ବଢିଲା ରେପୋ ରେଟ, ମହଙ୍ଗା ହେବ ଋଣ

0 57

ନୂଆଦିଲ୍ଲୀ: ମହଙ୍ଗା ବଜାର ଭିତରେ ପୁଣି ଏକ ବଡ଼ ଖବର ଆସିଛି । ତାହା ହେଲା ଆରବିଆଇ ପକ୍ଷରୁ ରେପୋରେଟକୁ ବୃଦ୍ଧି କରାଯାଇଛି । ୦.୩୫ ପ୍ରତିଶତ ରେପୋ ରେଟ ବୃଦ୍ଧି ପାଇଛି ।  ରେପୋ ରେଟ ୫.୯୦ ପ୍ରତିଶତରୁ ୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି । 

hiring

ମୁଦ୍ରାସ୍ଫିତିକୁ ଦୃଷ୍ଟିରେରଖି ଆରବିଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।  ତେବେ ରେପୋ ରେଟ ବୃଦ୍ଧି ପରେ ଋଣ ପରିଶୋଧ ମହଙ୍ଗା ହେବ । 

ରେପୋରେଟ ବୃଦ୍ଧି ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × three =