Yearly Archives

2023

ଉଦ୍ଧାରପରେ ପ୍ରବାସୀ ଶ୍ରମିକଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଥଇଥାନ

ବୌଦ୍ଧ,୧୨ା୫ : ଅପରେସନ ସଞ୍ଜିବନୀ ମାଧ୍ୟମରେ ରାଜ୍ୟ ବାହାରେ ନିର୍ଯ୍ୟାତନାର ଶିକାର ହେଉଥିବା ୨୪ ଜଣ ପ୍ରବାସୀ ଶ୍ରମିକଙ୍କୁ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଫଳରେ ସଫଳତାର ସହିତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରିଥିବାବେଳେ ସେମାନଙ୍କୁ ଥଇଥାନ ପାଇଁ ଜିଲା
Read More...

ନୂଆଁଖାଇ ପରଦିନ ବୌଦ୍ଧଜିଲ୍ଲାକୁ ମିଳିଲା ସ୍ୱତନ୍ତ୍ର ଛୁଟି

ବୌଦ୍ଧ,୧୨ା୫ :- ବୌଦ୍ଧ ଜିଲ୍ଳାପାଳ ଶ୍ରୀଯୁକ୍ତ ସତ୍ୟରଂଜନ ସାହୁଙ୍କ ସୁପାରିଶ କ୍ରମେ ପଶ୍ଚିମ ଓଡିଶାର ପାରମ୍ପାରିକ ଗଣପର୍ବ ନୂଆଁଖାଇ ଉତ୍ସବର ପରଦିନ ବୌଦ୍ଧ ଜିଲ୍ଲାକୁ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରିଛନ୍ତି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୋଟିଫିକେସନ ନମ୍ବର ୩୪୦୭୦.
Read More...

ଅପରେସନ ସଞ୍ଜିବନୀ, ମହାରାଷ୍ଟ୍ରରେ ଫସିରହିଥିବା ୨୪ ପ୍ରବାସୀ ଶ୍ରମିକ ଉଦ୍ଧାର

ବୌଦ୍ଧ,୧୨ା୫ :- ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ଅପରେସନ ସଞ୍ଜିିବନୀ ମାଧ୍ୟମରେ ବାହାର ରାଜ୍ୟରେ ନିର୍ଯ୍ୟାତିତ ହେଉଥିବା ୨୪ ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗତ ୭ ମାସ ତଳେ ଦାଦନ ସର୍ଦ୍ଦାର ଦ୍ୱାରା ପ୍ରଲୋଭିତ ହୋଇ କଣ୍ଟାମାଳ ବ୍ଲକର ତିନୋଟି ଗ୍ରାମ ମଲ୍ଲିିକୁଦ, ବରଡିପଦର ଓ
Read More...

ସମ୍ଭାବ୍ୟ ବନ୍ୟାରୁ ଧନ ଜୀବନର ସୁରକ୍ଷା ପାଇଁ ଏନଡିଆରଏଫ ଦ୍ୱାରା ନମୁନା ପ୍ରଦର୍ଶନ

ସୁବର୍ଣ୍ଣପୁର:ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଏନଡିଆରଏଫ ମୁଣ୍ଡୁଳି ଦ୍ୱାରା ଧନ ଜୀବନର ସୁରକ୍ଷା ପାଇଁ ସୋନପୁର ସ୍ଥିତ ମହାନଦୀ ତେନ୍ତୁଳିଘାଟ ଠାରେ ନମୁନା ପ୍ରଦର୍ଶନ କରାଯାଇଥିଲା । ଇନିସ୍ପେକ୍ଟର ଏକଜିକ୍ୟୁଟିଭ ୟୁ କେ ଦୀକ୍ଷିତଙ୍କ ନେତୃତ୍ୱରେ ଏନଡିଆରଏଫର ଇନିସ୍ପେକ୍ଟର
Read More...

 ବାଚସ୍ପତିଙ୍କ ପରେ ଶ୍ରମମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଦେଲେ ଇସ୍ତଫା

ଭୁବନେଶ୍ୱର: ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ଦୁଇ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି। ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି। ଦଳର ସାଂଗଠନିକ କାର୍ଯ୍ୟ ତୁଲାଇବା ଲାଗି ସେମାନେ ଇସ୍ତଫା
Read More...

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ:ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଆଜି ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ତିନିଜଣଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଦୋଷୀ ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଭିଯୁକ୍ତ
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନାରେ ଜିଲ୍ଲାର ପ୍ରଥମ ମୋ ସେବା କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବଲାଡୀ ଠାରେ ଜିଲ୍ଲାର ପ୍ରଥମ ମହିଳା ସ୍ୱୟଂ ସହାୟକ ସଦସ୍ୟାଙ୍କ ଦ୍ୱାରା ପରିଚାଳିତ ମୋ ସେବା କେନ୍ଦ୍ରର ଶୁଭଉଦଘାଟନ ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ସେବା କେନ୍ଦ୍ର ଓମ ଶିବଶକ୍ତି
Read More...

ନବରଙ୍ଗପୁର ଲାୟନ୍ସ କ୍ଲବର ନୂତନ କର୍ମକର୍ତ୍ତା ଚୟନ,ଜଗନ୍ନାଥ ମହାପାତ୍ର ପଞ୍ଚମ ଥର ପାଇଁ ସଭାପତି ମନୋନୀତ

ନବରଙ୍ଗପୁର :- ନବରଙ୍ଗପୁର ଲାୟନ୍ସ କ୍ଲବ ଇଣ୍ଟର ନ୍ୟାସନାଲର ଲାୟନ ଷ୍ଟିକ ବର୍ଷ ୨୦୨୩-୨୪ ପାଇଁ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ତୃପ୍ଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ନବରଙ୍ଗପୁରର ବିଶିଷ୍ଟ ସମାଜସେବୀ ତଥା ଅନୁଷ୍ଠାନର ସଭାପତି ଲାୟନ ଜଗନ୍ନାଥ ମହାପାତ୍ର ସର୍ବସମ୍ମତି
Read More...

ପାରଳା ବିଦ୍ୟୁତ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ

ପାରଳାଖେମୁଣ୍ଡି : ପାରଳା ବିଦ୍ୟୁତ ଡିଭିଜନ ଅଧୀନରେ ଥିବା ୧୫୦ ଜଣ କର୍ମଚାରୀ ଗତକାଲି ଠାରୁ କଳା ବ୍ୟାଚ ପରିଧାନ କରି ସେମାନଙ୍କ ବିଭିନ୍ନ ଦାବି ପୂରଣ ପାଇଁ ଦାବି ଜଣାଇଛନ୍ତି । ୧୪, ୨୦୨୦ ମସିହା ଠାରୁ କର୍ମଚାରୀଙ୍କ ମଜୁରି ନିର୍ଦ୍ଧାରଣ କରାଯାଇନଥିବାରୁ ପ୍ରତ୍ୟେକ କର୍ମଚାରୀ ଠିକ ଭାବେ
Read More...

୮୭ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ପୁରୀ :ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ବେଣିପୁର ମା' ବେଲେଶ୍ୱରୀ ମନ୍ଦିର ନିକଟରେ ଚଢ଼ାଉ କରି ଦୁଃଶାସନ ସ୍ୱାଇ(୩୮) ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି
Read More...