Monthly Archives

September 2022

ଚଣ୍ଡିଗଡରେ ପହଞ୍ଚିଲେ ଉମେଶ ଯାଦବ, ୪୩ ମାସ ପରେ ଖେଳିପାରନ୍ତି ଟି-୨୦ ମ୍ୟାଚ୍‌

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ଅଷ୍ର୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ କରାଯାଇପାରେ ବୋଲି ଆଶା କରାଯାଉଛି । ଯାଦାବ ରବିବାର
Read More...

ପୁରୀ ବ୍ଲୁ ଫ୍ଲାଗ ବିଚରେ ଜଲୱା ଦେଖାଇଲେ ସୂର୍ଯ୍ୟକିରଣ ଟିମ୍‌

ପୁରୀ : ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଆଜି ପୁଣି ବାୟୁବୀରମାନେ ଜଲ୍‌ୱା ଦେଖାଇଛନ୍ତି । ଭାରତୀୟ ବାୟୁ ସେନା ପକ୍ଷରୁ ପୁରୀରେ ଆଜି "ଏୟାର ଶୋ’ ଆୟୋଜିତ କରାଯାଇଥିଲା । ଗତକାଲି ସୂର୍ଯ୍ୟକିରଣ ଟିମ୍‌ ପୁରୀ ଆକାଶରେ ରିହର୍ସଲ୍‌ କରିଥିବା ବେଳେ ଆଜି "ଏୟାର ଶୋ’ ହୋଇଥିଲା । ସକାଳୁ ପୁରୀରେ ଝିପି
Read More...

ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟର ଚିଫ ଜଷ୍ଟିସ ପୁରୀ ଆସି ଶ୍ରୀଜୀଉଙ୍କ ଆର୍ଶୀବାଦ ନେଇଛନ୍ତି । ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ପୁରୀରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଖଣ୍ଡୁଆ ପାଟ ଦେଇ ସେବାୟତମାନେ ସ୍ୱାଗତ କରିଥଲେ । ମୁଖ୍ୟ ବିଚାରପତି ୟୁ ୟୁ ଲଳିତ ତାଙ୍କ ସହଧର୍ମିଣି ଅମିତା ଉଦୟ
Read More...

ପୁରୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱକର୍ମା ପୂଜା

ପୁରୀ : ପୁରୀରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏଥିପାଇଁ ପୂଜା ମଣ୍ଡପ ଗୁଡ଼ିକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଥିଲା । ହୋମାଦି ପୂଜାର୍ଚ୍ଚନା ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ,
Read More...

ଭାରସାମ୍ୟ ହରାଇ ଖାଲକୁ ଖସିଲା ପିକଅପ୍‌ ଭ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର,ହେଲ୍ପର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା କାର୍ମେଲ୍‌ ସ୍କୁଲ୍‌ ନିକଟସ୍ଥ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳ ଗାଡ଼ିରେ ଥିବା ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳେ ଏକ
Read More...

ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ

ପୁରୀ : ପୁରୀ ସମୁଦ୍ର ବେଳାଭୂମି କୁ ସାମୁହିକ ସଫେଇ କରାଯାଇ ଆନ୍ତର୍ଜାତୀୟ ବେଳାଭୂମି ଦିବସ ପାଳନ କରାଯାଇଛି । ଜିଲ୍ଲା ପ୍ରଶାସନ, ୬ ବାଟାଲିୟନ, ପୁରୀ ପୌରପାଳିକା,ଏନସିସି କ୍ୟାଡେଟ, ବ୍ୟବସାୟୀ, ହୋଟେଲ ସଂଘର କର୍ମକମର୍ତ୍ତା, ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଏହି ସଫେଇ
Read More...

କଳିଙ୍ଗା ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଘୁ ଉଦୟଗିରି : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରେ ଅବସ୍ଥିତ ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ପଣ୍ଡା ଉପସ୍ଥିତିରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ
Read More...

ଅଳ୍ପକେ ବର୍ତ୍ତିଲା ଗୁଡ଼ ବୋଝେଇ ଟ୍ରକ

ଘୁ ଉଦୟଗିରି: ସ୍ଥାନୀୟ କଳିଙ୍ଗା ଘାଟିରେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଏକ ଗୁଡ଼ ବୋଝେଇ ଟ୍ରକ । ସୂଚନା ଅନୁସାରେ ଓଡି ୦୨ବିଜେ ୭୬୩୧ ନମ୍ୱର୍‌ ଏକ ଆଇଚର ଟ୍ରକ ନବରଙ୍ଗପୁରଠାରୁ ବ୍ରହ୍ମପୁର ଗୁଡ଼ ନେଇ ଯାଉଥିବା ବେଳେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଗାଡ଼ିର ଡ୍ରମ ଜାମ୍‌
Read More...

ପୁରୁଣାକଟକ ଠାରେ ମା’ ଭୈରବୀଙ୍କ ଷୋଳପୂଜା ଆରମ୍ଭ

ହରଭଙ୍ଗା: ପୁରୁଣା କଟକ ସ୍ଥିତ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଳପୂଜା ।ଶନିବାର ମାଙ୍କ ପାଟଖଣ୍ଡା ଓ ବିଜୟ ପ୍ରତୀମାକୁ ନେଇ ପୁରୁଣା କଟକ ସହର ପରିକ୍ରମା କରାଯାଇଥିଲା । ଅଞ୍ଚଳର ଶହଶହ ଭକ୍ତଙ୍କ ଗହଣରେ ଢୋଲ, ନିଶାନ, ମହୁରୀ, ଘଣ୍ଟଘଣ୍ଟି,
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଭାଜପା ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ସମ୍ବଲପୁର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟିର ସମ୍ବଲପୁର ଜିଲ୍ଲା କେନ୍ଦ୍ର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟତଃ ପାର୍ଟିର କର୍ମକର୍ତ୍ତା ଓ ସଭ୍ୟସଭ୍ୟାମାନେ ରକ୍ତଦାନ କରିଥିଲେ । ସମ୍ବଲପୁର ଜିଲ୍ଲା ସଦର
Read More...