Yearly Archives

2022

ମହୁରୁଣ୍ଡି ସ୍କୁଲକୁ ଅଚାନକ ପରିଦର୍ଶନ କଲେ ଜିଲ୍ଲାପରିଷଦ ସଭ୍ୟା

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ମହୁରୁଣ୍ଡି ଗାଁର ସ୍କୁଲକୁ ଖପ୍ରାଖୋଲ ୪ନଂ ଜୋନ ଜିଲ୍ଲାପରିଷଦ ପ୍ରମିଳା ପାଥର ପରିଦର୍ଶନ କରି ବିଭିନ୍ନ ଆନୁସଙ୍ଗିକ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ବୁଧବାର ଦିନ ମହୁରୁଣ୍ଡି ସ୍କୁଲ ପରିଦର୍ଶନ କରି ସ୍କୁଲର
Read More...

ମାଇଗ୍ରାଣ୍ଟ ଆୱାରନେସ ଆଣ୍ଡ ଇନଫରମେସନ ନେଟୱାର୍କ କର୍ମଶାଳା

ଫୁଲବାଣୀ:-ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଲୋକେ ଗାଁ ଛାଡିକାମ ଧନ୍ଦା ଅନ୍ୱେଷଣରେ ରାଜ୍ୟବାହାରକୁ ଚାଲିଯାଉଛନ୍ତି । ତେବେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ତଥ୍ୟ ସଂଗ୍ରହ ପାଇଁ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ
Read More...

୧୮ରେ ପୁରୀ ବେଳାଭୂମିରେ ବାୟୁ ସେନା ପକ୍ଷରୁ ହେବ ଏୟାର ସୋ

ପୁରୀ : ପୁରୀ ରାଜଭବନ ପଛପାର୍ଶ୍ୱ ବେଳାଭୂମିରେ ଆସନ୍ତା ୧୮ ତାରିଖରେ ବାୟୁ ସେନା ପକ୍ଷରୁ ହେବ ଏୟାର ସୋ । ଆଜି ବାୟୁ ସେନାର ପାଇଲଟ ମାନେ ମ୍ୟାପିଂ,ଏରିଏଲ୍‌ ରେକିଂ କରିଛନ୍ତି ।ଏହା ସଫଳତାର ସହ ଶେଷ ହୋଇଛି । ବାୟୁସେନାର ୩ଟି ବିମାନ ଆଜି ୧୫ ମିନିଟ ଧରି ସମୁଦ୍ର ପତ୍ତନ ଠାରୁ ୫୦୦ ଫୁଟ
Read More...

କୁସଙ୍ଗରେ ପ୍ରାଣୀପାଳନର ଆତ୍ମ ନିଯୁକ୍ତି ତାଲିମ ଶିବିର

ହରଭଙ୍ଗା : ହରଭଙ୍ଗା ବ୍ଲକ କୁସଙ୍ଗ ଠାରେ ଗ୍ରାମୀଣ ସ୍ୱରୋଜଗାର ତାଲିମ ସଂସ୍ଥା ବୌଦ୍ଧ ପକ୍ଷରୁ କୃଷି ଉଦ୍ୟମ କାର୍ଯ୍ୟକ୍ରମଟି ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଂଚାୟତର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ତାଲିମ
Read More...

କାର୍ତ୍ତିକ ହବିଷ୍ୟାଳୀ ବ୍ରତ ପାଇଁ ୨୯ ଯାଏଁ ଫର୍ମ ଦାଖଲ

ସମ୍ବଳପୁର : ପବିତ୍ର କାର୍ତ୍ତିକ ମାସରେ ଶ୍ରୀ କ୍ଷେତ୍ର ପୁରୀରେ ରାଈଦାମୋଦର ବ୍ରତ ପାଳନ କରାଯାଏ । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ହବିଷ୍ୟାଳୀ ମାନଙ୍କର ରହଣୀ, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ପୁରୀ
Read More...

