Yearly Archives

2022

ପ୍ରଖ୍ୟାତ କଣ୍ଠଶିଳ୍ପୀ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ସୁବର୍ଣ୍ଣପୁର : ମହାନଦୀ ସାହିତ୍ୟ ସଂସଦ ପ୍ରେକ୍ଷାଳୟରେ ଓଡ଼ିଶାର ବରେଣ୍ୟ କଣ୍ଠଶିଳ୍ପୀ ସଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଂଜଳି ସଭାରେ ଅନୁଷ୍ଠାନର ଉପ ସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ର…
Read More...

ଲଙ୍କାପୋଡି ଯାତ୍ରାର ୮ମ ଦିବସ ; ନାଗଫାସ ବନ୍ଧନ ଓ କୁମ୍ଭକର୍ଣ୍ଣ

ଦଶପଲ୍ଲା : ଲଙ୍କାପୋଡି ଯାତ୍ରାର କୁମ୍ଭକର୍ଣ୍ଣ ବଧ ପ୍ରସଙ୍ଗଟି ସବୁଠାରୁ ଆକର୍ଷଣୀୟ ଓ ସବୁଠାରୁ ସଂଘର୍ଷମୟ ଅଧ୍ୟାୟ । ଯୁଦ୍ଧ ଆରମ୍ଭ ପୂର୍ବରୁ ଶ୍ରୀ ରାମଚନ୍ଦ୍ର ଦୂତ ଭାବରେ ଚିଟାଉ ଦେଇ ଅଙ୍ଗଦଙ୍କୁ ରାବଣ ପାଖକୁ ପ୍ରେରଣ କରନ୍ତି । ମାତ୍ର ଲଙ୍କାପତି ରାବଣ ଭ୍ରୁକ୍ଷେପ କରେନାହିଁ । ଏଣୁ…
Read More...

ଆତଙ୍କୀ ହମଲାରେ ରେଳବାଇ ପୁଲିସ୍‌ ମୃତ

ପୁଲୱାମା: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା କାକାପୋରାରେ ଆଜି ଆତଙ୍କବାଦୀମାନେ ପୁଣିଥରେ ହମଲା କରିଛନ୍ତି । ଏଥିରେ ଜଣେ ରେଳବାଇ ପୁଲିସ ଅଧିକାରୀ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଏହି ଦୁଇ ଆରପିଏଫ ଅଧିକାରୀ କାକାପୋରା ଠାରେ ଛିଡା ହୋଇଥିବା ବେଳେ ଆତଙ୍କବାଦୀମାନେ…
Read More...

ମନୋଜ ପାଣ୍ଡେ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଲେପ୍ଟନାଣ୍ଟ ଜେନେରାଲ୍‌ ମନୋଜ ପାଣ୍ଡେ ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ଏଥିସହ ପ୍ରଥମ ଥର ଲାଗି ଜଣେ ସେନା ଇଂଜିନୟରଙ୍କୁ ସ୍ଥଳବାହିନୀର ମୁଖ୍ୟ ଭାବେ ଚୟନ କରାଯାଇଛି । ଏପ୍ରିଲ ୩୦ରେ ସେନାମୁଖ୍ୟ ଜେନେରାଲ୍‌ ମୁକୁନ୍ଦ ନରଭାଣେଙ୍କର କାର୍ଯ୍ୟକାଳ…
Read More...

ବାଲୁକା କଳା ମାଧ୍ୟମରେ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ : ବିଶିଷ୍ଟ କଣ୍ଠ ଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ କରଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛ଼ି । ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଫୁଲ କରଙ୍କ ବିୟୋଗ ରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା…
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୧୮/୪- ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧ ଦ୍ୱାରା ଶିଳ୍ପ ତାଲିମ ସରକାରୀ ଅନୁଷ୍ଠାନ ବୌଦ୍ଧ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧର ସଚିବ ଚରଣଜିତ ଓରାମଙ୍କ ଦ୍ୱାରା ପରିଚାଳିତ ହୋଇଯାଇଛି । ଆମ…
Read More...

ସାହାସ ଓ ଆତ୍ମ ବିଶ୍ୱାସ ହିଁ ନାରୀ ସୁରକ୍ଷାର ମହାମନ୍ତ୍ର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଟିକାବାଲି ଏମସିଏସ କଲେଜର ଅଧ୍ୟକ୍ଷ ତଥା ଜିଲ୍ଲା…
Read More...

ପୁଣି ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା । ଅଟୋମେଟିକ ମେକାନିଜିମ ଆଧାରରେ ବସ୍‌ ଭଡ଼ା ବଢିଛି । ବସ୍‌ ଭଡା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସୂଚନା ଅନୁସାରେ ସାଧାରଣ ଓ…
Read More...

ବିଦ୍ୟୁତ୍‌ ଆଘାତରେ ଯୁବକ ଆହତ, ମେଡିକାଲରେ ଭର୍ତ୍ତି

ଘୁ.ଉଦୟଗିରି : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପଛ ପଟେ ଥିବା ହାଟ ପଦା ସାହି ଝୁମୁକା ନାୟକଙ୍କ ଭାଇ ମୁନା ନାୟକ ବିଦ୍ୟୁତ୍‌ ଆଘାତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଆଜି ସକାଳେ ମୁନା ନିଜ ଘର ସାମନାରେ ଥିବା ଟ୍ରାନ୍ସଫର୍ମର ନିକଟରେ କିଛି…
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: କୋଭିଡ କଟକଣା ହେତୁ ଦୀର୍ଘ ଦିନରୁ ସ୍ଥଗିତ ରହିଥିବା ଯୁଗ୍ମ ଅଭିଯୋଗ ଶୁଣାଣି ପୁନର୍ବାର ପୂର୍ବପରି ଚାଲୁ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ଶ୍ରୀମତୀ…
Read More...