Yearly Archives

2022

ନୂଆ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ

ଆଠଗଡ଼ ୦୭/୧୨: ଆସନ୍ତା ଇଂରାଜୀ ନୂତନ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ପାରିବେ ଭକ୍ତ ଓ ଶ୍ରଦ୍ଧାଳୁ । ମଞ୍ଚେଶ୍ୱର ଘାଟ ପଟୁ ନିର୍ମାଣ ହେବ ଅସ୍ଥାୟୀ ରାସ୍ତା । ଆସନ୍ତା ୯ ତାରିଖରୁ ହେବ ଟେଣ୍ଡର । ୧୫ ତାରିଖରୁ ଅସ୍ଥାୟୀ ରାସ୍ତା କାର୍ଯ୍ୟ ଆରମ୍ଭ ହେବ । ଏହାସହ ଡ଼ିସେମ୍ବର ୩୦
Read More...

ଏହି ସବୁ ଅଞ୍ଚଳରେ କାଚିବ ବର୍ଷା !

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୦
Read More...

ଫାଟିଗଲାଣି କଂକ୍ରିଟ ରାସ୍ତା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ୍‌ ଅନ୍ତର୍ଗତ ଓଡ଼ିଆପାଲି ପଞ୍ଚାୟତ ଓଡିଆପାଲି ଠାରୁ ଭାଲୁଡ଼ୁଙ୍ଗୁରୀ କଂକ୍ରିଟ ରାସ୍ତା ଫାଟି ଗଲାଣି । ପ୍ରକାଶ ଯେ ଓଡ଼ିଆପାଲି ଠାରୁ ଭାଲୁଡ଼ୁଙ୍ଗୁରି କଂକ୍ରିଟ ରାସ୍ତା ପାଇଁ ସି.ଏ.ଫସି ଓ ଏ.ସେ.ସି.ଫି ରୁ ୪ ଲକ୍ଷ ୬୦ ହଜାର ଟଙ୍କାରେ ୨୦୨୧ ରୁ ୨୦୨୨ ମସିହାରେ
Read More...

ଏମ୍‌ସିଡି ନିର୍ବାଚନ : ଆପ୍‌କୁ ବହୁମତ, ଦ୍ୱିତୀୟକୁ ଖସିଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍‌ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । କେନ୍ଦ୍ର ଶାସନାଧୀନ ଏନଡିଏ ସରକାରଙ୍କୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବଡ ଝଟକା ଲାଗିଛି । ଦିଲ୍ଲୀରେ ସରକାର ଥିବା ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀ ମ୍ୟୁନିସିପାଲଟି ନିର୍ବାଚନରେ ବହୁମତ ହାସଲ
Read More...

ମଣ୍ଡେଇ କପ୍‌ ଫୁଟବଲ, ରାଇଘର ଚାମ୍ପିୟନ

ନବରଙ୍ଗପୁର:-ସ୍ଥାନୀୟ କଲେଜ ପଡିଆ ଠାରେ ଅନୁଷ୍ଠିତ ମଣ୍ଡେଇ କପ ଫୁଟବଲ ଟୁର୍ଣ୍ଣମେଣ୍ଟର ଫାଇନାଲରେ ରାଇଘର ଦଳ ସହ ନବରଙ୍ଗପୁର ପୌରପାଳିକା ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଯାଇଛି । ଖେଳର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ଶେଷରେ
Read More...

ଅସହାୟ ରୋଗୀ ସୁଶୀଳାଙ୍କୁ ସହାୟତା ଦାବି

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସଦର ମହକୁମା ମହୁରୁଣ୍ଡି ଗ୍ରାମର ସୁଶୀଳା ଭୋଇ(୪୦) ଦୀର୍ଘ ୩ ବର୍ଷରୁ ଅଧିକ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଅସହାୟ ଅବସ୍ଥାରେ ପଡ଼ିରହିଛନ୍ତି । ସୁଶୀଳାଙ୍କ ଦୁଇଟି ପୁତ୍ର ୫ ବର୍ଷ ହେବ ଦେହାନ୍ତ ହେବା ଏବେ ତାଙ୍କ ସ୍ୱାମୀ ନିଲମ୍ବର ଭୋଇଙ୍କୁ
Read More...

ସ୍ୱତନ୍ତ୍ର ରାଜ୍ୟ ଦାବି ଆଡ଼କୁ ମୁହାଁଇଲା ଓକିଲଙ୍କ ଆନ୍ଦୋଳନ

ସମ୍ବଲପୁର: ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ଏଠାରେ ଗଢିଉଠିଥିବା ଓକିଲ ସଂଘର ଆନ୍ଦୋଳନ ଆଜି ଏକ ଭିନ୍ନ ରୂପ ନେଇଛି । ସୁପ୍ରିମକୋର୍ଟର ନିର୍ଦ୍ଦେଶକ୍ରମେ ଏଠାକାର ପୁଲିସ ପକ୍ଷରୁ ସକ୍ରିୟତା ଦର୍ଶାଇ ଜିଲ୍ଲା କୋର୍ଟର ଅଧିକାରୀ ଓ କର୍ମଚାରୀଙ୍କ ଅବାଧ ପ୍ରବେଶ
Read More...

ପୁଣି ନଷ୍ଟ ହେଲା ୧୮କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ

ବାଲିଗୁଡ଼ା: ଜୋର୍‌ ଧରିଲା ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୮କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଥାନା ଅଞ୍ଚଳରେ ପୋଲିସ୍‌ ଓ ଅବକାରୀ ବିଭାଗର ଜାରି ରହିଛି ମିଳିତ ଅପରେସନ । ବାଲିଗୁଡ଼ା ଥାନା ମହାସିଙ୍ଗି ଓ ଆଡ଼ିମାହା
Read More...

ଅର୍ଚ୍ଚନା ମାମଲା, ଇଡିରେ ପୁଣି ହାଜର ହେଲେ ରଞ୍ଜିତ ବେହେରା

ଭୁବନେଶ୍ୱର :ବ୍ଲାକମେଲିଂ କୁଇନ  ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା । ମଙ୍ଗଳବାର ୧୨ ଘଣ୍ଟାରୁ ଅଧିକ ସମୟରେ ରଞ୍ଜିତ ବେହେରାଙ୍କୁ ଜେରା କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖବର ଅନୁଯାୟୀ, ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗଙ୍କ
Read More...

ବଢିଲା ରେପୋ ରେଟ, ମହଙ୍ଗା ହେବ ଋଣ

ନୂଆଦିଲ୍ଲୀ: ମହଙ୍ଗା ବଜାର ଭିତରେ ପୁଣି ଏକ ବଡ଼ ଖବର ଆସିଛି । ତାହା ହେଲା ଆରବିଆଇ ପକ୍ଷରୁ ରେପୋରେଟକୁ ବୃଦ୍ଧି କରାଯାଇଛି । ୦.୩୫ ପ୍ରତିଶତ ରେପୋ ରେଟ ବୃଦ୍ଧି ପାଇଛି । ରେପୋ ରେଟ ୫.୯୦ ପ୍ରତିଶତରୁ ୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି । ମୁଦ୍ରାସ୍ଫିତିକୁ ଦୃଷ୍ଟିରେରଖି
Read More...