Monthly Archives

November 2022

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ପ୍ରତିବାଦ ସଭା

ବୌଦ୍ଧ,୧୨/୧୧- ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇ ଏକ ଏଫ୍‌ .ଆଇ . ଆର୍‌ . ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଧିକାରୀଙ୍କ ପାଖରେ ଦାଖଲ କରିବା ସହିତ ତୁରନ୍ତ ପଶ୍ଚିମବଙ୍ଗ ଜେଲ୍‌ ବିଭାଗ ମନ୍ତ୍ରୀ ଶ୍ରୀ ଅଲେଖ ଗିରିଙ୍କ ବିରୁଦ୍ଧରେ ଆଇନ
Read More...

ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର

ବୌଦ୍ଧ,୧୨/୧୧- ବୌଦ୍ଧ ବ୍ଲକ ଶଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଶନିବାର ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରଟିକୁ ଜିଲ୍ଲା ଶିକ୍ଷା ବିଭାଗର ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରିଶଙ୍କର
Read More...

ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ୨୦୨୨ ଅଧକ୍ଷ ତ୍ରିଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ସ୍ଥାନୀୟ ଭାରରାପ୍ତ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ
Read More...

ଆର.ଉଦୟଗିରି ଆରଏମସିର ସଭାପତି ହେଲେ ଏସ୍‌ ଗଜପତି ରାଓ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆରଏମସି କାର୍ଯ୍ୟାଳୟଠାରେ ଆରଏମସି (ଆର.ଉଦୟଗିରି ) ର ସଭାପତି ପଦପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ଏସ.ଗଜପତି ରାଓ ଆର ଉଦୟଗିରିର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୧୫ଜଣ
Read More...

ପଦ୍ମପୁରକୁ ଜିଲ୍ଲା ଗଠନ ଦାବି ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିଛି: ବିଜେଡି

ଭୁବନେଶ୍ୱର: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ବିଜୁ ଜନତା ଦଳର ପୂର୍ଣ୍ଣ ସମର୍ଥନ ରହିଛି । ଏହି ଦାବି ପୂରଣ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଯୁକ୍ତିଯୁକ୍ତ ଦାବିକୁ ଶୁଣିବା ସହିତ ସକରାତ୍ମକ
Read More...

୬ ବର୍ଷ ପରେ ମିଳିଲା ହଜିଲା ପୁଅ, ପରିବାର ସମେତ ଗାଁ ରେ ଖୁସିର ଲହରୀ

ବାଲିଗୁଡ଼ା: ୬ ବର୍ଷ ପରେ ହଜିଲା ପୁଅକୁ ଫେରିପାଇଲେ ପରିବାର ଲୋକେ । ଦୀର୍ଘ ବର୍ଷ ପରେ ନିଜ ପୁଅକୁ ପାଖରେ ପାଇ ବିଭୋର ପରିବାର ବର୍ଗ । ଗାଁ ରେ ଖେଳିଯାଇଛି ଖୁସିର ଲହରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ । ଗତ ୨୦୧୬ ମସିହାରେ କନ୍ଧମାଳ ଜିଲ୍ଲା
Read More...

ଗୁଣି ଗାରେଡିକୁ ନେଇ ଗାଁରେ ଅଶାନ୍ତି

ଗଞ୍ଜାମ:ପୁଣି ଅନ୍ଧ ବିଶ୍ୱାସକୁ ନେଇ ଗାଁରେ ଗଢ଼ି ଉଠିଛି ଅସନ୍ତୋଷ । ବିଜ୍ଞାନ କେତେ ଉପରକୁ ଯାଇ ଅଗ୍ରଗତି କରି ମଙ୍ଗଳ ଗ୍ରହକୁ ଯିବା ଏବଂ ଚନ୍ଦ୍ର ପୃଷ୍ଟରେ ଘର କରିବାର ଭିତ୍ତିଭୂମି ସଫଳ ହୋଇଥିବା ବେଳେ ଆଜି ମଧ୍ୟ କେତେକ ଗ୍ରାମରେ ଗୁଣି ଗାରେଡିକୁ ନେଇ ଲୋକଙ୍କ ମନରୁ ସନ୍ଦେହ ଦୂର
Read More...

ବ୍ଳକ ସ୍ତରୀୟ ବିଜ୍ଞାନମେଳା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼ : ସ୍ଥାନୀୟ ରମାଇଁ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସକାଳ ୧୦ଟା ସମୟରେ ଆବାହକ ତଥା ରମାଇଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ବିଶ୍ୱାଳ ଏବଂ ବ୍ଳକ ବିଜ୍ଞାନ ସଂଯୋଜକ ଓଁକାର ରଞ୍ଜନ ମିଶ୍ରଙ୍କ ସଂଯୋଜନା କ୍ରମେ ବ୍ଳକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କ
Read More...

ଯୋଡା ଓ ବଡବିଲ ଶିଳ୍ପାଞ୍ଚଳର ବିକାଶରେ ଜେଏସ୍‌ଡବ୍ଲୁ ଭାଗିଦାରି

ଯୋଡ଼ା: ସ୍ୱଚ୍ଛ ସବୁଜ ଶିଳ୍ପାଞ୍ଚଳର ବିକାଶ ପାଇଁ ସବୁବେଳେ ଆଗେଇ ଆସିଛି ଜେଏସ୍‌ଡବ୍ଲୁ । ଲୋକମାନଙ୍କୁ ସମସ୍ତ ସୁବିଧା କରିବା ସହିତ ସ୍ୱାସ୍ଥ୍ୟ ଓ ସେବା ଉପରେ ଅଧିକ ଗୁରୁତ୍ୱ ଦେଇଛି । ଏହା ସହିତ ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ର୍ରମ ଜରିଆରେ ଲୋକଙ୍କ
Read More...

ବୌଦ୍ଧରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚଂପିଆନସିପ ଉଦଘାଟିତ

ବୌଦ୍ଧ,୧୧/୧୧- ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଦ୍ୱାରା ମାନ୍ୟତାପ୍ରାପ୍ତ ରାଜ୍ୟସ୍ତରୀୟ ୧୯ ବର୍ଷରୁ କମ୍‌ ବୟସ ବର୍ଗର ବ୍ୟାଡମିଣ୍ଟନ ଚଂପିଆନସିପ ବୌଦ୍ଧର ଇନଡୋର ଷ୍ଟାଡିୟମରେ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ଏହି ଚଂପିଆନସିପ
Read More...