ମୋଟର ସାଇକେଲ ଆରୋହୀଙ୍କଠାରୁ ଲୁଟି ନେଲେ ମୋବାଇଲ ଓ ଟାବଳେଟ ଫୋନ
ଖପ୍ରାଖୋଲ : ଖପ୍ରାଖୋଲ ପାଟଣାଗଡ ରାସ୍ତା ଓଏଭି ନିକଟରେ ଦିନ ଦ୍ୱିପ୍ରହରରେ ଜଣେ ମୋଟର ସାଇକେଲ ଆରୋହୀ ଠାରୁ ମୋବାଇଲ, ଟାବଳେଟ୍ ଫୋନ ସହ କାଗଜପତ୍ର ଲୁଟେରାମାନେ ଲୁଟି ନେଇଥିବା ଅଭିଯୋଗ ଖପ୍ରାଖୋଲ ପୋଲିସ ପାଖରେ ହୋଇଛି । ସୂଚନା ଅନୁସାରେ ବେଲପଡ଼ା ବ୍ଲକ କପାଣୀ ଗାଁର ଖିତିସ ବେହେରା!-->…
Read More...
Read More...