Monthly Archives

February 2023

ଭବାନୀପାଟଣା ଠାରେ କୃଷି ଓ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ

ଭବାନିପାଟଣା: ଓ.ୟୁ.ଏ.ଟି କୃଷି ମହାବିଦ୍ୟାଳୟ, ଭବାନୀପାଟଣା କ୍ରୀଡା ପଡିଆରେ କୃଷି ଓ କୃଷି ଯନ୍ତ୍ରପାତି ମେଳା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଷ୍ପେନ୍ଦ୍ର ସିଂହ ଦେଓ ଏବଂ ଜିଲ୍ଲପାଳ ପି. ଅନ୍‌ୱେଷା ରେଡ୍ଡୀଙ୍କ ଉପସ୍ଥିତି ରେ ଉଦ୍ଧଘାଟନ ହୋଇଯାଇଛି । ୧୩ରୁ ୧୬ତାରିଖ ୪ ଦିନ ଧରି ଅନୁଷ୍ଠିତ
Read More...

ମହାପ୍ରଭୁଙ୍କ ଦର୍ଶନ କଲେ ବିଜୟ ପଟ୍ଟନାୟକ

ପୁରୀ : କଂଗ୍ରେସ ଦଳରେ ଯୋଗ ଦେବା ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେ ପ୍ରଥମେ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ପାଖରେ ପହଞ୍ଚିବା ପରେ ପୁରୀର କଂଗ୍ରେସ କର୍ମୀମାନେ ପୁଷ୍ପ ଗଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ସେ
Read More...

ପୁରୀରେ ପ୍ରବେଶ ପଥରେ ଉଡିଲା ୧୦୮ ଫୁଟର ଜାତୀୟ ପତାକା

ପୁରୀ : ପୁରୀର ପ୍ରବେଶ ପଥରେ ଆଜି ଐତିହ୍ୟ ସମ୍ପନ୍ନ ଜାତୀୟ ପତାକା ଉନ୍ମୋଚିତ ହୋଇଛି । ଫ୍ଲାଗ୍‌ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସଂଯୋଜନାରେ ପୁରୀର ପ୍ରବେଶ ପଥ ବାଟ ଗାଁ ଛକରେ ୧୦୮ ଫୁଟର ଐତିହ୍ୟ ସମ୍ପନ୍ନ ଜାତୀୟ ପତାକାକୁ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ
Read More...

ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍‌ ଗିରଫ , ସହଯୋଗୀଙ୍କୁ ଖୋଜୁଛି ପୋଲିସ୍‌

ବାଲିଗୁଡ଼ା: ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ଘଟଣାର ଚାରିଦିନ ମଧ୍ୟରେ ଡକାୟତି ଘଟଣାର ପର୍ଦ୍ଧାଫାସ କଲା ପୋଲିସ୍‌ । ଘଟଣାରେ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍‌ ଅଜୟ ଦିଗାଳକୁ ଗିରଫ କରିଛି ପୋଲିସ୍‌ । ଅଜୟ ନିକଟରୁ ଗୋଟିଏ କାର୍‌, ଦୁଇଟି ମୋବାଇଲ ଓ ନଗଦ ତିନି ହଜାର ଟଙ୍କା ଜବତ
Read More...

ବାଣୀବିହାରରେ ଅଶାନ୍ତି ଘଟଣା, ଦୁଇ ଅଣଛାତ୍ର ଗିରଫ

ଭୁବନେଶ୍ୱର: ବାଣୀବିହାର ଆଲୋଚନାଚକ୍ରରେ ଅଶାନ୍ତି ଘଟଣା। ଦୁଇ ଅଣଛାତ୍ରଙ୍କୁ ଗିରଫ କଲା ସହିଦ ନଗର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ମାନସ ସାହୁ ଓ ସଞ୍ଜୟ ମଲ୍ଲିକ। ଘଟଣାରେ ଆଉ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ
Read More...

ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲ ଉଦ୍‌ଘାଟିତ

କେନ୍ଦୁଝର: କେନ୍ଦୁଝରରେ ପ୍ରତିଷ୍ଠିତ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଏମବିବିଏସ ପ୍ରଥମ ବର୍ଷର ଶହେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହିତ ଫଟୋ ବି ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି
Read More...

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର: ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ । ପରେ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହେବ । କ୍ୟାବିନେଟ୍‌ ବୈଠକରେ ରାଜ୍ୟ ବଜେଟକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି । ଚଳିତ ମାସ ୨୧ରୁ ବିଧାନସଭା ଅଧିବେଶନ
Read More...

ଜେଲ ଗଲା ଗୋପାଳ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜେଲ ଯିବାକୁ ପଡ଼ିଛି । ଆଜି ଗୋପାଳଙ୍କ ରିମାଣ୍ଡ ଅବଧି ସରିବା ପରେ ପ୍ରଥମେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଇଥିଲା ।  କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଯାଇଛି । 
Read More...

ପ୍ରଥମ ଲିପୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସୁବର୍ଣ୍ଣପୁର : ଆଜି ସୋନପୁର କଲେଜ ପଡିଆରେରେ ଆୟୋଜିତ ପ୍ରଥମ ଲିପୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏକଦିବସୀୟ ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବିଭିନ୍ନ ଭେଟେରାନ୍‌ ଫୁଟବଲ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେଇ ଆଜି ବଲାଙ୍ଗୀର ଭେଟେରାନ୍‌ ଦଳ ବିଜୟୀ ଘୋଷିତ ହୋଇ
Read More...

ସତ୍ୟବାଦୀ ମହୋତ୍ସବ ୨୦୨୩ ଉଦ୍‌ଘାଟିତ

ପୁରୀ : ସତ୍ୟବାଦୀର କଳା ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ସତ୍ୟବାଦୀ ମହୋତ୍ସବ ୨୦୨୩ ଉଦ୍‌ଘାଟିତ ହୋଇ ଯାଇଛି । ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ଏହି ଉତ୍ସବ ବନ୍ଦ ରହିଥିଲା । ଏଣୁ ଚଳିତ ବର୍ଷ ବେଶ୍‌ ଆଡମ୍ବରରେ ପାଳନ ହେଉଚି । ପୁରା ସାକ୍ଷୀଗୋପାଳ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ।
Read More...