ଉଡ଼ାଣ ପୂର୍ବରୁ ବିମାନରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଆଜି ଏକ ବିମାନ ଉଡ଼ାଣ ପୂର୍ବରୁ ସେଥିରେ ନିଆଁ ଲାଗିଯାଇଥିଲା । ତେବେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ । ମସ୍କଟରୁ କୋଚିନ ଆସିବାକୁ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏହି ଦୁର୍ଘଟଣା ଘଟିଛି । ଧୂଆଁ ବାହାରିବା ପରେ ବିମାନ ଉଡାଣ ବାତିଲ କରାଯାଇଛି । ଉଡାଣ ୩
Read More...

ଲିଫ୍ଟ ଭୁଶୁଡ଼ି ୮ ଶ୍ରମିକ ମୃତ

ଅହମ୍ମଦାବାଦ : ଅହମ୍ମଦାବାଦରେ ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସର ସୂଚନା ମୁତାବକ ସମସ୍ତ ମୃତକ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏହି ଦୁର୍ଘଟଣା ଆଜି ସକାଳେ ଏଠାରେ କୋଠାର କାମ ଚାଲୁଥିବା ବେଳେ ଶ୍ରମିକମାନେ ଲିଫ୍ଟ ସହାୟତାରେ
Read More...

ଭାରତ ଯୋଡେ଼ା ସମୟରେ କଂଗ୍ରେସକୁ ଶକ୍ତ ଝଟ୍‌କା :
ହାତ ଛାଡ଼ି ପଦ୍ମ ଧରିଲେ ୮ ବିଧାୟକ

ପାଣାଜୀ,୧୪/୯ : ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ସ୍ଥିତି ଦିନକୁ ଦିନ ଆହୁରି ଶୋଚନୀୟ ହେବାରେ ଲାଗିଛି । ଏକଦା ବହୁ ବର୍ଷ ଧରି ଦଳ ଅଧାରୁ ଅଧିକ ରାଜ୍ୟରେ ଶାସନ କରୁଥିଲା ବେଳେ ଆଜି ଏହା ହାତ ଗଣତି ରାଜ୍ୟରେ ସରକାରରେ ଅଛି । ଦୃଢ ନେତୃତ୍ୱର ଅଭାବ,ଅନ୍ତଃକନ୍ଦଳ ଓ କ୍ଷମତା
Read More...

ସୁବର୍ଣ୍ଣପୁରରେ ଥିବା ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସୁବର୍ଣ୍ଣପୁର : ସଦର ମହକୁମାରେ ରହିଥିବା ରାଜବାଟୀ, ଶଶିସେଣା ସ୍ମୃତିପୀଠ,(ନିମୁହିଁ ମନ୍ଦିର),ଦିଲବାହାଲପୁର ଜଙ୍ଗଲଠାରେ ରହିଥିବା ବୁଢାରାଜା କୋଠି, ଅର୍ଜୁନପୁର ଜଙ୍ଗଲ ମଧ୍ୟରେ ରହିଥିବା ରାଜାକୋଠି ଏବଂ ଛୀନଛାନ୍‌ ଡୁଙ୍ଗୁରି ଇତ୍ୟାଦି ଐତିହାସିକସ୍ଥଳୀ ସବୁକୁ ଐତିହ୍ୟ ସ୍ଥଳୀର ମାନ୍ୟତା ସହ
Read More...

ବାଲନ୍ଦାପଡାରେ ପୋଷଣ ମାସ–୨୦୨୨ ପାଳିତ

ଫୁଲବାଣୀ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ କନ୍ଧମାଳ ଓ ଆର୍ନ୍ତଜାତୀୟ ଅନୁଷ୍ଠାନ କ୍ରାଏ, କୋଲକତାଙ୍କ ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ଅପହଞ୍ଚ ଅଞ୍ଚଳ କୁହାଯାଉଥିବା ବାଲନ୍ଦାପଡା ଠାରେ ଆଞ୍ଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି । ଏହା ସହ
Read More...