ପୁଣି ନଷ୍ଟ ହେଲା ୧୮କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ

0 205

ବାଲିଗୁଡ଼ା: ଜୋର୍‌ ଧରିଲା ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୮କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଥାନା ଅଞ୍ଚଳରେ ପୋଲିସ୍‌ ଓ ଅବକାରୀ ବିଭାଗର ଜାରି ରହିଛି ମିଳିତ ଅପରେସନ । ବାଲିଗୁଡ଼ା ଥାନା ମହାସିଙ୍ଗି ଓ ଆଡ଼ିମାହା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ୧୧୮ ଏକର ଜଙ୍ଗଲ ଜମିରେ ବେଆଇନ୍‌ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟି ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡ଼ିଛି ।

hiring

hiranchal ad1
Leave A Reply

Your email address will not be published.

nine + 3 =