Yearly Archives

2022

ହ୍ବାଇଟ୍‌ ହାଉସ୍‌ରେ ବାହା ହେବେ ବାଇଡେନ୍‌ଙ୍କ ନାତୁଣୀ

ୱାସିଂଟନ୍‌: ଶନିବାର ଦିନ ହ୍ବାଇଟ୍‌ ହାଉସ୍‌ର ଦକ୍ଷିଣ ଲନ୍‌ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନାତୁଣୀ ନେଓମି ବାଇଡେନ୍‌ ୟୁନିଭର୍ସିଟି ଅଫ୍ ପେନ୍‌ସିଲ୍‌ଭେନିଆର ଆଇନ ସ୍ନାତକ ପିଟର୍‌ ନିଲ୍‌ଙ୍କୁ ବିବାହ କରିବେ। ରାଷ୍ଟ୍ରପତି ଥିବା ଅବସ୍ଥାରେ ହ୍ବାଇଟ୍‌
Read More...

ବଡ ପଦକ୍ଷେପ ନେବ ବିସିଆଇ ! ପ୍ରତି ଫର୍ମାଟରେ ଜଣେ ଲେଖାଏଁ ରହିବେ ଅଧିନାୟକ

ମୁମ୍ବାଇ : ଟି-୨୦ ବିଶ୍ୱକପ୍‌ ୨୦୨୨ର ଭାରତ ସେମିଫାଇନାଲରେ ହାରି ଘରକୁ ଆସିଛି । ଇଂଲଣ୍ଡ ଟିମ୍‌କୁ ୧୦ ଓ୍ୱିକେଟ୍‌ରେ ଶୋଚନୀୟ ପରାଜୟ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ପୁଣି ଥରେ ଭାରତୀୟ ଫ୍ୟାନ୍ସଙ୍କ ବିଶ୍ୱକପ୍‌ ଆଶା ମଉଳିଛି । ତେବେ ଏସବୁ ଭିତରେ ବିସିସିଆଇ ନେବାକୁ ଯାଉଛି ବଡ଼
Read More...

ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ୧୬ ନଂ ୱାର୍ଡ ଖଣ୍ଡପଡା ଗ୍ରାମରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି । ଦଶପଲ୍ଲା ଥାନାରେ ଗ୍ରାମବାସୀ ଓ ପରିବାରବର୍ଗ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଚାପର ବସବର୍ତ୍ତୀ ହୋଇ ଦୀର୍ଘ ସମୟ ଧରି ପୁଲିସ କାହାରିକୁ
Read More...

ଯୌତୁକ ପାଇଁ ଶାଶୁ କାଟିଦେଲା ବୋହୂର ହାତ ଆଙ୍ଗୁଠି !

ଫୁଲବାଣୀ: ଯୌତୁକ ପାଇଁ ଶାଶୁ ବୋହୂର ଆଙ୍ଗୁଠିକୁ ଧାରୁଆ ଅସ୍ତ୍ରରେ କାଟି ଶରୀରରୁ ଅଲଗା କରି ଦେଇଥିବା ଭଳି ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଲାବାଡ଼ି ଗ୍ରାମ ପଞ୍ଚାୟତର ଡଙ୍ଗା ଗ୍ରାମରେ ।
Read More...

ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଉଦଘାଟିତ

ପୁରୀ : ଆଜି ଅପରାହ୍ନରେ ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ୩ ଦିନିଆ ୫୫ତମ ରାଜ୍ୟ ସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚମ୍ପିୟାନସିପ୍‌ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହାକୁ ଉଦଘାଟନ କରିବା ସହ କ୍ରୀଡା ପ୍ରତିଭାର ବିକାଶ ଦିଗରେ ଖୋ ଖୋ ଖେଳ ସହାୟକ ହୋଇପାରିବ ବୋଲି
Read More...

ଆଶା କର୍ମୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆଜି ଭାରତ ମଜଦୁର ସଂଘ କାର୍ଯ୍ୟାଳୟରେ ଆଶା କର୍ମୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମଗ୍ର ୩୦ଗୋଟି ଜିଲାରୁ ଆଶା କର୍ମୀ ମାନେ ଯୋଗଦେଇଥିଲେ । ଆଶାକର୍ମୀ ସଂଘର ରାଜ୍ୟ ସମ୍ପାଦିକା କମଳା ବେହେରାଙ୍କ ଆହ୍ୱାନ କ୍ରମେ ଆଶାକର୍ମୀ ମାନେ ଆଗାମୀ
Read More...

ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ, ନଭେମ୍ବର ୨୨ରୁ ମହୋତ୍ସବ ଆରମ୍ଭ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ଆସନ୍ତା ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ ମାଁ ଭୈରବୀ ମହୋତ୍ସବ ପାଇଁ ରବିବାର ଦିନ ପୁରୁଣାକଟକ ମିନି ଷ୍ଟାଡିୟମଠାରେ ଆନୁଷ୍ଠାନିକ ଭାବେ ମହୋତ୍ସବର ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି ।ଏହି ଅବସରେ ମହୋତ୍ସବ କମିଟି ପକ୍ଷରୁ
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ: ବିଜେଡି

ଭୁବନେଶ୍ୱର: ଏହି ଯୋଜନାଟି ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଭାବରେ ନାମିତ ହୋଇଛି । ତେଣୁ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାକୁ ପଡିବ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ।ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଯେହେତୁ କେନ୍ଦ୍ର
Read More...

ସୀମାନ୍ତର ପ୍ରହରୀ କବି ଭାଗୀରଥି ପାତ୍ରଙ୍କ ୮୪ତମ ଜୟନ୍ତୀ, ଅଶୋକ ପଟ୍ଟନାୟକ ପାଇଲେ ଭାଗୀରଥି ସମ୍ମାନ

ନବରଙ୍ଗପୁର : ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଓ ଭାଗୀରଥି ସ୍ମୃତି ସଂସଦ ସହଯୋଗରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୪ ତମ ଜୟନ୍ତୀ ସମାରୋହ-ସ୍ମୃତି ସଭା ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

କଳାହାଣ୍ଡିରେ ରାଜ୍ୟ ଏକ୍ସକ୍ୟାଡର ମହାସଂଘର ସାଂଗଠନିକ ବୈଠକ

କଳାହାଣ୍ଡି:-ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡର) ମହାସଂଘର ଏକ ସାଂଗଠନିକ ବୈଠକ ଭବାନୀପାଟଣା ଠାରେ କଳାହାଣ୍ଡି ଜିଲା ସଭାପତି ସୁବ୍ରତ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କଳାହାଣ୍ଡି ଜିଲା ସଂପାଦକ
Read More...