତୀ ଯୋର ଉପରେ ନିର୍ମିତ ଗୁଣ୍ଡେରପୁର ଚେପଟି ପୋଲ ଉପରେ ଜଳପ୍ରବାହ ଯୋଗୁଁ ଯାତାୟାତ ବନ୍ଦ ରହିଛି । ଇତିମଧ୍ୟରେ ହୀରାକୁଦରୁ ୪୦ଟି ଗେଟ ଖୋଲି ବନ୍ୟାଜଳ ନିଷ୍କାସନ ଫଳରେ ବର୍ତ୍ତମାନ ସେଠାରେ ପାଞ୍ଚ ଫୁଟ
Read More...

ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଆଗେଇ ପାରୁନି ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା

ଜହ୍ନାପଙ୍କ :ରାସ୍ତା ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ରାସ୍ତା ଦ୍ୱାରା କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଆବଶ୍ୟକ କ୍ଷତିପୂରଣ ଦେଇନଥିବାରୁ ରାସ୍ତା ଆରମ୍ଭରୁ ବିବାଦ ଦେଖା ଦେଇଛି । ଏଭଳି ଏକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ବିରିଗଡ଼ ଗ୍ରାମ
Read More...