Yearly Archives

2022

ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର: ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଗତବର୍ଷ ପ୍ରଥମ ଭାରତୀୟ ଭାବେ ପାରା ଅଲମ୍ପିକ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତି ସେ ଚର୍ଚ୍ଚାକୁ ଆସିଥିଲେ । ୨୦୨୧ ଅକ୍ଟୋବରରେ ପ୍ରମୋଦଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ମିଳିଥିଲା ।
Read More...

ନିର୍ମଳାଙ୍କ ବଜେଟ ଟିମ୍‌ରେ ଅଛନ୍ତି ଏହି ୬ ସଦସ୍ୟ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଆଗତ ହେବ କେନ୍ଦ୍ର ବଜେଟ । ବଜେଟକୁ ନେଇ ନାନା କଳ୍ପନାଜଳ୍ପନା ଇତିମଧ୍ୟରେ ଆରମ୍ଭ ହୋଇଯାଇଛି । ବଜେଟରେ କାହା ପାଇଁ କ’ଣ ରହିବ,ତାହା ଜାଣିବା ପାଇଁ ସବୁ ମହଲରେ ଉକ୍ରଣ୍ଠା ଦେଖାଦେଇଛି । ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା
Read More...

ଆଇସ୍‌କ୍ରିମ କାଠି କଳାକୃତିରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା

ପୁରୀ : ପୁରୀ କୁମୁଟିପାଟଣାର ଯୁବଶିଳ୍ପୀ ତଥା ଇଲେକ୍ଟ୍ରିକାଲ ଡିପ୍ଲୋମା ତୃତୀୟ ବର୍ଷ ଛାତ୍ର ବିଶ୍ୱଜିତ ନାୟକ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ନିଆରା ସୁନ୍ଦର କଳାକୃତି କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ବିଶ୍ୱଜିତ ଆଇସକ୍ରିମ କାଠିରେ ଏହି କଳାକୃତି କରିଛନ୍ତି ।୬ ୭୫ଟି
Read More...

ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ବୀରତ୍ୱ ପାଇଁ ମେଡାଲ ଘୋଷଣା କରିଛନ୍ତି । ଏବର୍ଷ ୩୮୪ ଜଣଙ୍କୁ ଏହି ପୁରସ୍କାର ମିଳିବ । ଭାରତୀୟ ଆଥଲେଟ ନୀରଜ ଚୋପ୍ରାଙ୍କୁ ମିଳିଛି ପରମ ବିଶିଷ୍ଟ ସେବା ମେଡାଲ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଏକ ବିଶେଷ ଉତ୍ସବରେ ଆସନ୍ତାକାଲି ଏହି ମେଡାଲ
Read More...

ମାଗଣା ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ : କେନ୍ଦ୍ର ଓ ଇସିଙ୍କୁ ନୋଟିସ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଦଳମାନଙ୍କର ସବୁଠୁ କାମ । ପ୍ରଲୋଭିତ କରିବା ପାଇଁ ସେମାନେ ବିଭିନ୍ନ ତରିକା ଅବଲମ୍ବନ କରିଥାନ୍ତି । ତା ଭିତରୁ ଗୋଟିଏ ହେଲା ମାଗଣା ଯୋଜନା । ଏହି ମାଗଣା ଯୋଜନା ଏବେ କାଠଗଡ଼ାରେ । ସୁପ୍ରିମକୋର୍ଟ ଦଳଗୁଡ଼ିକର ଏଭଳି ଯୋଜନାକୁ
Read More...

ସାଧାରଣତନ୍ତ୍ର ଦିବସ ପାଇଁ ଜାରିହେଲା ଗାଇଡଲାଇନ, ଏତିକି ଲୋକରେ ଉଡାଇପାରିବେ ପତାକା

ଭୁବନେଶ୍ୱର: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍‌ଆରସି)ଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ, ସାଧାରଣତନ୍ତ୍ର ଦିବସରେ ବ୍ୟକ୍ତିଗତ ଭାବେ ନିଜ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ଦିଆଯାଇଛି। ଆନୁଷ୍ଠାନିକ ଭାବେ
Read More...

ତପସ୍ୱିନୀଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟଙ୍କ ନୋଟିସ

କଟକ: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ସୁମିତ୍-ତପସ୍ୱିନୀ ବିବାଦ ମାମଲା । ତପସ୍ୱିନୀଙ୍କୁ ପକ୍ଷ ରଖିବାକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ମାମଲାର ଶୁଣାଣି ଫେବୃୟାରୀ ୮ ତାରିଖରେ ହେବ । ତେବେ ସୁମିତ ଜଣେ ଅସହାୟ ସ୍ୱାମୀ ଓ ତାଙ୍କ ପିତା ସିନିୟର ସିଟିଜେନ ଦର୍ଶାଇଛନ୍ତି ସୁମିତଙ୍କ ଆଇନଜୀବୀ
Read More...

ଓଡିଶାର ୨୨ ଜଣ ପାଇବେ ପୋଲିସ ମେଡାଲ

ଭୁବନେଶ୍ୱର :ସାଧାରଣତନ୍ତ୍ର ଦିବସରେ ଓଡିଶାର ୨୨ ଜଣ ପୋଲିସ କର୍ମଚାରୀ ପାଇବେ ପୋଲିସ ମେଡାଲ । ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ କରାଯାଇଛି। ଯାହା
Read More...

ଆଶାୟୀଙ୍କୁ ନାମାଙ୍କନ ପାଇଁ ଦ୍ୱିତୀୟ ସୁଯୋଗ ଦେଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେଉଁ ସବୁ ସ୍ଥାନରେ ୱାର୍ଡମେମ୍ବର, ସମିତି ସଭ୍ୟ ଓ ସରପଞ୍ଚ ପଦ ପାଇଁ କୌଣସି
Read More...

ବାଲି ଟ୍ରକ ଧକ୍କାରେ ଡାଲା ଅଟୋ ଚୁରମାର; ମହିଳା ବ୍ୟବାସୀୟ ମୃତ, ୨ ଆହତ

ଗଞ୍ଜାମ:ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗଳାଶଙ୍ଖ ଭିତରେ ଆଜି ସକାଳେ ପ୍ରାୟ ଆଠଘଣ୍ଟ ସମୟରେ ବାଲିଟ୍ରକ ଧକ୍କାରେ ଏକ ପନିପରିବାନେଇ ଯାଉଥିବା ଡାଲା ଆଟା ଚୁରମାର ହୋଇଯାଇଛି । ଅଟୋରେ ବସିଥିବା ଜଣେ ମହିଳା ବ୍ୟବସାୟୀ ମୃତ୍ୟୁବରଣ କରିଥିବା ବେଳେ, ଅନ୍ୟଜଣେ ମହିଳା ବ୍ୟବସାୟୀ ଓ ଡ୍ରାଇଭର ଆହତ
Read More...