Yearly Archives

2022

ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି
Read More...

ଓ୍ଵେଷ୍ଟଇଣ୍ଡିଜ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ ୨୬।୦୧: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ରୋହିତ ଶର୍ମା ଦଳକୁ ଫେରିଛନ୍ତି। ସେ ଉଭୟ ଦିନିକିଆ ଏବଂ ଟି-୨୦ ସିରିଜ୍‌ରେ ଦଳର ନେତୃତ୍ଵ ନେବେ। କେଏଲ ରାହୁଲ ଉପ ଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ପୂର୍ବତନ ଅଧିନାୟକ ବିରାଟ
Read More...

ବୌଦ୍ଧ ଜ଼ିଲ୍ଲାସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ବୌଦ୍ଧ: ବୌଦ୍ଧ କଚେରୀ ପଡିଆଠାରେ ୭୩ତମ ଜ଼ିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜ଼ିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ପୋଲିସ ବାହିନୀର ଅଭିବାଦନ ଗ୍ରହଣ ପୂର୍ବକ ଉଦବୋଧନ ଦେଇ ସ୍ୱାଧିନତା
Read More...

ଲମ୍ବା ଚାଲି ପକାଇ ବିରୋଧୀଙ୍କ ଅପପ୍ରଚାରକୁ ରୋକ ଦେଲେ ନବୀନ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବରେ ଓଡିଶାବାସୀଙ୍କୁ ଗୋଟିଏ ଚମତ୍କାର ବାର୍ତ୍ତା ଦେଇଛନ୍ତି । ନବୀନ ଜଣାଇ ଦେଇଛନ୍ତି ମୁଁ ଆପଣଙ୍କ ପାଇଁ ଫିଟ ଅଛି, ବଞ୍ଚିଥିବା ଯାଏ ଆପଣଙ୍କ ସେବାରେ ଥିବି । ବିରୋଧୀଙ୍କୁ ବୁଝେଇଦେବେ ଆପଣ
Read More...

ଗୁମ୍ମା ଘାଟିରେ ଓଲଟିଲା ଏଲପିଜି ଟ୍ୟାଙ୍କର

ରାୟଗଡା: ବିଶାଖାପାଟଣମରୁ କାେରାପୁଟ ଅଭିମୁଖେ ଯାଉଥିବା ଏକ ଏଚପି ଏଲପିଜି ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡା ଥାନା ଅନ୍ତର୍ଗତ କୁମ୍ଭିକୋଟା ଫାଣ୍ଡି ଅଧିନସ୍ଥ ଗୁମ୍ମା ଘାଟି ନିକଟରେ ଆଜି ଓଲଟି ପଡିଛି । ତେବେ ଘଟଣାରେ କେହି ମୃତାହତ ତଥା ଗୁରୁତର ଆହତ
Read More...

“ନିୟତି’ ପକ୍ଷରୁ ଜନରାଜ୍ୟ ଦିବସ ପାଳିତ

ପାରଳାଖେମୁଣ୍ଡି : ରାଣିପେଣ୍ଠସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ ନିୟତି ଆନୁକୁଲ୍ୟରେ ୭୩ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ସେବାନିବୃତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାଣିଗ୍ରାହୀ ଯୋଗଦାନ କରି ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ ଏବଂ ଉଜ୍ଜୀବିତ
Read More...

ଦେଶୀ ମଦ ଜବତ , ଜଣେ ଗିରଫ

ଦଶପଲ୍ଲା : ଦଶପଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗତକାଲି ଚଢଉ କରାଯାଇ ଏକ ସାଇକେଲ ସହ ସହ ୨୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସ୍ଥାନୀୟ ତଅଁଳା ସାହି ଗ୍ରାମର ତ୍ରିନାଥ ବେହେରା । ସେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସାଇକେଲ
Read More...

ଜିଲ୍ଲା ପ୍ରେସ କ୍ଲବଠାରେ ସାଧାରଣତନ୍ତ୍ର ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀ ପ୍ରେସକ୍ଲବଠାରେ ୭୩ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରେସକ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ୧୯ ୫୦ ମସିହା ଆଜିର ଦିନରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହୋଇଥିଲା । ଏଣୁ
Read More...

ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପତାକା ଉତ୍ତୋଳନ

ବୌଦ୍ଧ :ବୌଦ୍ଧ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ଓ ଗଣତନ୍ତ୍ରର ଗରିମା ଉପରେ କହିବା ସହିତ
Read More...

ବାପା ହେଲେ ଯୁବରାଜ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଅର୍ଥାତ୍ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ପତ୍ନୀ ହେଜେଲ । ଗତକାଲି ଯୁବିଙ୍କ ଘରକୁ ଆସିଛନ୍ତି ନୂଆ ଅତିଥୀ । ଟ୍ୱିଟ କରି ଏନେଇ ନିଜେ ସ୍ପଷ୍ଟ କରିଛନ୍ତି ଯୁବରାଜ । ଫ୍ୟାନ୍ସ ସହ
Read More...