Monthly Archives

October 2022

ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ଶାସକ ଦଳ ତରଫରୁ ଅସାଧୁ ଉପାୟରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ନେଇ  ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ବିଜେପି
Read More...

ବିଡ଼ିଓଙ୍କ ନିର୍ଦ୍ଦେଶ ପରେ ମଧ୍ୟ ମିଳିନାହିଁ ହରିଶ୍ଚନ୍ଦ୍ର ଯୋଜନା

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଳି ପଞ୍ଚାୟତ ଅନ୍ତର୍ଗତ ଓଡ଼ିଆପାଳି ଗାଁର ବୃଦ୍ଧା ମହିଳା ସୁରୁ ବନଗୁଲା ଏକ ଅସହାୟ ଓ ବୃଦ୍ଧା ମହିଳା । ତାଙ୍କର ପୁଅ ଦେହାନ୍ତ ହେବା ଓ ପୁତ୍ରବଧୂ ମାନସିକ ରୋଗୀ ହୋଇଥିବାରୁ ସେ ତାଙ୍କ ବାପାଙ୍କ ଘରେ ରହୁଥିବା ବେଳେ ତାଙ୍କ ନିଜ ଘରେ
Read More...

ବୌଦ୍ଧ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

ଜହ୍ନାପଙ୍କ,୨୬/୧୦:- ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମପଞ୍ଚାୟତ ଅଧିନସ୍ଥ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ ତେଲିବନ୍ଧ ଠାରେ ବୌଦ୍ଧ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନ ଉଦଘାଟନ କରିଥିବାବେଳେ ସିଆରସିସି
Read More...

ଯାତାୟାତରେ ଅସୁବିଧା ହେଉଥିବାରୁ ଗାଁ ରାସ୍ତା ସଫା କଲେ ଗ୍ରାମବାସୀ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରରେ ପୋଢ଼ମୁଣ୍ଡ ଗାଁ ଥାଇ ମଧ୍ୟ ଦୀପ ତଳେ ଅନ୍ଧାର ଭଳି ବହୁ ଅସୁବିଧାରେ ଅଛନ୍ତି । ସୂଚନା ମୁତାବକ, ଗାଁ କୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ, ଛୋଟ ଛୋଟ ପିଲାମାନେ ସ୍କୁଲ ଗଲା ବେଳେ ଦୁର୍ଘଟଣା
Read More...

ପୋଲିସ ଚଢଉ: ଟଙ୍କା ସହ ୬ ଜୁଆଡି ଗିରଫ

ପାଟଣାଗଡ: ପାଟଣାଗଡ଼ ଥାନା ଭଇଷାଁ ଗ୍ରାମର ୬ ଜଣ ପେଷାଦାର ଯୁଆଡିକୁ ପୁଲିସ ଗିରଫ କରିବାସହ ସେମାନଙ୍କ ଠାରୁ ନଗଦ ୧୨ ଟଙ୍କା ଓ ଦୁଇଟି ମୋବାଇଲ ସହ ଏକ ପକେଟ୍‌ ତାସ ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ଭଇଷାଁ ଗ୍ରାମର ଅଜୟ ତୁମୁନିଆ, ଗୋବିନ୍ଦ ବିସୋଇ, ନରେନ୍ଦ୍ର ଷାଣ୍ଡ, ପଦ୍ମଲୋଚନ ନାଗ,
Read More...

ଏସଓଜିର ଦମଦାର ବିଜୟ, ପ୍ରେସ ଇଲେଭେନ ପରାସ୍ତ

ଫୁଲବାଣୀ: ଫୁଲବାଣୀ ସ୍ଥିତ ରିଜର୍ଭ ପଡ଼ିଆଠାରେ ସପ୍ତମ ସହୀଦ ସ୍ମୃତି ଉେଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ଟୋଣ୍ଟି ଟୋଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ବଛା ବଛା ୧୬ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିବା ବେଳେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଗ୍ରାଉଣ୍ଡ ୧ରେ ଏସଓଜି ଇଲେଭେନ ଓ
Read More...

ଗାଁ କୁ ନାହିଁ ରାସ୍ତା,ଯାଇପାରିଲାନି ଆମ୍ବୁଲାନ୍ସ , ଖଟିଆରେ ୩ କିଲୋମିଟର ବୁହାହେଲେ ରୋଗୀ

ଦଶପଲ୍ଲା,୨୬/୧୦ : - ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତରେ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା । ବହୁ କଷ୍ଟରେ ଉକ୍ତ ପଞ୍ଚାୟତ ଅଧୀନ କୋଶଳାଙ୍ଗ ଗ୍ରାମର ଫକୀର ପ୍ରଧାନଙ୍କୁ ଏକ
Read More...

ହେତୁବାଦି ସମାଜ ବିରୋଧରେ ଥାନାରେ ଏତଲା

ପୁରୀ : ହେତୁବାଦି ସମାଜ ବିରୋଧରେ ଥାନାରେ ଏତଲା । ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଗତକାଲି ସୂର୍ଯ୍ୟପରାଗ ସମୟରେ ହେତୁବାଦି ସମାଜ ହିନ୍ଦୁ ଧର୍ମ,ପରମ୍ପରାକୁ ନିନ୍ଦା ଓ ଅପମାନିତ କରିଥିବାରୁ ଏହାକୁ ନେଇ ସମଗ୍ର ବ୍ରାହ୍ମଣ ସମାଜ ମର୍ମାହତ ଥିବା
Read More...

ଧାମନଗର ଉପ-ନିର୍ବାଚନ: ୩୧ ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଧାମନଗରରେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ
Read More...

ବଜାରରେ ଖୁଲମ୍‌ଖୁଲା ବିକ୍ରି ହେଉଛି ଜଙ୍ଗଲୀ ମାଂସ

ଦଶପଲ୍ଲା : ଏବେ ଧାନ ବାହାରିବା ସମୟ । ଦଶପଲ୍ଲା ପଶ୍ଚିମାଞ୍ଚଳର ପାହାଡି ଅଂଚଳରେ ଥିବା ଧାନ କ୍ଷେତରେ ଏବେ ଜଂଗଲି ଜନ୍ତୁଙ୍କୁ ଅବାଧ ପ୍ରବେଶ । ଏହାର ସୁଯୋଗ ନେଇ ବନ୍ୟଜନ୍ତୁ ଶିକାରୀ ଓ ମାଫିଆ ମାନେ ସକ୍ରୀୟ । ପ୍ରତିଦିନ ଶିକାରୀଙ୍କ ବମ୍‌, ଗୁଳି, ଫାସ ଓ ଉଚ୍ଚଶକ୍ତି ସଂପର୍ଣ୍ଣ ବିଦ୍ୟୁତ
Read More...