Yearly Archives

2023

ସାମ୍ବାଦିକ ସଂଘ ପକ୍ଷରୁ ମାଟ୍ରିକ ଏ-୧ଛାତ୍ରଙ୍କୁ ସମ୍ବର୍ଦ୍ଧିତ

ହରଭଙ୍ଗା,୨୮/୫:- ଗତ ୨୦୨୨-୨୩ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଖରସଙ୍କୁଲୋଇ ଗ୍ରାମର ଦୁଇ ଜାଆଁଳା ଭାଇ ଓଁ ପ୍ରକାଶ ଓ ସତ୍ୟ ପ୍ରକାଶ ଏ-୧ ଗ୍ରେଡ଼ ରେ ଉତୀର୍ଣ୍ଣ ହୋଇ ବ୍ଲକ ଏବଂ ଜିଲ୍ଲାରେ ଗୌରବ ଆଣିଥିଲେ । ଏନେଇ ଓଡିଶା
Read More...

ନବରଙ୍ଗପୁର ପ୍ରିମିଅର ଲିଗ ନିମନ୍ତେ ଖେଳାଳି ନିଲାମ କାର୍ଯ୍ୟକ୍ରମ

ନବରଙ୍ଗପୁର:- ସ୍ଥାନୀୟ ପ୍ରକାଶ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ପ୍ରିମିଅର ଲିଗ ନିମନ୍ତେ ଖେଳାଳି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ନିଲାମୀ କାର୍ଯ୍ୟକ୍ରମରେ କଳିଙ୍ଗ ୱାରିୟର୍ସ, ନବରଙ୍ଗପୁର ରାଇଜିଙ୍ଗ ଟାଇଟାନ, ଜୟପୁର ଷ୍ଟ୍ରାଇକର, ସନସାଇନ ସୁପରକିଙ୍ଗ, ଟି ତାଜ, ସନସାଇନ
Read More...

ପୋଖରୀ ପାଣି ଭିତରୁ ବିରାଟ ଅଜଗର ସାପ ଉଦ୍ଧାର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ସୁଲେଇ ଗାଁର ଏକ ପୋଖରୀରୁ ଆଜି ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପଲାଇନ କର୍ମକର୍ତ୍ତା ମାନେ ନିର୍ଭିକ ଭାବରେ ପାଣି ଭିତରକୁ ବୁଡି ବହୁ କଷ୍ଟରେ ଅଜଗର ସାପକୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ ସ୍ନେକ
Read More...

ବଢିଚାଲିଛି ଗ୍ରୀଷ୍ମ ପ୍ରବାହ, ଲୁଚକାଳି ଖେଳୁଛି ବିଜୁଳି; ନିଘୋଡ଼ ନିଦ୍ରାରେ ବିଦ୍ୟୁତ୍‌ ବିଭାଗ

ଦଶପଲ୍ଲା :୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦ ଘଣ୍ଟା କଟୁଛି ବିଜୁଳି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଂଗକୁ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଦଶପଲ୍ଲା ଅଂଚଳ ବାସୀ । ଦଶପଲ୍ଲା ଅଂଚଳରେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଘଣ୍ଟା ଘଣ୍ଟା ଧରି ବିଛିନ୍ନ ହୋଇପଡୁଛି ବିଜୁଳି ସେବା । ବିଦ୍ୟୁତ
Read More...

ଦିଲ୍ଲୀରେ ସ୍କଚ୍‌ ଆୱାର୍ଡ଼ ଗ୍ରହଣ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆଜି ନୂଆଦିଲ୍ଲୀର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ଠାରେ ସ୍କଚ୍‌ ଆୱାର୍ଡ଼ ଦ୍ୱାରା ସମ୍ମାନିତ ହୋଇଛି । ଯାହାଦ୍ୱାରା କି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାପାଇଁ ଏହି ଆୱାର୍ଡକୁ ସ୍କଚ୍‌ ଗ୍ରୁପ୍‌ର ଅଧ୍ୟକ୍ଷଙ୍କ ଠାରୁ ଗ୍ରହଣ କରିଥିଲେ ।ପ୍ରକାଶ ଥାଉକି
Read More...

ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସକାଳେ ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା ସଙ୍କେତ ସ୍ବରୂପ ଏକ ‘ଫଳକ’ ବା ‘ପ୍ଲେକ୍‌’ ଉନ୍ମୋଚନ କରିଛନ୍ତି। ବୈଦିକ ମ‌ନ୍ତ୍ରୋଚାରଣ ଚାଲିଥିବା
Read More...

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ନୂଆଗାଁ : ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନ ବରକୋଳା ବିଟ ବରକୋଳା ହରିଜନ ସାହିରେ । ସବୁଦିନ ଭଳି ଆଜି ସକାଳୁ ଗୋବିନ୍ଦ ନାଏକ ଆମ୍ବ ଗୋଟାଇବା ଏବଂ କାଠ ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ । ସେଠାରେ ଏକ ହାତୀ
Read More...

ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ

ପୁରୀ: ଗତ ମେ ୩ ତାରିଖରେ କୁଖ୍ୟାତ ଗଞ୍ଜେଇ ମାଫିଆ ବିଜୟ ପାଣି ଓ ତା ପୁଅ ଶତ୍ରୁଜିତ୍‌ ପାଣି ଗିରଫ ହୋଇଥିଲେ । ତାଙ୍କଠାରୁ ୬୨୪ କେ.ଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି ବ୍ରହ୍ମଗିରି ଥାନା ପୋଲିସ ଓ ଏସ୍‌ଆଇଟି ଟିମ୍‌ ଏଥିସହ ତାଙ୍କଠାରୁ ହାତ ତିଆରି ବୋମା ଜବତ ମଧ୍ୟ କରିଥିଲା ।ସେମାନେ
Read More...

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା; ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଅପରାହ୍ନ ସମୟରେ କାଳବୈଶାଖୀ ପ୍ର୍ରଭାବରେ ହୋଇଥିବା ବଜ୍ରାଘାତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । କୋଟିନଡା ଥାନା ଅନ୍ତର୍ଗତ ଧୋବାଡି ନିକଟରେ ବ୍ରଜଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସାନ କୋଟିନଡାର ଗ୍ରାମର
Read More...

ରଥଯାତ୍ରାକୁ ଶୃଙ୍ଖଳିତ ପରିଚାଳନା ପାଇଁ ଅଞ୍ଚଳିକ ପରିବହନ ଅଫିସରେ ସମ୍ମନ୍ୱୟ ବୈଠକ

ପୁରୀ : ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଇତି ମଧ୍ୟରେ ଏକ ସମ୍ମନ୍ୱୟ ବୈଠକ ଅଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୨୦୨୩ର ପୁରୀ ରଥ ଯାତ୍ରା ଉତ୍ସବ କିପରି ଶାନ୍ତିଶୃଙ୍ଖଳାରେ ସୁଚାରୁ ରୂପେ ପାଳନ କରାଯିବ ସେ ବିଷୟରେ ଆଲୋଚନା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ
Read More...