Yearly Archives

2022

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ । ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ସମସ୍ତ ୨୦ ରାଉଣ୍ଡରେ ଟ୍ରେଣ୍ଡ ରହିବା ପରେ ବିଜେପି କଂଗ୍ରେସକୁ ପଛରେ ପକାଇ ବିଜେଡି ବିଜୟୀ ହୋଇଛି । ମୋଟ ୬୫ହଜାର ୭୯୧ଭୋଟ ବ୍ୟବଧାନରେ ବ୍ରଜରାଜନଗରରେ
Read More...

ସୁପ୍ରିମକୋର୍ଟରେ ରଦ୍ଦ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ଆସିଲା ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆସିଲା ରାୟ । ପେନାଲ୍ଟିଂ ସହ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ ଜରିମାନା ପାଇଁ ନିର୍ଦ୍ଦେଶ ହୋଇଛି । ଏହି କାମ ବିପୁଳ ଜନସ୍ୱାର୍ଥ ପାଇଁ କରାଯାଉଛି । ଏଭଳି ଭାବେ
Read More...

ବ୍ରଜରାଜନଗର ଉପ ନିର୍ବାଚନ : ବିଜେଡି ପ୍ରାର୍ଥୀ ଆଗୁଆ, ଦ୍ୱିତୀୟରେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ଭୋଟ୍‌ ଗଣତି ଜାରି ରହିଛି । ୧୫ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ଅଳକା ମହାନ୍ତିଙ୍କୁ ୭୧୬୬୭ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସର କିଶୋର ପଟେଲ ୨୦୦୮୫ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବିଜେପିର ରାଧାରାଣୀ ପଣ୍ଡା ଙ୍କୁ
Read More...

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ୍‌

ଦଶପଲ୍ଲା : ନିଜ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ହତ୍ୟା କରିବା ମାମଲାର ଶୁଣାଣି କରି ସ୍ୱାମୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତିି ନୟାଗଡ଼ ଜିଲ୍ଲା ଜଜ୍‌ ରୁପଶ୍ରୀ ଚୌଧୁରୀ । ପ୍ରାପ୍ତ ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କେସରସିଂ ଗ୍ରାମର
Read More...

ନୟାଗଡରେ ଜିଲ୍ଲାସ୍ତରୀୟ ପରୀକ୍ଷା ପର୍ବ ସଚେତନତା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ମନରୁ ଦୂରହେବ ପରୀକ୍ଷା ଭୟ

ଦଶପଲ୍ଲା : ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ସୃଷ୍ଟି ହୋଇଥାଏ ଅହେତୁକ ଭୟ । ପରୀକ୍ଷା ଏବଂ ପରୀକ୍ଷା ପରବର୍ତ୍ତୀ ସମୟରେ ଶିକ୍ଷକ, ପିତାମାତା ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ ପରୀକ୍ଷା ଜନିତ ଭୟ, ଅବସାଦ ଏବଂ ଆତ୍ମହତ୍ୟା ଭଳି ବିଚାର ଉତ୍ପନ୍ନ ହୋଇଥିବା
Read More...

ବିଶ୍ୱ ବାଇସାଇକେଲ ଦିବସ ପାଳିତ

ଫୁଲବାଣୀ: ଫୁଲବାଣୀ ସହରର ସ୍ଥାନୀୟ ମାଦିକୁଂଦା ଛକ ଫୁଲବାଣୀ ଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ବାଇସାଇକେଲ ଦିବସ ପାଳିତ ହୋଇଯାଇଛି । ଏ ନେଇ ଏକ ସାଇକେଲ ରାଲିର କାର୍ଯ୍ୟକ୍ରମ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଡେପୁଟି ଜ଼ିଲ୍ଲାପାଳ ବୁନା ପ୍ରଧାନ
Read More...

କନ୍ଧମାଳ ଜିଲ୍ଲାରେ ୭୩ଟି ହାଇସ୍କୁଲର ଭର୍ଚୁଆଲରେ ଉଦଘାଟନ କରିବେ ଆଜି ମୁଖ୍ୟମନ୍ତ୍ରୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ହାଇସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ଶେଷ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଏହାକୁ ଉଦଘାଟନ କରିବେ । ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ୟୁଜିଏଚଏସ ବିରିଗାଁ,
Read More...

ଆରମ୍ଭ ହେଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା, ଜିଲ୍ଲା କୋଷାଗାରରୁ ବାହାରିଲେ ୧୦୮ ଭରିର ସୁନାନାଗ

ସୁବର୍ଣ୍ଣପୁର : ଚଳିତ ବର୍ଷ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସୁବର୍ଣ୍ଣପୁର ସହରରେ ବହୁ ଆଡମ୍ବରରେ ଆୟୋଜିତ ହୋଉଛି । ୨ରୁ ୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶୀତଳଷଷ୍ଠୀ ଯାତ୍ରା ନେଇ ସହର ଚଳଚଞ୍ଚଳ ହୋଇଉଠିଛି । ପ୍ରତିବର୍ଷ ପରି ୧୦୮ ଭରିର ସୁନାନାଗ ଦର୍ଶନ ଉକ୍ତ ଯାତ୍ରାର ମୁଖ୍ୟ
Read More...

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ

ଭଦୋଦରା: ଗୁଜରାଟରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରୀରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି । ଭଦୋଦରାରେ ଥିବା ଦୀପକ ନାଇଟ୍ରେଟ ଫ୍ୟାକ୍ଟ୍ରୀରେ କାମ ଚାଲିଥିବା ବେଳେ ଏପରି ଘଟଣା ଘଟିଛି । ଏକାଧିକ ଅଗ୍ନିଶମ ଗାଡି ଓ ପୁଲିସ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେମାନେ ନିଆଁକୁ ଆୟତ୍ତ
Read More...

ପ୍ରସିଦ୍ଧ ସନ୍ତୁର ବାଦକ ଭଜନ ସୋପୋରୀଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରିଙ୍କ ପରଲୋକ ଘଟିଛି । ଜଣେ ସନ୍ତୁର ବାଦକ ସହ ସଂଗୀତ ନିର୍ଦ୍ଦେଶକ ଭାବେ ପଣ୍ଡିତ ଭଜନ ସୋପୋରି ବେଶ ଖ୍ୟାତି ଅର୍ଜନ କରିଥିଲେ । ୭୪ ବର୍ଷୀୟ ପଣ୍ଡିଜ ଭଜନ ଦୀର୍ଘଦିନ ହେଲା ଗୁରୁଗ୍ରାମ ସ୍ଥିତି ଫୋର୍ଟିସ ହସ୍ପିଟାଲରେ ଚିକିତ୍ସିତ
Read More...