Yearly Archives

2022

ପଶ୍ଚିମ ଓଡିଶା ନେତା ହୋଇପାରନ୍ତି ପିସିସି ସଭାପତି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ୧୨ ତୁଗଲକ ଲେନ ରାହୁଲ ଗାନ୍ଧୀଙ୍କ ଘରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ସମସ୍ତଙ୍କ ସହିତ ଆଲୋଚନା କରିଛନ୍ତି ରାହୁଲ । ରାଜ୍ୟ ପିସିସିକୁ ଖୁବଶୀଘ୍ର ମିଳିବ ନୂଆ ଚେହେରା । ରାଜ୍ୟ ପିସିସି ପରିବର୍ତ୍ତନ ସହ ସାଂଗଠନିକ ସ୍ଥିତି ନେଇ ଚର୍ଚ୍ଚା ହୋଇଛି ।
Read More...

ଶ୍ରମିକ ସଂଘ ପକ୍ଷରୁ ସର୍ବନିମ୍ନ ମଜୁରୀ ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର : ଆଜି ଦିନ ୧୧ ଘଣ୍ଟା ସମୟରେ ସୋନପୁର ବାଲାଜି ସ୍ପିନିଂ ମିଲ ଶ୍ରମିକ ସଂଘର ଏକ ଜରୁରୀକାଳୀନ ବୈଠକ ବସିଥିଲା । ଏଥିରେ ସଂଘର ସଭାପତି ଯୋଗେନ୍ଦ୍ର ପଣ୍ଡା, ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସହ ଉପଦେଷ୍ଟା ବଳଦେବ ବେଦବାକ, ସୁରେଶ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ମିଲ କର୍ତ୍ତୃପକ୍ଷ
Read More...

ଜାଣନ୍ତୁ,ଏଥର ରାଷ୍ଟ୍ରପତି ନିର୍ବାଚନରେ କେତେ ରହିବ ସାଂସଦଙ୍କ ଭୋଟ୍‌ ମୂଲ୍ୟ

ନୂଆଦିଲ୍ଲୀ,୯/୫ : ଆଉ ମାତ୍ର ଦୁଇ ମାସ ପରେ ଆସନ୍ତା ଜୁଲାଇରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ । ନୂଆ ରାଷ୍ଟ୍ରପତି କିଏ ହେବେ,ତାହାକୁ ନେଇ ଏବେଠୁ କଳ୍ପଜଳ୍ପନା ଆରମ୍ଭ ହୋଇଗଲାଣି । ଦେଶର ଏହି ପ୍ରଥମ ନାଗରିକ ପଦ ପାଇଁ କେତେଜଣଙ୍କ ନାମ ଇତିମଧ୍ୟରେ ଚର୍ଚ୍ଚାକୁ ମଧ୍ୟ ଆସିଲାଣି । ଏଭଳି
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଏଏସଆଇର ସତ୍ୟପାଠ : ନିର୍ମାଣ ପାଇଁ ଆମେ ଅନୁମତି ଦେଇନୁ

କଟକ,୯/୫ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିସରରେ ନିର୍ମାଣ କାର୍ଯ୍ୟ ପାଇଁ ଆମେ କୌଣସି ପ୍ରକାର ଅନୁମତି ଦେଇ ନାହୁଁ । ଆଜି ହାଇକୋର୍ଟଙ୍କୁ ରୋକଠୋକ ଜଣାଇଦେଇଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) । ପୁର୍ବ ନିର୍ଦ୍ଦେଶ ଅନୁଯାୟୀ,ଆଜି ଏଏସଆଇ କୋର୍ଟରେ ଦାଖଲ କରିଥିବା
Read More...

ଗନ୍ଧରାଡି ମହୋତ୍ସବ ୨୦୨୨ ପାଇଁ ପ୍ରସ୍ତୁତି ବୈଠକ

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଡି ପୀଠ ପ୍ରାଙ୍ଗଣରେ ଗନ୍ଧରାଡି ମହୋତ୍ସବ-୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ଅସ୍ଥାୟୀ ସଭାପତି ନବୀନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅଧ୍ୟାପକ ପ୍ରଭାତ ଶତପଥି
Read More...

ମାଧ୍ୟମିକ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର : ମାଧ୍ୟମିକ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ କରି ସୁବର୍ଣ୍ଣପୁର ଜିଲ୍ଲା ମାଧ୍ୟମିକ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ ମାର୍ଚ୍ଚ ମାସରେ ହୋଇଥିବା ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଦୁର୍ନୀତି
Read More...

ହରିଶଙ୍କର ବୈଶାଖ ମେଳାର ମାନବୃଦ୍ଧି ଦାବୀ ନେଇ କୋଶଳ ମୁକ୍ତି ମୋର୍ଚ୍ଚାର ଧାରଣା

ପାଟଣାଗଡ: ଉପଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହେବା ପରେ କାର୍ଯ୍ୟାଳୟ ସମ୍ମୁଖରେ ହରତାଳ ଧାରଣା ଦେଲା କୋଶଳ ମୁକ୍ତି ମୋର୍ଚ୍ଚା ପାଟଣାଗଡ ।଼ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ଐତିହାସିକ ବୈଶାଖ ମେଳାର ମାନବୃଦ୍ଧି ପାଇଁ ଏକ କୋଟି ଟଙ୍କା ମଞ୍ଜୁର ଓ ମେଳାକୁ ରାଜ୍ୟ ସ୍ତରୀୟ ମାନ୍ୟତା
Read More...

ନବରଙ୍ଗପୁର ଜିଲ୍ଲାର ନୂତନ ଏସପି ଏସ. ସୁଶ୍ରୀଙ୍କ କାର୍ଯ୍ୟଭାର ଗ୍ରହଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଏସପି ଭାବେ ୨୦୧୮ ଆଇପିଏସ ବ୍ୟାଚର ଏସ. ସୁଶ୍ରୀ ଆଜି ପୂର୍ବାହ୍ନରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଜିଲ୍ଲା ଏସପି ଅଫିସ ଠାରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ମିଡ଼ିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଜିଲ୍ଳାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ
Read More...

ଧୋନୀ କହିଲେ ସମସ୍ତେ ଶୁଣନ୍ତି, ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କ ମାଷ୍ଟରକ୍ଲାସ୍ ନେଲେ କ୍ୟାପଟେନ୍ କୁଲ

ମୁମ୍ବାଇ : ଆଇପିଏଲ ୨୦୨୨ରେ ଏକ ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଚେନ୍ନାଇ ସୁପରକିଙ୍ଗ୍‌ସ ୯୧ ରନରେ ହରାଇ ନିଜର ପ୍ଲେ ଅଫ୍ ଆଶା ଉଜ୍ୱୀବିତ ରଖିଛି । ମ୍ୟାଚ୍‌ରେ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ମଧ୍ୟ ଦର୍ଶକ ଦେଖିବାକୁ ପାଇଥିଲେ । ମ୍ୟାଚ୍ ଶେଖରେ ଏମ୍‌ଏସ୍ ଧୋନୀ ଦିଲ୍ଲୀ
Read More...

ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ କେ.ସୁଦର୍ଶନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ କେ. ସୁଦର୍ଶନଙ୍କ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ କାର୍ଯ୍ୟରତ ଉଦ୍ୟାନ କୃଷି ଉପ
Read More...