Monthly Archives

August 2022

ବାପା ନା ପିଶାଚ : ୪ ମାସର ଶିଶୁ କନ୍ୟାକୁ କଚାଡି ମାରିଲା

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନିକଟ ନାରାୟଣପ୍ରସାଦ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଏବଂ ନୃଶଂସ ଘଟଣା, ଯେଉଁଠି ଜନ୍ମ କଲା ବାପା ନିଜ ୪ ମାସର ନିଷ୍ପାପ ଶିଶୁ କନ୍ୟାକୁ ସିମେଣ୍ଟ କଂକ୍ରିଟ ଉପରେ କଚାଡି ମାରି ଦେଇଛି । କଶ୍ଟାମାଳ ଥାନାରେ ହୋଇଥିବା ରିପୋର୍ଟ ପ୍ରକାରେ
Read More...

ସରିଲା ୫-ଜି ସ୍ପେକ୍ଟ୍ରମ ନିଲାମି : ଜାଣନ୍ତୁ,କିଏ କିଣିଲା
ସର୍ବାଧିକ ସ୍ପେକ୍ଟ୍ରମ

ନୂଆଦିଲ୍ଲୀ : ସୋମବାର ସମାପ୍ତ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ସର୍ବାଧିକ ସ୍ପେକ୍ଟ୍ରମ କିଣିଛି ରିଲାଏନ୍ସ ଜିଓ । କମ୍ପାନି ପକ୍ଷରୁ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ ଖର୍ଦ୍ଦି କରାଯାଇଛି । କମ୍ପାନି ୭୦୦ ମେଗାହର୍ଜ, ୮୦୦ ମେଗାହଜ୍‌, ୧୮୦୦ ମେଗାହଜ୍‌, ୩୩୦୦ ମେଗାହଜ୍‌ ଓ ୨୬
Read More...

ସରିଲା ୫-ଜି ସ୍ପେକ୍ଟ୍ରମ ନିଲାମି : ଜାଣନ୍ତୁ,କିଏ କିଣିଲା
ସର୍ବାଧିକ ସ୍ପେକ୍ଟ୍ରମ

ନୂଆଦିଲ୍ଲୀ : ସୋମବାର ସମାପ୍ତ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ସର୍ବାଧିକ ସ୍ପେକ୍ଟ୍ରମ କିଣିଛି ରିଲାଏନ୍ସ ଜିଓ । କମ୍ପାନି ପକ୍ଷରୁ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ ଖର୍ଦ୍ଦି କରାଯାଇଛି । କମ୍ପାନି ୭୦୦ ମେଗାହର୍ଜ, ୮୦୦ ମେଗାହଜ୍‌, ୧୮୦୦ ମେଗାହଜ୍‌, ୩୩୦୦ ମେଗାହଜ୍‌ ଓ ୨୬
Read More...

ମୈତ୍ରୀ ବିଦ୍ୟୁତ୍‌ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୋଦୀ ଓ ଶେଖ ହସିନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା ମାସରେ ମିଳିତ ଭାବେ ୧୩୨୦ ମେଗାୱାଟ ବିଶିଷ୍ଟ ମୈତ୍ରୀ ସୁପର ଥର୍ମାଲ ପାୱାର ଷ୍ଟେସନର ଉଦ୍‌ଘାଟନ କରିବେ । ବାଂଲାଦେଶର ବୃହତମ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ଭାବରେ ପରିଚିତ ଏହି କୋଇଲା
Read More...

ବାଉଁଶୁଣୀଠାରେ ସମ୍ବଲପୁର ଦିନ୍‌ ମହାସମାରୋହରେ ପାଳିତ

ଜହ୍ନାପଙ୍କ: ବାଉଁଶୁଣୀ ତୁଳସୀ କଲ୍ୟାଣ ମଣ୍ଡପ ପରିସରରେ ଅପରାହ୍ନ ୫ ଘଂଟା ସମୟରେ ପଶ୍ଚିମାଂଚଳ ଏକତା ମଂଚ ଓ ବାଉଁଶୁଣୀ ସାଂସ୍କୃତିକ ପରିଷଦ ତରଫରୁ ସମ୍ବଲପୁରୀ ଦିନ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ କଂଟାମାଳ ବିଧାୟକ ମହିଧର ରଣା, ସମ୍ମାନୀତ ଅତିଥି ଭାବେ ବୌଦ୍ଧ
Read More...

ଅଭାବନୀୟ ଘଟଣା :
କରେଣ୍ଟ ଲାଗି ଚାଲିଗଲା ୧୦ କାଉଡିଆଙ୍କ ଜୀବନ

କୂଚ୍‌ବିହାର୍‌: ରବିବାର ବିଳମ୍ବିତ ରାତ୍ରରେ ପଶ୍ଚିମବଙ୍ଗର କୂଚ୍‌ବିହାର୍‌ ବାଟେ ଯାଉଥିବା ଗୋଟାଏ ପିକ୍‌ଅପ୍‌ ଭ୍ୟାନ୍‌ ବିଦ୍ୟୁତ୍‌ ପ୍ରବାହିତ ହେବାରୁ ପ୍ରାୟ ୧୦ଜଣ କାଉଡିଆଙ୍କର ମୃତ୍ୟୁ ଘଟିଛି । ୧୯ଜଣ ଆହତ ହୋଇଥିବା ପୁଲିସ କହିଛି । ଯାତ୍ରୀମାନଙ୍କୁ ନେଇ ଭ୍ୟାନ୍‌?ି ଜଲ୍‌ପେଶ ଅଭିମୁଖେ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର:ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ
Read More...

ସୁବର୍ଣ୍ଣପୁରରେ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ

ସୁବର୍ଣ୍ଣପୁର: ପଶ୍ଚିମ ଓଡିଶା ବାସୀଙ୍କ ବ୍ୟବହାରିକ କୋଶଲି ଭାଷା ହେଉଛି ପୃଥିବୀର ଶ୍ରେଷ୍ଠ ଭାଷାମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ଆଜି କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ସ୍ପଷ୍ଟ ମତ ଦେଇଥିଲେ । ପୌରାଣିକ, ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଏବଂ
Read More...

ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ:- ଫୁଲବାଣୀ ସଦର ମହକୁମାର ସ୍ଥାନୀୟ ଜ଼ିଲ୍ଲା କ୍ରୀଡା କାର୍ଯ୍ୟାଳୟ ଫୁଲବାଣୀଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧକ୍ଷ ବୀରେନ୍ଦ୍ର କଁହର, ଓଲିଉଡ ଅଭିନେତା ବା ଗାୟକ
Read More...

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ :
୧୦ରୁ ଅଧିକ ଜୀବନ୍ତଦଗ୍ଧ,ସଂଖ୍ୟାଧିକ ଗୁରୁତର

ଭୋପାଳ,୧/୮ : ମଧ୍ୟ ପ୍ରଦେଶର ଜବଲପୁର ସହରରେ ନ୍ୟୁ ଲାଇଫ୍‌ ସ୍ପେସିଆଲିଟି ହସ୍ପିଟାଲରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରାଥମିକ ରିପୋର୍ଟରୁ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିôବା ଜଣାପଡ଼ିଛି । ସଂଖ୍ୟାଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଅତି
Read More...