ହିନ୍ଦୁ ସମାଜ ସସ୍କୃତି ପରମ୍ପରାର ଅପମାନକୁ ଆଉ ବରଦାସ୍ତ କରାଯିବନି, ଦୃଢ ପ୍ରତିବାଦ କରିବ ହିନ୍ଦୁ ସୁରକ୍ଷା ମଞ୍ଚ
ଜି. ଉଦୟଗିରି : ଯିଏ ଯେଉଁଠି ଯେମିତି ପାରିଲେ ହିନ୍ଦୁ ସମାଜ ସସ୍କୃତି ପରମ୍ପରାକୁ ବ୍ୟାଙ୍ଗ, ବିଦ୍ରୁପ ଅପମାନିତ କରି ଚାଲିଛନ୍ତି । ଦିନକୁ ଦିନ ଏହା ଦେଶ ରାଜ୍ୟ ସହିତ ଜିଲ୍ଲାରେ ମଧ୍ୟ ବଢିବାରେ ଲାଗିଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ହିନ୍ଦୁ ସୁରକ୍ଷା ମଞ୍ଚ । ଏଣିକି ଆଉ ବରଦାସ୍ତ!-->…
Read More...
Read More...