Yearly Archives

2022

ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କିତ ଆଲୋଚନା

ଫୁଲବାଣୀ: ଆଜିର ଶିଶୁ କାଲିର ଭବିଷ୍ୟତ । ତେବେ ଶିଶୁମାନେ ବର୍ତ୍ତମାନ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛନ୍ତି । ଶୋଷଣର ଶିକାର ହେଉଛନ୍ତି । ଶିଶୁ ଶ୍ରମିକ, ବାଲ୍ୟ ବିବାହ ରୋକା ଯାଇପାରୁନି । ଫଳରେ ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଭଳିକୁ ପ୍ରଥା ରୋକିବା ପାଇଁ ଏବେ ପ୍ରଶାସନ
Read More...

ଭାରତକୁ ବଡ ଝଟକା : ଟି-୨୦ ବିଶ୍ୱକପରୁ ବୁମ୍ରା ଆଉଟ୍‌ !

ନୂଆଦିଲ୍ଲୀ: ଆସନ୍ତା ମାସରେ ଟି-୨୦ ବିଶ୍ୱକପ ଖେଳାଯିବ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ଏସିଆ କପ୍‌ ୨୦୨୨ ରେ ଆଘାତ କାରଣରୁ ବାଦ୍‌ ପଡିଥିବା ଷ୍ଟାର୍‌ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ଅଷ୍ର୍ଟ୍ରେଲିଆ ବିପକ୍ଷ ଟି -୨୦ ସିରିଜ୍‌ ସହ ଦଳକୁ ଫେରିଥିଲେ, କିନ୍ତୁ ସେ
Read More...

ତିନୋଟି ଜୁଆ ଆଡ୍ଡା ଉପରେ ଚଢ଼ାଉ,୧୨ ଗିରଫ

ଗଞ୍ଜାମ/ବ୍ରହ୍ମପୁର: ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ବଡ଼ବଜାର ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଆଜି ବଡ଼ ବଜାର ଥାନା ପୁଲିସ ହରଡ଼ାଖଣ୍ଡି ବନ୍ଧ, ଉତ୍ତରାମୁଖୀ ଏବଂ ହନୁମାନ ନଗର ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୧୨ଜଣ ଜୁଆଡ଼ିକୁ ଗିରଫ
Read More...

ଇପିଏଫ ପେନସନ ଭୋଗୀଙ୍କ ଆନ୍ଦୋଳନ

ସମ୍ବଲପୁର:ଆଜି ସର୍ବଭାରତୀୟ ସ୍ତରରେ ଇପିଏଫ ପେନସନ ଭୋଗୀ ସଂଗଠନ ଗୁଡ଼ିକ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏଠାକାର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ସଂଗଠନ ଓ ସେଗୁଡିକର ସଭ୍ୟମାନେ ଧାରଣା ଦେଇଥିଲେ ତଥା ଆୟୁକ୍ତଙ୍କ ଜରିଆରେ
Read More...

ପୁରୀ ବସଷ୍ଟାଣ୍ଡରେ ଖୋଲିଲା ଯାତ୍ରୀ ସୂଚନା କେନ୍ଦ୍ର

ପୁରୀ : ବାରମ୍ବାର ଦାବି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ବସଷ୍ଟାଣ୍ଡରେ ଖୋଲିଛି ଯାତ୍ରୀ ସୂଚନା କେନ୍ଦ୍ର । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା କେନ୍ଦ୍ରକୁ ଉଦଘାଟନ କରିବା ସହ ଯାତ୍ରୀମାନଙ୍କୁ କିଭଳି ଭଲ ସେବା ଯୋଗାଇ ଦିଆଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ସୂଚନା
Read More...

ସାମାଜିକ ଗଣମାଧ୍ୟମ ଯୁଗରେ ମଞ୍ଚ ନାଟକର ସ୍ଥିତି ଉପରେ ଆଲୋଚନାଚକ୍ର

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ବିଜୟ ବ୍ୟାୟାମ ଶାଳା ପରିସରରେ ଓଡ଼ିଶା ନାଟ୍ୟ ସଂଘର ୩୫ ତମ ବାର୍ଷିକ ଦିବସ ଉପଲକ୍ଷେ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ନାଟ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ସାଂପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗ ବା ଡିଜିଟାଲ ଯୁଗରେ ମଞ୍ଚ ନାଟକର
Read More...

ଓଡିଶା ସାମ୍ବାଦିକ ସଂଘ ଓ ମିଡ଼ିଆ ଫୋରମ ପକ୍ଷରୁ ସୁବର୍ଣ୍ଣପୁରର ନୂତନ ଆରଟିଓଙ୍କୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର : ଗତକାଲି ଓଡିଶା ସାମ୍ବାଦିକ ସଂଘ ଓ ମିଡ଼ିଆ ଫୋରମ ପକ୍ଷରୁ ସୁବର୍ଣ୍ଣପୁରର ନୂତନ ଆରଟିଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ବିଗତ ଆରଟିଓ ରବୀନ ପଟ୍ଟନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ
Read More...

ନିଶା ମାଫିଆ ଓ ନିଶାଖୋର ସାବଧାନ, ଜଗିଛନ୍ତି ମାତୃଶକ୍ତି

ପୁରୀ : ପୁରୀରେ ବଢୁଥିବା ଅବାଧ ନିଶା କାରବାର ରୋକିବା ପାଇଁ ପୁରୀ ପୋଲିସ କାର୍ଯ୍ୟକାରୀ କରିବାକୁ ଯାଉଛି ନୂଆ ଏକ ଅଭିଯାନ । ପୁରୀକୁ ନିଶାମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ ।୨୦୨୨ରେ ପୁରୀ ପୋଲିସ ୩୯ ନିଶା କେଶ ରେଜିଷ୍ଟ୍ରି କରିଥିବା ବେଳେ ୮୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ
Read More...

ପେଟାପାଙ୍ଗା ପଞ୍ଚାୟତରେ “ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ଘୁ ଉଦୟଗିରି: ଓଡିଶା ସରକାରଙ୍କ ପାନୀୟଜଳ ଓ ପଞ୍ଚାୟତରାଜ ବିଭାଗ ର୍ନିେଶକ୍ରମେ ପେଟାପଙ୍ଗା ଠାରେ "ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପେଟାପାଙ୍ଗା ଗ୍ରାମ ପଞ୍ଚାୟତଠାରେ ପ୍ରଥମେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ମଲ୍ଲିକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ
Read More...

ପାରାଦ୍ୱୀପ ଯୁବ ବିଜେଡି ସଭାପତି ହେଲେ ଆଲୋକ ମହାପାତ୍ର

ପାରାଦ୍ୱୀପ -ପାରାଦ୍ୱୀପର ଯୁବ ସମାଜସେବୀ ତଥା ଯୁବକମାନଙ୍କ ଆଦର୍ଶ (ଯୁବନେତା ) ଆଲୋକ ମହାପାତ୍ର ପାରାଦ୍ୱୀପ ଯୁବ ବିଜେଡି ସଭାପତି ଭାବେ ତୃତୀୟ ଥର ପାଇଁ ମନୋନୀତ ହୋଇଛନ୍ତି । ଏହାକୁ ନେଇ ପାରାଦ୍ୱୀପ ଯୁବ ବିଜୁ ଜନତା ଦଳ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ପୁନର୍ବାର ଆସ୍ଥା
Read More...