Yearly Archives

2022

ଆଇପିଏଲ ମେଗା ନିଲାମ ପାଇଁ ବଡ ଘୋଷଣା କଲା ବିସିସିଆଇ, ବିଡ୍‌ରେ ସାମିଲ ହେବେ ଏତିକି ଖେଳାଳି

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ର ମେଗା ନିଲାମ ସହ ଜଡିତ ବଡ ଘୋଷଣା ଆଜି କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଦ୍ୱାରା କରାଯାଇଛି । ଦୁଇ ଦିନିଆ ମେଗା ନିଲାମ ପାଇଁ ଆଇପିଏଲ୍‌ ୨୦୨୨ ମେଗା ନିଲାମର ତାଲିକା ଚୂଡାନ୍ତ ହୋଇଛି । ଆଇପିଏଲ୍‌ ୨୦୨୨ ର ମେଗା…
Read More...

ଖୋଲିବ ଡିଜିଟାଲ୍‌ ବିଶ୍ୱ ବିଦ୍ୟାଳୟ, ପିଏମ୍‌-ଇ ବିଦ୍ୟା ୨୦୦ ଚ୍ୟାନେଲକୁ ହେବ ବିସ୍ତାର

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ବଜେଟରେ ଡିଜିଟାଲ ଶିକ୍ଷା ତଥା ଅନଲାଇନ୍‌ ଶିକ୍ଷା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ କରୋନା ଅବଧିରେ ଶିକ୍ଷାର ଅନେକ କ୍ଷତି ହୋଇଛି, ତେଣୁ ଇ-ବିଷୟବସ୍ତୁ ଏବଂ ଇ-ଲର୍ନିଂକୁ ଉତ୍ସାହିତ…
Read More...

ଜିଲ୍ଲାରେ ବୁଲିଲା କୋଭିଡ୍‌ ଟିକାକରଣ ଅଭିଯାନ ସଚେତନତା ରଥ

ନବରଙ୍ଗପୁର: କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟିକାକରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏକ ସଚେତନ ରଥ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା…
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ଼ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ବୃଷକେତୁ ଦାଶଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ଅତିଥି ପରିଚୟ ଓ…
Read More...

ଖୁବଶୀଘ୍ର ଆରମ୍ଭ ହେବ ୫-ଜି ସେବା, ଗାଁରେ ପହଞ୍ଚିବ ଅପ୍ଟିକାଲ୍‌ ଫାଇବର

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ ଦେଶରେ ୫ଜି ଏବଂ ଅପ୍ଟିକାଲ ଫାଇବର ସେବା ବିଷୟରେ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୨୦୨୨-୨୩ ବର୍ଷରେ ୫ଜ ମୋବାଇଲ୍‌ ସେବା ପାଇଁ ସ୍ପ୍ରେକ୍ଟ୍ରମ୍‌ ନିଲାମ ହେବ ।…
Read More...

କେନ୍ଦ୍ର ବଜେଟ : ଆଗାମୀ ତିନିବର୍ଷରେ ଚାଲିବ ୪୦୦ ବନ୍ଦେ ଭାରତ ଟ୍ରେନ୍‌

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରୁଛନ୍ତି । ଏହି ବଜେଟରେ ୧୬ ଲକ୍ଷ ଚାକିରି ଯୁବକମାନଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୁତି ରଖିଛନ୍ତି । ଆସନ୍ତା ୨୫ ବର୍ଷ ପାଇଁ ଏହି ବଜେଟରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି କୁହାଯାଇଛି…
Read More...

ବଜେଟ : ଏଣିକି ଡାକଘର ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ହୋଇପାରିବ ଅନଲାଇନ ଟଙ୍କା ଟ୍ରାନ୍ସଫର

ନୂଆଦିଲ୍ଲୀ : କରୋନା ଅବଧିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱିତୀୟ ଥର ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି । ଏହି ସମୟରେ ସେ ଡାକ ବିଭାଗର ଡିଜିଟାଇଜେସନ୍‌ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଡାକଘରଗୁଡ଼ିକ ବର୍ତ୍ତମାନ ସମ୍ପୂର୍ଣ୍ଣ ଡିଜିଟାଲ୍‌ ହେବ ।…
Read More...

ବଜେଟରେ କୃଷକମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ଆଜି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୨-୨୩ ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କୁ ଡିଜିଟାଲ ସେବା ଦିଆଯିବ, ତୈଳବୀଜ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଅଭିଯାନ ଆରମ୍ଭ ହେବ । ଏହା ବ୍ୟତୀତ ରାସାୟନିକ ମୁକ୍ତ…
Read More...

ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର

ପୁରୀ : ଆଜି ଠାରୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ୨୦ ଦିନର ବ୍ୟବଧାନ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇଛି ମିଳନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜାନୁଆରୀ ୧୦ ତାରିଖରୁ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ଏବେ ସଂକ୍ରମଣ ସ୍ଥିତିରେ ସୁଧାର…
Read More...

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ଦଶପଲ୍ଲା : - ପୂଜ୍ୟ ପୂଜା ସମିତି ମଧ୍ୟ ଖଣ୍ଡ ପକ୍ଷରୁ ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ମଧ୍ୟଖଣ୍ଡ ହାଇ ସ୍କୁଲ ପ୍ରାଙ୍ଗଣରେ ପୂଜ୍ୟପୂଜା ସଂସଦର ସଭାପତି ଆଦେଇତ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ…
Read More...