Monthly Archives

November 2022

ସୁବର୍ଣ୍ଣ ଜଯନ୍ତୀ ଉପଲକ୍ଷେ ପାରମ୍ପାରିକ ଝୋଟି ଓ ପିଠା ପ୍ରତିଯୋଗୀତା

ନବରଙ୍ଗପୁର : ନବରଙ୍ଗପୁର କଲେଜର ୫୦ତମ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଝୋଟି ଓ ପିଠା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର କଲେଜ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରାତନ ଛାତ୍ରୀ ମାନେ ଅଂଶ ଗ୍ରହଣ କରି
Read More...

କଳାବ୍ୟାଜ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ

ଫୁଲବାଣୀ: ରାଜ୍ୟ ନେତୃମଣ୍ଡଳୀଙ୍କ ଆହ୍ୱାନ କ୍ରମେ କନ୍ଧମାଳ ଜ଼ିଲ୍ଳାର ବ୍ଲକଠାରୁ ଆରମ୍ଭ କରି ସଦରମହାକୁମା ତଥା ଜିଲ୍ଳା ଭିତରେ ଥିବା ସରକାରୀ ଦପ୍ତରରେ ବିଭିନ୍ନ ବିଭାଗର ସବୁ ବର୍ଗର ଆଉଟସୋର୍ସିଂ କର୍ମଚାରୀ ଶାନ୍ତିଶୃଙ୍ଖଳାର ସହ ତା.୧୪.୧୧. ୨୦୨୨ରିଖ ଠାରୁ ସୁଚାରୁରୂପେ କଳାବ୍ୟାଜ ପରିଧାନ
Read More...

ନିସ୍ନାହାଣ୍ଡି ଗ୍ରାମରେ ବିଶ୍ୱ ପାଇଖାନା ଦିବସ ପାଳିତ

ନନ୍ଦାହାଣ୍ଡି:ପରିମଳ ବିଭାଗ ନନ୍ଦାହାଣ୍ଡି ତରଫରୁ ୧୯ ନଭେମ୍ବର ବିଶ୍ୱ ପାଇଖାନା ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ନନ୍ଦାହାଣ୍ଡି ବ୍ଲକ ନିସ୍ନାହାଣ୍ଡି ପଞ୍ଚାୟତ ସଦର ଗ୍ରାମରେ ସ୍ୱଚ୍ଛତାର ଦୌଡ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ
Read More...

ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ : ବ୍ଲକ ସ୍ତରରେ ସମସ୍ତ ବିଭାଗୀୟ ସ୍କିମ୍‌ର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ସମନ୍ନୟ…

ଭବାନୀପାଟଣା: ଆଜି ସ୍ଥାନୀୟ ଟାଉନ୍‌ ହଲ୍‌ ଠାରେ ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ବ୍ଲକ ସ୍ତରରେ ବିଭିନ୍ନ ବିଭାଗୀୟ ସ୍କିମର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ
Read More...

୫ ମାସ ହେଲା ଦରମା ପାଇନଥିବା ଗ୍ରାମ ରୋଜଗାର ସେବକଙ୍କ ଦାବିପତ୍ର ପ୍ରଦାନ

ଖପ୍ରାଖୋଲ,୧୯/୧୧: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଗ୍ରାମ ରୋଜଗାର ସେବକମାନେ ୫ ମାସ ହେଲା ଦରମା ପାଇନଥିବା ଅଭିଯୋଗ ହୋଇଛି । ସାତ ଦିନ ମଧ୍ୟରେ ପାଉଣା ନମିଳିଲେ କାର୍ଯ୍ୟବନ୍ଦ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।
Read More...

ତିନି ଦଫା ଦାବିରେ ବିଇଓଙ୍କୁ ଦାବିପତ୍ର ପ୍ରଦାନକଲେ ପ୍ରାଥମିକ ଶିକ୍ଷକ ସଂଘ

ନନ୍ଦାହାଣ୍ଡି,୧୯/୧୧- ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତିନି ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ଭୁବନେଶ ନାୟକଙ୍କ ନେତୃତ୍ୱରେ ଡଙ୍ଗରଭେଜା
Read More...

ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବି ପତ୍ର ପ୍ରଦାନ

ବୌଦ୍ଧ,୧୯/୧୧- ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ (ଏନପିଏସ) ସଂଘର ସଭାପତି ରାଜକୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବୌଦ୍ଧ ଟାଉନହଲ ଠାରୁ ବାହାରି ବିଇଓଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତ୍ୟେକ ସୋପାନରେ ରାଜ୍ୟସରକାରଙ୍କ ପାତରଅନ୍ତର ଓ ସଂଘ ବିଭାଜନ ନୀତି
Read More...

ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଲେ ଟାକରା ସରପଞ୍ଚ

ଦଶପଲ୍ଲା,୧୯/୧୧: - ଗତକାଲି ଅପରାହ୍ନ ୨ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରା ଗ୍ରାମପଂଚାୟତ ବୁଗୁଡା ଗ୍ରାମର ଚିତ୍ରସେନ ଭୋଇଙ୍କ ଘରେ ଆକସ୍ମିକ ଭାବରେ ନିଆଁ ଲାଗି ୪ ବଖରା ଘର ପୋଡିଯିବା ସହିତ ସମସ୍ତ ଆସବାବପତ୍ର , ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି
Read More...

‘ଦମନ’ ଚଳଚ୍ଚିତ୍ରକୁ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮/୧୧ : ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ
Read More...

ଫାଇଲ ଆଣି ନଥିବାରୁ ଆଇନଜୀବୀଙ୍କୁ ଭର୍ତ୍ସନା କଲେ ସିଜେଆଇ

ନୂଆଦିଲ୍ଲୀ,୧୮/୧୧: କେସ୍‌ ଫାଇଲ ନଆଣିବା ଜଣେ ଆଇନଜୀବୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏଭଳି ଅତି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଧାନ ବିଚାରପତିଙ୍କ ଠାରୁ ତାଗିଦ ଶୁଣିବାକୁ ପଡ଼ିଛି । ଆଜି ଜଣେ ଆଇନଜୀବୀ ଗୋଟିଏ ମାମଲାରେ ନିଜର ପକ୍ଷ ରଖିବାକୁ ସିଜେଆଇଙ୍କ କୋର୍ଟରେ ହାଜର ହୋଇଥିଲେ ।
Read More...