Monthly Archives

September 2022

ଗୋଶାଣି ବ୍ଳକରେ ଡାକ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସମ୍ମିଳନୀ କକ୍ଷ ଠାରେ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଡାକ ମେଳାରେ ଭବାନୀ ପ୍ରସାଦ ପାଢ଼ୀ ରାୟଗଡା ଜିଲ୍ଲା ଡାକ ବିଭାଗର ସୁପରିଟେଣ୍ଡେଟ ଅଫିସର, ରବିନ କୁମାର ପାଣିଗ୍ରାହୀ ପାରଳାଖେମୁଣ୍ଡି ଡାକ ବିଭାଗ
Read More...

ସୋନାଲି ହତ୍ୟାକାଣ୍ଡ ଘଟଣା, ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କଲା ପୋଲିସ

ଦଶପଲ୍ଲା : ଗତ ମଙ୍ଗଳବାର ଦିନ ଅପରାହ୍ନ ସମୟରେ ସୋନାଲିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିବା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଓ ମାମୁଁ ଶ୍ୱଶୁର ଫେରାର ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଓଡ଼ଗାଁ ଦଲକ ରୋଡ଼ସ୍ଥିତ ଦେବାଶିଷ
Read More...

ଦଳ ଛାଡିବାକୁ ସଂକେତ ଦେଲେ କଂଗ୍ରେସର ଏହି ବରିଷ୍ଠ ନେତା

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ନିକଟରେ ଦଳ ଛାଡିଥିଲେ । ବର୍ତ୍ତମାନ ଜାମ୍ମୁ କାଶ୍ମୀର କଂଗ୍ରେସକୁ ରେ ଆଉ ଏକବଡ ଝଟକା ଲାଗିପାରେ । ମହାରାଜା ହରି ସିଂଙ୍କ ପୁଅ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କରଣ ସିଂ ମଧ୍ୟ କଂଗ୍ରେସ ଛାଡିବାକୁ ସଂକେତ ଦେଇଛନ୍ତି । ସେ
Read More...

ପଞ୍ଚାୟତ ସମିତି ସାଧାରଣ ଅଧିବେଶନକୁ ସାମ୍ବାଦିକଙ୍କୁ ମନା !

ଦଶପଲ୍ଲା : ପଞ୍ଚାୟତ ସମିତି ସାଧାରଣ ଅଧିବେଶନକୁ ସାମ୍ବାଦିକଙ୍କୁ ମନା । ସମିତି ବୈଠକକୁ ଡାକି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସମ୍ମାନୀତ କଲେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକ । ସୂଚନା ଅନୁଯାୟୀ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଇଥିଲା ।
Read More...

ଭୁବନେଶ୍ୱର ଆକାଶରେ ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’

ଭୁବନେଶ୍ୱର: ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ଯ୍ୟକିରଣ’ ଟିମ୍‌ । ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ । ଏଥିନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ ।ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ,
Read More...

ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ହେଲେ ମାର୍କ ବାଉଚର

ମୁମ୍ବାଇ : ଆଇପିଏଲର ଆଗାମୀ ସିଜିନ ପାଇଁ ଦକ୍ଷିଣ ଆଫ୍ରିକାର ପୂର୍ବତନ ୱିକେଟ୍‌ କିପର ମାର୍କ ବଉଚର୍‌ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି । ନିକଟରେ ବାଉଚର ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର କୋଚିଂ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ବାଉଚର
Read More...

ଭୁଶୁଡ଼ିଲା କାନ୍ଥ, ୯ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କ ଜୀବନ ଯାଇଛି। ସେହିପରି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି।ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ୨୪
Read More...

ତାଗିଦ ନମାନିବା ମହଙ୍ଗା ପଡ଼ିଲା, ଭାଙ୍ଗିଲା କିଶୋର ଭାଇନା ମଟନ ହୋଟେଲ

ଭୁବନେଶ୍ୱର: ତାଗିଦ ନମାନିବା ମହଙ୍ଗା ପଡ଼ିଲା । ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ମଟନ ଦୋକାନକୁ ଭାଙ୍ଗି ଦିଆଯାଇଛି । ବିଏମସି ପକ୍ଷରୁ ବୁଲଡୋଜର ଲଗାଇ ଉକ୍ତ ହୋଟେଲକୁ ଭାଙ୍ଗି ଦିଆଯାଇଛି । ଭୁବନେଶ୍ୱରରେ ପରିଚିତ କିଶୋର ଭାଇନାଙ୍କ ମାଂସ
Read More...

ମୃତକ ଧନମତି ବାରିକଙ୍କ ପରିବାର ହରିଶ୍ଚନ୍ଦ୍ର ସହାୟତାରୁ ବଞ୍ଚିତ ଅଭିଯୋଗ

ଖପ୍ରାଖୋଲ,୧୬/୯: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ଗ୍ରାମର ଧନମତି ବାରିକଙ୍କ ଗତ ଅପ୍ରେଲ ୧୫ ତାରିଖରେ ଦେହାନ୍ତ ହୋଇଥିଲା । ତାଙ୍କ ପରିବାର ଏକ ଗରିବ ପରିବାର ହୋଇଥିବାରୁ ତାଙ୍କର ଶୁଦ୍ଧିକ୍ରିୟା କରିବା ପାଇଁ ପରିବାର ଲୋକେ
Read More...

ରଦ୍ଦ ହେଲା ମାଲକାନଗିରି ଜିଲ୍ଲାର ଓଟିଇଟି ପରୀକ୍ଷା

ମାଲକାନଗିରି: ରଦ୍ଦ ହେଲା ମାଲକାନଗିରି ଜିଲ୍ଲାର ଓଟିଇଟି ପରୀକ୍ଷା । ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବାପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏନେଇ ଖୋଳତାଡ଼ ଆରମ୍ଭ କରିଥିଲେ। ପରେ ତଦନ୍ତ ରିପୋର୍ଟ ରାଜ୍ୟ
Read More...