ଲଗାଣ ବର୍ଷାରେ ଭୁଶୁଡ଼ିଲା ପୋଲ

0 964

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲାଠାରୁ ବାଣୀଗୋଛା ମଧ୍ୟସ୍ଥ ,ଶାଳଭଂଗା ନିକଟରେ ଲଗାଣ ବର୍ଷାଯୋଗୁ ଏକ ପୋଲର ପ୍ରୟ ୪୦ ଭାଗ ଭାଂଗି ଯାଇଛି । ଯଦି ଏଭଳି ବର୍ଷା ଲାଗି ରହେ ତେବେ ଆଜି ରାତି ସୁଦ୍ଧା ରାସ୍ତା ର ୯୦% ଭୁଶୁଡ଼ିବା ର ସମ୍ଭାବନା ରହିଛି । ଯଦି ଏହାର ତୁରନ୍ତ ପଦକ୍ଷେପ ନିଆ ନ ଯାଏ ତେବେ ଜାତୀୟ ରାଜପଥରେ ଯାଉଥିବା ଯାନ ବାହାନ ଦୁର୍ଘଟଣାଗ୍ରସ୍ତ ହେବା ସଂଗେ ସଂଗେ, ଧନ ଜୀବନ ହାନି ହେବା ସହିତ ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

hiranchal ad1
Leave A Reply

Your email address will not be published.

seven + thirteen =