Monthly Archives

November 2022

ଚାଷୀଙ୍କ ପାଇଁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ କେବେ ?

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗୁରୁପଡା ପଦାସାହିରେ ଚାଷୀଙ୍କ ସୁବିଧା ନିମନ୍ତେ ସରକାରଙ୍କ ତରଫରୁ ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ଉଠା ଜଳସେଚନ ତଥା ଲିଫ୍ଟ ମାଧ୍ୟମରେ ଯୋଗାଇ ଦିଆଯାଇଛି ସତ କିନ୍ତୁ ନିର୍ମାଣ ହେବାର ଆଠ ମାସ ବିତିଯାଇଥିଲେ ସୁଦ୍ଧା ଚାଷ
Read More...

ବିଡିସିସି ଅଧକ୍ଷ ନିର୍ବାଚନ : ସ୍ମାରକ ମିଶ୍ର ବାଜି ମାରିଲେ

ବଲାଙ୍ଗୀର: ବଲାଙ୍ଗୀର କେନ୍ଦ୍ରୀ ସମବାୟ ବ୍ୟାଙ୍କ୍‌ ଅଧକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ସ୍ମାରକ ମିଶ୍ର ବିଜୟୀ ହୋଇଛନ୍ତି । ଅର୍ଦ୍ଧାଧିକ ବିଜେଡି ସମର୍ଥୀତ ନିର୍ଦ୍ଦେଶକ ଥିଲେ ସୁଦ୍ଧା ବିଜେଡି ଗଣିତ ବିଗାଡି ଦେଲେ ସ୍ମାରକ । ବଲାଙ୍ଗୀର ଓ ସୋନପୁର ଜିଲ୍ଲାକୁ ନେଇ ଗଠିତ ସମବାୟ
Read More...

୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦୀ

ନୂଆଦିଲ୍ଳୀ: ଯୁବପିଢ଼ିଙ୍କୁ ଦେଶର ସବୁଠାରୁ ବଡ଼ ବଳ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଲକ୍ଷ କର୍ମୀଙ୍କ ପାଇଁ ‘ରୋଜଗାର ମେଳା’ ଅଭିଯାନରେ ମଙ୍ଗଳବାର ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦ‌ାନ କରିଛନ୍ତି। ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ‌ମୋଦୀ ଆହୁରି ବି
Read More...

ଧାନଗଦାରେ ନିଆଁ ଲାଗି ଆଠ ଏକରର ଫସଲ ନଷ୍ଟ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ଅନ୍ତର୍ଗତ ହିରିଲ୍ୟାଗୁଡା ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଧାନ ଖଳାରେ ନିଆଁ ଲାଗି ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଛି ୮ ଏକର ଜମିର ଧାନ ଫସଲ । ସୂଚନା ମୁତାବକ ହିର୍ଲ୍ୟାଗୁଡା ଗ୍ରାମର ଧର୍ମା ବିଷୋୟୀଙ୍କ ଦୁଇ
Read More...

ନବରଙ୍ଗପୁରରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

ନବରଙ୍ଗପୁର : ଭାରତ ସ୍ୱାଧିନତା ସଂଗ୍ରାମ ଇତିହାସରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଅଗ୍ରଣୀ ବୀର ସ୍ୱାଧିନତା ସଂଗ୍ରାମୀଙ୍କ ମଧ୍ୟରେ ସହୀଦ ଲକ୍ଷ୍ମଣ ନାୟକ ଅନ୍ୟତମ । ନିଜର ମା ମାଟି, ଦେଶର ସ୍ୱାଧିନତା ପାଇଁ ମହାତ୍ମା ଗାନ୍ଧୀଙ୍କ କର ବା ମାର ଡାକରାରେ ଉଦବୁଦ୍ଧ ହୋଇ ଇଂରେଜ ସରକାର ବିରୁଦ୍ଧରେ
Read More...

ନୟାଗଡ଼ ରାଜନୀତିରେ ରାଣୀ-ଇରାନୀ ଲଢେଇ !

ଦଶପଲ୍ଲା : କୁହାଯାଏ ରାଜନୀତିରେ ସବୁକିଛି ସମ୍ଭବ । ନୟାଗଡ ଜିଲ୍ଳାରେ ରାଜନୀତି ଘଡିକେ ଘୋଡା ଛୁଟୁଛି । ବିଜେଡି, ବିଜେପି, କଂଗ୍ରେସ ମଧ୍ୟରେ ରାଜନୈତିକ ଛକାପଞ୍ଝାକୁ ନେଇ ରାଜନୈତିକ ମହଲରେ ବେଶ୍‌ ଆଲୋଚନା ହେଉଛି । ଗୋଟିଏ ପଟେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ରାଜନୈତିକ ପତିଆରାକୁ ନେଇ
Read More...

ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା

ସମ୍ବଲପୁର : ଓଡ଼ିଶାର ପଶ୍ଚିମାଞ୍ଚଳର ଭାଷା ସାହିତ୍ୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଚଳ ଭାବେ ପରିଗଣିତ ବୌଦ୍ଧ ଏବଂ ନୂଆପଡା ଜିଲ୍ଲାକୁ ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ ଅଧିନକୁ ଆଣିବା ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିବାରୁ ଅଂଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି ।
Read More...

ଓଜେଏସ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସାଧକଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାମ ନଗର ହାଇଟେକ ପ୍ଲାଜାରେ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ) ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ନୂଆଗଡ଼ ବ୍ଳକ ଗୋଲୀ ଗ୍ରାମର ସାଧକ କାର୍ଜିଙ୍କୁ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ
Read More...

କଂଗ୍ରେସ କାଉନସିଲରଙ୍କୁ ଏନଏସି ପକ୍ଷରୁ ଅଣଦେଖା ଅଭିଯୋଗ, ଅଫିସ ଆଗରେ ଧାରଣା ଦେଲେ

ବାଲିଗୁଡ଼ା : ଦୁଇ କଂଗ୍ରେସ କାଉସିଲରଙ୍କୁ ଏନ୍‌ଏସି ପକ୍ଷରୁ ଅଣଦେଖା ଅଭିଯୋଗ । ନ୍ୟାୟ ଦାବିରେ ୭ଦଫା ଦାବି ନେଇ ଏନ୍‌ଏସି କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଛନ୍ତି ଦୁଇ କାଉନସିଲର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିରେ । ସୂଚନା ପ୍ରକାରେ
Read More...

ବେଙ୍ଗଲ ମାଷ୍ଟର୍ସ ଆଥେଲଟକ୍ସ ଆସୋସିଏସନ ପ୍ରତିଯୋଗିତାରେ କିଶୋର ଚନ୍ଦ୍ର ରଥଙ୍କ ସଫଳତା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର କ୍ରୀଡ଼ାବିତ କିଶୋର ଚନ୍ଦ୍ର ରଥ ବେଙ୍ଗଲ ମାଷ୍ଟର୍ସ ଆଥେଲେଟକ୍ସ ଆସୋସିଏସନ ଦ୍ୱାରା ମୋଗେଲ ଜିଲ୍ଲାର ଚିନ୍‌ ଚୁରା ମଇଦାନରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ତାମ୍ର ପଦକ ହାସଲ କରି ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ
Read More...