Monthly Archives

November 2022

ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ, ନଭେମ୍ବର ୨୨ରୁ ମହୋତ୍ସବ ଆରମ୍ଭ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ଆସନ୍ତା ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ ମାଁ ଭୈରବୀ ମହୋତ୍ସବ ପାଇଁ ରବିବାର ଦିନ ପୁରୁଣାକଟକ ମିନି ଷ୍ଟାଡିୟମଠାରେ ଆନୁଷ୍ଠାନିକ ଭାବେ ମହୋତ୍ସବର ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି ।ଏହି ଅବସରେ ମହୋତ୍ସବ କମିଟି ପକ୍ଷରୁ
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ: ବିଜେଡି

ଭୁବନେଶ୍ୱର: ଏହି ଯୋଜନାଟି ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଭାବରେ ନାମିତ ହୋଇଛି । ତେଣୁ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାକୁ ପଡିବ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ।ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଯେହେତୁ କେନ୍ଦ୍ର
Read More...

ସୀମାନ୍ତର ପ୍ରହରୀ କବି ଭାଗୀରଥି ପାତ୍ରଙ୍କ ୮୪ତମ ଜୟନ୍ତୀ, ଅଶୋକ ପଟ୍ଟନାୟକ ପାଇଲେ ଭାଗୀରଥି ସମ୍ମାନ

ନବରଙ୍ଗପୁର : ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଓ ଭାଗୀରଥି ସ୍ମୃତି ସଂସଦ ସହଯୋଗରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୪ ତମ ଜୟନ୍ତୀ ସମାରୋହ-ସ୍ମୃତି ସଭା ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

କଳାହାଣ୍ଡିରେ ରାଜ୍ୟ ଏକ୍ସକ୍ୟାଡର ମହାସଂଘର ସାଂଗଠନିକ ବୈଠକ

କଳାହାଣ୍ଡି:-ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡର) ମହାସଂଘର ଏକ ସାଂଗଠନିକ ବୈଠକ ଭବାନୀପାଟଣା ଠାରେ କଳାହାଣ୍ଡି ଜିଲା ସଭାପତି ସୁବ୍ରତ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କଳାହାଣ୍ଡି ଜିଲା ସଂପାଦକ
Read More...

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ କଲେଜର ରାଜନୀତି ବିଭାଗର ସେମିନାର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ କଲେଜର ରାଜନୀତି ବିଭାଗର ସେମିନାର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଲେଜ ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ
Read More...

ଭକ୍ତଙ୍କୁ ବୀର ନାଗା ବେଶରେ ଦର୍ଶନ ଦେଲେ ପ୍ରଭୁ ହନୁମାନ

ପୁରୀ : ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ମାର୍ଗଶୀର କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରେ ଆଜି ଭକ୍ତ ମାନେ ପାଳନ କରିଛନ୍ତି ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା । ସକାଳୁ ସକାଳୁ ଭକ୍ତମାନେ ପଞ୍ଚତୀର୍ଥରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ
Read More...

ଓଡିଶା ରାଜ୍ୟ ଅସ୍ଥାୟୀ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ସଂଘର ଜରୁରୀକାଳୀନ ଅଧିବେଶନ

ଭୁବନେଶ୍ୱର : ଆଜି ନିୟନ୍ତ୍ରିତ ବଜାର କମିଟି ଅସ୍ଥାୟୀ କର୍ମଚାରୀ ସଂଘର ଏକ ଜରୁରୀ କାଳୀନ ଅଧିବେଶନ ସଂଘର ସଭାପତି ପରମେଶ୍ୱର ଦାଶଙ୍କ ଭୁବନେଶ୍ୱର ସ୍ଥିତ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ରାଜ୍ୟ ସରକାରୀ ଅନଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତିର ସଂଯୋଜକ
Read More...

ଟେକ୍ନୋ ଗୁରୁକୁଳ ଇଂରାଜୀ ମିଡ଼ିଅମ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କଲେ ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ସହର ଚଉଁରିଆଗୁଡ଼ା ଠାରେ ଥିବା ଇଂରାଜୀ ମିଡ଼ିଅମ ସ୍କୁଲ "ଟେକନୋ ଗୁରୁକୁଳ' ସ୍କୁଲରେ ଏକ ବିଜ୍ଞାନ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧନି । ପୂର୍ବାହ୍ନ ସାଢେ଼ ନଅଟା ସମୟରେ ବିଧାୟକ ସଦାଶିବ ପ୍ରଧନି ମହୋଦୟ ସ୍କୁଲ ପହଞ୍ଚି ଲାଲ ରିବନ
Read More...

ଆପୋଲୋ କ୍ୟାନସର ସେଣ୍ଟରରେ ଷ୍ଟେରିଓଟାକ୍ଟିକ୍‌ ରାଡିଓ ସର୍ଜରୀ ଉପରେ କର୍ମଶାଳା

ଭୁବନେଶ୍ୱର : ଆପୋଲୋ କ୍ୟାନସର ସେଣ୍ଟରରେ ଷ୍ଟେରିଓଟାକ୍ଟିକ୍‌ ରାଡିଓ ସର୍ଜରୀ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳା ଅଂଶଗ୍ରହଣକାରୀମାନଙ୍କୁ ଏସଆରଏସ/ଏସ୍‌ବିଆର୍‌ଟି ସହ ସମ୍ବନ୍ଧିତ ଉପଯୁକ୍ତ କ୍ଲିନିକାଲ ସୁବିଧା ଏବଂ ଜଟିଳତା ବୁଝିବାରେ ସାହାଯ୍ୟ କରିଛି । ଏହା ଏକ
Read More...

ମହାନଗର ଓ ଗ୍ରାମୀଣ ଅଞ୍ଚଳରେ ବିଶ୍ୱ ନିମୋନିଆ ଦିବସ ପାଳିତ

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋବିନ୍ଦତୋଲା ଓ ତବଡା ଗ୍ରାମରେ ବିଶ୍ୱ ନିମୋନିଆ ଦିବସକୁ ନେଇ ଜନ ସଚେତନତା ରାଲି ଓ ସଭା କରାଯାଇଥିଲା । ସେଠାରେ ଆଶା ଦିଦି କୁନି ହାତୀଙ୍କ ନେତୃତ୍ୱରେ ପ୍ରତିଭା ମହିଳା ଆରୋଗ୍ୟ ସମିତିର ସଦସ୍ୟା ମାନଙ୍କୁ ନେଇ ଓ କୁଦଗୁଣ୍ଡେରପୁର ସବ ସେଣ୍ଟର
Read More...