Monthly Archives

September 2022

ଉଡ଼ାଣ ପୂର୍ବରୁ ବିମାନରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଆଜି ଏକ ବିମାନ ଉଡ଼ାଣ ପୂର୍ବରୁ ସେଥିରେ ନିଆଁ ଲାଗିଯାଇଥିଲା । ତେବେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ । ମସ୍କଟରୁ କୋଚିନ ଆସିବାକୁ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏହି ଦୁର୍ଘଟଣା ଘଟିଛି । ଧୂଆଁ ବାହାରିବା ପରେ ବିମାନ ଉଡାଣ ବାତିଲ କରାଯାଇଛି । ଉଡାଣ ୩
Read More...

ଲିଫ୍ଟ ଭୁଶୁଡ଼ି ୮ ଶ୍ରମିକ ମୃତ

ଅହମ୍ମଦାବାଦ : ଅହମ୍ମଦାବାଦରେ ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସର ସୂଚନା ମୁତାବକ ସମସ୍ତ ମୃତକ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏହି ଦୁର୍ଘଟଣା ଆଜି ସକାଳେ ଏଠାରେ କୋଠାର କାମ ଚାଲୁଥିବା ବେଳେ ଶ୍ରମିକମାନେ ଲିଫ୍ଟ ସହାୟତାରେ
Read More...

ଭାରତ ଯୋଡେ଼ା ସମୟରେ କଂଗ୍ରେସକୁ ଶକ୍ତ ଝଟ୍‌କା :
ହାତ ଛାଡ଼ି ପଦ୍ମ ଧରିଲେ ୮ ବିଧାୟକ

ପାଣାଜୀ,୧୪/୯ : ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ସ୍ଥିତି ଦିନକୁ ଦିନ ଆହୁରି ଶୋଚନୀୟ ହେବାରେ ଲାଗିଛି । ଏକଦା ବହୁ ବର୍ଷ ଧରି ଦଳ ଅଧାରୁ ଅଧିକ ରାଜ୍ୟରେ ଶାସନ କରୁଥିଲା ବେଳେ ଆଜି ଏହା ହାତ ଗଣତି ରାଜ୍ୟରେ ସରକାରରେ ଅଛି । ଦୃଢ ନେତୃତ୍ୱର ଅଭାବ,ଅନ୍ତଃକନ୍ଦଳ ଓ କ୍ଷମତା
Read More...

ସୁବର୍ଣ୍ଣପୁରରେ ଥିବା ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସୁବର୍ଣ୍ଣପୁର : ସଦର ମହକୁମାରେ ରହିଥିବା ରାଜବାଟୀ, ଶଶିସେଣା ସ୍ମୃତିପୀଠ,(ନିମୁହିଁ ମନ୍ଦିର),ଦିଲବାହାଲପୁର ଜଙ୍ଗଲଠାରେ ରହିଥିବା ବୁଢାରାଜା କୋଠି, ଅର୍ଜୁନପୁର ଜଙ୍ଗଲ ମଧ୍ୟରେ ରହିଥିବା ରାଜାକୋଠି ଏବଂ ଛୀନଛାନ୍‌ ଡୁଙ୍ଗୁରି ଇତ୍ୟାଦି ଐତିହାସିକସ୍ଥଳୀ ସବୁକୁ ଐତିହ୍ୟ ସ୍ଥଳୀର ମାନ୍ୟତା ସହ
Read More...

ବାଲନ୍ଦାପଡାରେ ପୋଷଣ ମାସ–୨୦୨୨ ପାଳିତ

ଫୁଲବାଣୀ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ କନ୍ଧମାଳ ଓ ଆର୍ନ୍ତଜାତୀୟ ଅନୁଷ୍ଠାନ କ୍ରାଏ, କୋଲକତାଙ୍କ ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ଅପହଞ୍ଚ ଅଞ୍ଚଳ କୁହାଯାଉଥିବା ବାଲନ୍ଦାପଡା ଠାରେ ଆଞ୍ଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି । ଏହା ସହ
Read More...

ମହାରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ : ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଆସନ୍ତା ୧୯ ତାରିଖରେ ଶେଷକୃତ୍ୟ ହେବ । ସେଥିରେ ତାଙ୍କ ପରିବାର ସମେତ ରାଜନେତା ଏବଂ ବିଶ୍ୱ ନେତୃବୃନ୍ଦ ଯୋଗଦେବେ । ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନ ଗସ୍ତ
Read More...

ଅକ୍ଷୟ ହେଲେ କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡି ବ୍ଲକ ପ୍ରତିନିଧି

ବାଲିଗୁଡ଼ା: କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି ଅକ୍ଷୟ କୁମାର ନାୟକଙ୍କୁ ଚୟନ କରି ବ୍ଲକର ଦାୟିତ୍ୱ ଦିଆଯାଇଛି । କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ପତ୍ର ସଂଖ୍ୟା ୪୦/୨୨ ରେ ଅଗଷ୍ଟ ମାସ ୯ତାରିଖରେ ଚିଠି ପ୍ରେରଣ କରାଯାଇଥିବା ବେଳେ ବୁଧବାର ଦିନ
Read More...

ଆଇଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ ଅଫିସରସ୍ତରରେ ଏକ ଅଦଳବଦଳ କରିଛନ୍ତି । ଦୀର୍ଘଦିନ ଧରି ଅତିରିକ୍ତ ଦାୟିତ୍ୱରେ ଚାଲୁଥିବା ସ୍ୱାସ୍ଥ୍ୟ ବିଭାଗକୁ ଏବେ ଫୁଲଟାଇମ୍ ସଚିବ ମିଳିଛି । ଏନଏଚଏମ୍ ନିର୍ଦ୍ଦେଶିକା ତଥା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ
Read More...

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୨୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ରୋହିତ କହଁରକୁ ଦୋଷୀ
Read More...

କରଡିରୁ ୧୦୦ ବ୍ୟାଞ୍ଜନ ପ୍ରସ୍ତୁତ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପାଇଁ ଏସ୍‌ଆଇଏଚ୍‌ଏମ୍‌ରେ ପ୍ରଦର୍ଶନୀ

ବଲାଙ୍ଗୀର : ଗଜା ବାଉଁଶରୁ କରଡି ଓ ହେଣୁଆ ତିଆରି ହୁଏ । କରଡିରୁ ବଲାଙ୍ଗୀର ସ୍ଥିତ ଷ୍ଟେଟ୍‌ ହୋଟେଲ ଓ ମାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ୧୦୦ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପାଇଁ ମଙ୍ଗଳବାର ଦିନ ଏସ୍‌
Read More...