Monthly Archives

November 2023

ବଡ଼ଭାଇଙ୍କୁ ତଣ୍ଟିଚିପି ହତ୍ୟା କରିବାପରେ ଜେଲ ଯିବା ଭୟରେ ଆତ୍ମହତ୍ୟା କଲା ସାନ ଭାଇ

ତାଳଚେର: ଦୁଇଦିନ ପୂର୍ବରୁ ସାନଭାଇ ତାର ନିଭ ବଡ଼ଭାଇଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ବେଳେ ଆଜି ସାନଭାଇ ଜେଲ ଯିବା ଭୟରେ ଝୁଲିପଡ଼ିଛି।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ । ସୂଚନାମୁତାବକ, ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ତେଣ୍ଟୁଲୋଇ
Read More...

ବିବାଦୀୟ ବୟାନ ପାଇଁ ରାହୁଲଙ୍କୁ ନୋଟିସ ପଠାଇଲେ EC

କଂଗ୍ରେସ ନେତା ତଥା ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡୁଆ। ତାଙ୍କୁ ନୋଟିସ୍‌ ପଠାଇଲେ ନିର୍ବାଚନ କମିଶନର। ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରି 'ପନୌତି' ଶବ୍ଦ ପ୍ରୟୋଗ କରିଥିଲେ ରାହୁଲ। ଏହାକୁ ନେଇ ଆଜି ତାଙ୍କୁ ଇସି
Read More...

ଚଳନ୍ତା ବସରେ ଦେବଦୂତ ସାଜିଲେ ନର୍ସ

ଚଳନ୍ତା ବସରେ ପ୍ରସବ କରାଇଲେ ନର୍ସ । ବିଶାଖାପାଟଣାରୁ ଇଚ୍ଛାପୁର ଆସୁଥିବାବେଳେ ଚିକିଟିର ମହିଳାଙ୍କର ହୋଇଥିଲା ପ୍ରସବ ବେଦନା , ସୌଭାଗ୍ୟବଶତଃ ସେହି ବସରେ ଜଣେ ନର୍ସ ମଧ୍ୟ ଯାତ୍ରା କରୁଥିଲେ । ଉପସ୍ଥିତ ବୁଦ୍ଧି ଖଟାଇ ଚର୍ଚ୍ଚାକୁ ଆସିଛନ୍ତି ଆନ୍ଧ୍ରର ଜଣେ ନର୍ସ ।ଚିକିଟି ବ୍ଲକ୍ ସୁରଳ
Read More...

ଭୁବନେଶ୍ୱରରେ ଧାରଣାରେ ବସିଲେ ସିନେ ପ୍ରଯୋଜିକା ସନଲିସା

ଓଡ଼ିଆ ସିନେମା ବଞ୍ଚାଅ ନାରା ଦେଇ ଆଜିଠାରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି 'ପ୍ରଥା' ସିନେମାର ପ୍ରଯୋଜିକା ସନଲିସା।ରାଜ୍ୟ ସରକାର ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନିକଟରେ ସେ ୫ ଦଫା ଦାବି ରଖିଛନ୍ତି। ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା,
Read More...

ବିଜେବି କଲେଜରେ ଛାତ୍ର ଉତ୍ତେଜନା: ଗିରଫ ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଦାବି

ଭୁବନେଶ୍ୱର: ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା । କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ । କଲେଜର ଜଣେ ଛାତ୍ରଙ୍କୁ ପୋଲିସ ଉଠାଇ ନେବା ପରେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ତେବେ
Read More...

ଟନେଲ ଟ୍ରାଜେଡି: ଉଦ୍ଧାର ପାଇଁ ଆହୁରି ଲାଗିପାରେ ୧୨ରୁ ୧୪ ଘଣ୍ଟା!

ଟନେଲ ତଳେ ଦୀର୍ଘ ୧୨ ଦିନ ଫସି ରହିଛନ୍ତି ୪୧ ଶ୍ରମିକ। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ଆହୁରି ୧୨ରୁ ୧୪ ଘଣ୍ଟା ସମୟ ଲାଗିପାରେ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଆହୁରି ଜୋରଦାର କରାଯାଇଛି। କିନ୍ତୁ ଏହା
Read More...

ଆଠଗଡ କୃଷି ବିଭାଗ ତରଫରୁ ରବି ୠତୁ ପାଇଁ ଚିନାବାଦାମ, ସୋରିଷ ଓ ସୂର୍ଯ୍ୟମୁଖୀ ବିହନ ବଣ୍ଟନ

ଆଠଗଡ: ଆଠଗଡ ବ୍ଲକ କୃଷି କାଯ୍ୟାଳୟ ତରଫରୁ କ୍ଷେତ୍ର ପ୍ରଦର୍ଶନ ପାଇଁ ରବି ୠତୁରେ ତୈଳ ବୀଜ ଚାଷ ପାଇଁ ଆଠଗଡରେ ବ୍ୟାପକ ଚାଷ ପାଇଁ ମାନ୍ୟବର କୃଷି କୃଷକ ସଶକ୍ତି କରଣ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଧୂରୁଷିଆ ଇଚ୍ଛାପୁର, ବେଣ୍ଟାପଦା,
Read More...

ସମବାୟିକା ପକ୍ଷରୁ ଜନ ସଚେତନତା ସମାରୋହ ଓ ସମ୍ବର୍ଦ୍ଧନା ସଭା

କଟକ : ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଓଡିଶା ସମବାୟ ସୁରକ୍ଷା ସଂଘ ତଥା ସମବାୟ ସୁରକ୍ଷା ଓ ବିକାଶର ବାର୍ତାବହ ଭାବେ ପାକ୍ଷୀକ ସମ୍ବାଦ ପତ୍ର ସମବାୟିକା ପକ୍ଷରୁ ଚଳିତ ବର୍ଷ ସ୍ଥାନୀୟ ଗାନ୍ଧୀ ଭବନ ସଭାଗୃହରେ ୧୮ତମ ରାଜ୍ୟସ୍ତରୀୟ ସମବାୟ ଜନ ସଚତେନତା ସମାରୋହ ଓ ସମ୍ବର୍ଦ୍ଧନା ସଭା
Read More...

ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଙ୍କତଇଳା ଗ୍ରାମରେ ଆଜି ୧୧ଟା ସମୟରେ ଜଂଗଲକୁ ପଥର ଆଣିବାକୁ ଯାଇଥିବାବେଳେ କୁଲୁରୁକୁମ୍ପା ଗ୍ରାମର ପ୍ରବୀଣ କୁମାର ସାହୁଙ୍କ ଟ୍ରାକ୍ଟର ଓଡି ୨୫ ଇ ୦୬୮୧ ଦୁର୍ଘଟଣା ଘଟିବା ଯୋଗୁଁ, ବାଣିଗୋଛା ଥାନା ଫାଲଫାଜୁ ଗ୍ରାମର ଟ୍ରାକ୍ଟର ଡ଼୍ରାଇଭର,
Read More...

ଶ୍ରୀମନ୍ଦିରରେ ପଞ୍ଚୁକ ନୀତି ଆରମ୍ଭ

ପୁରୀ : ଆଜି ହରି ଉତ୍‌ଥାପନ ଏକାଦଶୀ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆରମ୍ଭ ହୋଇଛି ପଞ୍ଚୁକ ନୀତି । ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ ଲାଗିଛି ଶ୍ରୀକ୍ଷେତ୍ରରେ । ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ମହାପ୍ରଭୁ
Read More...