Yearly Archives

2022

୧୨ ଦଫା ଦାବି ନେଇ ଆଶା କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଘୁ.ଉଦୟଗିରି: ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ନିଷ୍ପତ୍ତି ଓ ଭାରତୀୟ ମଜଦୂର୍‌ ସଂଘର ସହମତି କ୍ରମେ ୧୨ ଦଫା ଦାବି ପୂରଣ ନିମନ୍ତେସାରା ରାଜ୍ୟର ସମସ୍ତ ଆଶାକର୍ମୀ ବିଭିନ୍ନ ମେଡ଼ିକାଲ ପରିସରରେ ୨୯ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତିି । ଏହି କ୍ରମରେ
Read More...

ନାକ୍‌ ଟିମ୍‌ର ଏସକେସିଜି କଲେଜ ପରିଦର୍ଶନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଶାର ଦ୍ୱିତୀୟ ପୁରାତନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟକୁ ଦୁଇ ଦିନିଆ ୩ ଜଣିଆ ନାକ୍‌ ଟିମ ପରିଦର୍ଶନ କରିଛନ୍ତି ।ଏହି ମହା ବିଦ୍ୟାଳୟକୁ ପରିଦର୍ଶନ ପାଇଁ ଆର କେ ରାଓଙ୍କ ନେତୃତ୍ୱରେ
Read More...

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଡଃ ସୁରେଶ ଚନ୍ଦ୍ର ଦଳେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାର ନିର୍ବାଚନ ଓ ରାଜସ୍ୱ ବିଭାଗ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି । ସେ ଏହି ପରିପ୍ରେକ୍ଷୀରେ
Read More...

ସୁପ୍ରିମକୋର୍ଟର କଡ଼ା ତାଗିଦ ସତ୍ତେ୍ୱ୍ୱ ଆନ୍ଦୋଳନ, ବନ୍ଦ ରହିଲା କୋର୍ଟ କଚେରୀ

ସମ୍ବଲପୁର : କୋର୍ଟ କଚେରୀ ବନ୍ଦ ଆନ୍ଦୋଳନରୁ ବିରତ ରହିବାକୁ ସୁପ୍ରିମକୋର୍ଟର କଡ଼ା ତାଗିଦ ସତ୍ତେ୍ୱ ସମ୍ବଲପୁରରେ ଆଜି ଓକିଲ ଓ ଜନସାଧାରଣଙ୍କ ପକ୍ଷରୁ ଆନ୍ଦୋଳନ ଅବ୍ୟାହତ ରହିଛି । ସବୁ ଦିନପରି ଜିଲ୍ଲା ଜଜ ନିଜ ସହଯୋଗୀ ମାନଙ୍କ ସହିତ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଆସି କଚେରୀ ଛକଠାରେ
Read More...

ବୌଦ୍ଧ ଜିଲ୍ଲାର ଜଳସେଚନ ସମସ୍ୟା ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ : ନଦନଦୀରେ ପରିପୂର୍ଣ୍ଣ ବୌଦ୍ଧ ଜିଲ୍ଲା ରକ୍ଷଣା ବେକ୍ଷଣ ଅଭାବରୁ ବୌଦ୍ଧ ଜିଲ୍ଲାର ଚାଷୀ ବାରମ୍ବାର ମରୁଡିର ସମ୍ମୁଖୀନ ହେଉଛନ୍ତି । ଭାରତୀୟ କିଷାନ ସଂଘ ଆଜକୁ ପ୍ରାୟ ୧୧ ବର୍ଷ ହୋଇ ସାଲୁଙ୍କି ନଦୀର ଗମ୍ଭିରା ଦରହଠାରେ ଏକ ଜଳ ଭଣ୍ଡାର ନିର୍ମାଣ ଦାବିକୁ ସରକାର ଅଣଦେଖା କରି ଆସୁଛନ୍ତି
Read More...

୭ଦଫା ଦାବିରେ ଆଶା କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବାଲିଗୁଡ଼ା : ୭ ଦଫା ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସମୁହ ଆଶା କର୍ମୀ । ଆଶା କର୍ମୀ ମାନଙ୍କର ଦୀର୍ଘ ଦୀନର ନ୍ୟାର୍ଯ୍ୟ ଦାବି ପୂରଣ ହୋଇନଥିବାରୁ ଭାରତୀୟ ମଜଦୁର ସଂଘ
Read More...

ମୋଡେଲ ଅଙ୍ଗନୱାଡି କେନ୍ଦ୍ର ଓ ପାଠାଗାର ଉଦଘାଟନ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଅନ୍ତର୍ଗତ କରୁଆଁଝର ପଞ୍ଚାୟତ ଝଲିଆଲିଟି ଅଙ୍ଗନୱାଡି କେନ୍ଦ୍ରକୁ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ତରଫରୁ କରୁଆଁଝର ପଞ୍ଚାୟତ ର ଏହି ଅଙ୍ଗନୱାଡି କେନ୍ଦ୍ରକୁ ମୋଡେଲ କେନ୍ଦ୍ର କରାଯାଇଛି । ଏହି କେନ୍ଦ୍ର କୁ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ
Read More...

ଝିଅକୁ ହତ୍ୟା ଅଭିଯୋଗ ଆଣିଲେ ବାପା

ବଲାଙ୍ଗୀର: ଜ୍ୱାଇଁ ଓ ଶାଶୁ ଘରଲୋକ ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ଝିଅର ବାପା ଦେବ ପଧାନ । ଅଭିଯୋଗ ଅନୁସାରେ,ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗ୍ରାମର ଦେବଙ୍କ ଝିଅ ରୁକୁଣୀ ଏପ୍ରିଲ ୨୦୨୧ରେ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପୁଆ ଗ୍ରାମର ରଞ୍ଜନ
Read More...

ପୁଣି ବଢ଼ିଲା ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ୍‌ ଅବଧି

କଟକ: ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍‌ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବା ଅବଧିକୁ ପୁଣି ମାସେ ବଢ଼ାଇ
Read More...

ଡିସେମ୍ବର ୯ରୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା । ଡିସେମ୍ବର ୯ରୁ ଆରମ୍ଭ ହେବ ମୂଲ୍ୟାୟନ। ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ। ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତା ଦେଖା ହେବ । ୧୦ ଦିନରେ ଖାତା ଦେଖା ସାରିବା ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି
Read More...