Yearly Archives

2022

ହରଭଙ୍ଗା ମହୋତ୍ସବ ଜାନୁଆରୀ ୨୭ରୁ, ସରସ ,ସୁନ୍ଦର କରିବାକୁ ଅଂଟାଭିଡିଲେ ଉଦ୍ୟୋକ୍ତା

ବୌଦ୍ଧ/ହରଭଙ୍ଗା;୧୧/୧୨- ବୌଦ୍ଧଜିଲ୍ଲାର ଅନ୍ୟ ଏକ ଐତିହ୍ୟ ସଂପନ୍ନ ଗ୍ରାମ ହରଭଙ୍ଗା । ଏହାର ପାଣି, ପବନ, କଳା,ସଂସ୍କୃତିକୁ ପୁନଃ ଉଦଜୀବିତ କରିବା ପାଇଁ ବର୍ଷର ଶେଷ ମାସରେ ହରଭଙ୍ଗା ମହୋତ୍ସବର ପରିକଳ୍ପନା ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି । ଆସନ୍ତା ୨୭ ଜାନୁୟାରୀ ୨୦୨୩ରେ ନୂତନ ବର୍ଷର
Read More...

ଡାକ୍ତର ପ୍ରତାପ ଚନ୍ଦ୍ର ରଥ କାର୍ଡିଓଲୋଜିକାଲ ସୋସାଇଟି ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ନିର୍ବାଚିତ

ଭୁବନେଶ୍ୱର: ଚେନ୍ନାଇରେରେ ଅନୁଷ୍ଠିତ ବାର୍ଷିକ ବୈଠକରେ ଡକ୍ଟର ପି ସି ରଥ ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ କାର୍ଡିଓଲୋଜିକାଲ୍‌ ସୋସାଇଟି ଅଫ୍‌ ଇଣ୍ଡିଆର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । କାର୍ଡିଓଲୋଜିକାଲ୍‌ ସୋସାଇଟି ଅଫ୍‌ ଇଣ୍ଡିଆ ହେଉଛି ଭାରତ ଏବଂ ଭାରତ ବାହାରେ ରହୁଥିବା
Read More...

ସୁପ୍ରିମକୋର୍ଟର ବିଚାରପତି ହେଲେ ଜଷ୍ଟିସ ଦୀପଙ୍କର ଦତ୍ତ

ନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି । ସେ ଶପଥ ନେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇବ । ଆଇନମନ୍ତ୍ରୀ କିରେନ ରିଜିଜୁ ଜଷ୍ଟିସ ଦତ୍ତଙ୍କୁ ସର୍ବୋଚ୍ଚ
Read More...

ଆତଙ୍କ ସୃଷ୍ଟି କଲାଣି ଲମ୍ପି ଚର୍ମ ରୋଗ

ନୂଆଦିଲ୍ଲୀ: ଦେଶରେ ବ୍ୟାପି ଚାଲିଛି ଲମ୍ପି ଚର୍ମ ରୋଗ । ଗୃହପାଳିତ ପଶୁପକ୍ଷୀ,ବିଶେଷ କରି ଗୋରୁଗାଈ ଏହି ରୋଗରେ ସଂକ୍ରମିତ ହେଉଛନ୍ତି । ଫଳରେ ଗାଇଗୋରୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରଥମେ ଆବୁ ସୃଷ୍ଟି ହେବା ସହ ଏହା କ୍ଷତରେ ପରିଣତ ହେଉଛି । ଏହାକୁ ନେଇ ଗୋପାଳକଙ୍କ ମଧ୍ୟରେ ଚିନ୍ତା
Read More...

ସର୍ଟକଟ ରାଜନୀତି ଦେଶ ପାଇଁ କ୍ଷତିକାରକ: ମୋଦି

ନାଗପୁର: ସର୍ଟକଟ ରାଜନୀତି ନୁହେଁ,ଦେଶ ପାଇଁ ଆବଶ୍ୟକ ସ୍ଥାୟୀ ବିକାଶ ଓ ସମାଧାନ । ସର୍ଟକଟ ରାଜନୀତି ଦେଶ ପାଇଁ ଅତ୍ୟନ୍ତ କ୍ଷତିକାରକ । କୌଣସି ରାଜନୈତିକ ଦଳ ନିରନ୍ତର ବିକାଶ କରି ଜନତାଙ୍କ ହୃଦୟ ଜିତିପାରିବ । ସେଇ ଦଳ ମଧ୍ୟ ବାରମ୍ବାର ନିର୍ବାଚନରେ ବିଜୟୀ ହୋଇପାରିବ । ଏହାର ସଦ୍ୟତମ
Read More...

ଦକ୍ଷିଣ ଭାରତରେ ‘ମାଣ୍ଡୋସ୍‌’ ତାଣ୍ଡବ:
ବିଭିନ୍ନ ସ୍ଥାନରେ ୬ରୁ ଅଧିକ ମୃତ

ଚେନ୍ନାଇ/ ହାଇଦ୍ରାବାଦ,୧୧/୧୨ : ସାମୁଦ୍ରିକ ବାତ୍ୟା ‘ମାଣ୍ଡୋସ୍‌’ ତାମିଲନାଡୁ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିବା ପରେ ତାଣ୍ଡବ ରଚିଥିଲା । ମାଣ୍ଡୋସ ପ୍ରଭାବରେ ଉଭୟ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷା ସାଙ୍ଗକୁ ତୋଫାନ ବହିଥିଲା । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ତୋଫାନ ଯୋଗୁ
Read More...

ଷଷ୍ଠ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କଲେ ମୋଦୀ

ନାଗପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର ‘ଫେଜ୍‌ ୧’ ଉଦ୍‌ଘାଟନ କରିବା ସହିତ ମେଟ୍ରୋରେ ବସି ଫ୍ରିଡମ୍‌ ପାର୍କରୁ ଖପ୍ରି ଯିବା ଲାଗି ଟିକେଟ ଖରିଦ କରିଥିଲେ । ଫ୍ରିଡମ୍‌ ପାର୍କରୁ ଖପ୍ରି ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ମେଟ୍ରୋରେ ଯାତ୍ରା କରୁଥିବା
Read More...

ସିଉନୀରେ କାର ଦୁର୍ଘଟଣା; ଜଣେ ମୃତ,୨ ଗୁରୁତର

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ ସିଉନୀ ଗ୍ରାମ ସ୍କୁଲ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ସୂଚନା ଅନୁଯାୟୀ
Read More...

ଯୁବକଙ୍କୁ ଇଟାରେ ଛେଚି ନିର୍ମମ ହତ୍ୟା

ଦେବଗଡ : ଯୁବକଙ୍କୁ ଇଟାରେ ଛେଚି ନିର୍ମମ ହତ୍ୟା । ଯୁବକଙ୍କୁ ହତ୍ୟା ପରେ ଶବକୁ ଜଙ୍ଗଲରେ ପୋତିଦେଲେ ଅଭିଯୁକ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୌଣସି କାରଣରୁ ଜଣେ
Read More...

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବୀନ୍ଦର ସିଂହ ସୁଖୁ

ସିମ୍‌ଲା: ହିମାଚଳ ପ୍ରଦେଶକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ସୁଖବୀନ୍ଦର ସିଂହ ସୁଖୁ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିପରି କଂଗ୍ରେସ ବରିଷ୍ଠ ନେତା ମୁକେଶ ଅଗ୍ନିହୋତ୍ରୀ ଡେପୁଟି
Read More...