ଜେଲ ଗଲା ଗୋପାଳ

0 34

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜେଲ ଯିବାକୁ ପଡ଼ିଛି । ଆଜି ଗୋପାଳଙ୍କ ରିମାଣ୍ଡ ଅବଧି ସରିବା ପରେ ପ୍ରଥମେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଇଥିଲା ।  କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଯାଇଛି ।  ଝାରସୁଗୁଡ଼ା ଉପକାରାଗାରକୁ ଗୋପାଳଙ୍କୁ ପଠାଯାଇଛି । ଫଲିଗ୍ରାଫ ଓ ନାର୍କୋ ଟେଷ୍ଟ ପରେ ଗତକାଲି ଗୋପାଳଙ୍କୁ ଗୁଜୁରାଟରୁ ଝାରସୁଗୁଡ଼ା ଅଣାଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × five =