Yearly Archives

2024

ନଳକୂପରୁ ବାହାରୁଛି ମଇଳା ପାଣି ; ରେଢାଖୋଲ କଂଗ୍ରେସ ପ୍ରାର୍ଥୀଙ୍କୁ ଗୁହାରି କଲେ ଗ୍ରାମବାସୀ

ରେଢାଖୋଲ : ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ନାକଟିଦେଉଳ ବ୍ଲକ ସାଲେଭଟା ପାଞ୍ଚୟତର ପଲସବୁରି ନିମତିବୋଶାଇ ଗ୍ରାମରେ ଲୋକମାନଙ୍କର ପାନୀୟ ଜଳ ସଙ୍କଟ ଦୂର କରିବାରେ ବିଜେଡିର ନବୀନ ସରକାର ସମ୍ପୂର୍ଣ୍ଣ ଅସମର୍ଥ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏହି ଗ୍ରାମରେ ପାନୀୟ ଜଳର ସୁବିଧା ନଥିବା…
Read More...

ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ମାରାଥନ ପ୍ରଚାର

ରେଢାଖୋଲ : ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ପ୍ରଚାର ମୈଦାନ ସେତିକି ସରଗରମ ହେଉଛି । ଏହି କ୍ରମରେ ସମ୍ବଲପୁର ଲୋକସଭା ଆସନ ଅଧିନ ଚର୍ଚ୍ଚିତ ରେଢାଖୋଲ ବିଧାନସଭା ଆସନକୁ ହାତେଇବା ପାଇଁ ତିନି ପ୍ରମୁଖ ଦଳଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଏଥିରେ ବିଜେଡି ପ୍ରାର୍ଥୀ…
Read More...

ଆଜି ପବିତ୍ର ଅକ୍ଷୟ ତୃତୀୟା ,ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ହେବ ଅନୁକୂଳ

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତ ମାନେ…
Read More...

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ନଂ-୧ ଘୋଷଣା କରିବା ସୌଭାଗ୍ୟର କଥା। ଗତ ୨୪ ବର୍ଷରେ ବିଜେଡି ସରକାର…
Read More...

ବିଜେପି ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିକଟକୁ ଯିବ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ

ପୁରୀ : ଶ୍ରୀକ୍ଷେତ୍ରରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ ଯିବ ବିଜେପି ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିକଟକୁ ।ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗାମୀ ନିର୍ବାଚନରେ ଜିତିବାକୁ ଜୋରଦାର ଲଢେଇ ହେବ। ଏହି ଲକ୍ଷ୍ୟ ବେଶ ପୁରୀରୁ ଆରମ୍ଭ ହୋଇଚି ବିଜୟ ଅଭିଯାନ…
Read More...

ମହୁଲ ଫୁଲ ସହ ପିକଅପ ଜବତ, ୨ ଗିରଫ

ରେଢ଼ାଖୋଲ: ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇ ବାରବାଙ୍କ ଗ୍ରାମରୁ ଏକ ମହୁଲ ଫୁଲ ବୋଝେଇ ପିକଅପ ଗାଡିକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି ।୯ କ୍ୟୁଣ୍ଟାଲ ମହୁଲ ଫୁଲ, ନଗଦ ଦଶ ହଜାର ଟଙ୍କା ସହ ଓଡି୧୯ଏସ୍‌୦୧୧୫ ନମ୍ବର ଗାଡି…
Read More...

ଚମ୍ପୁଆ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ୧୫ଜଣଙ୍କ ପ୍ରାର୍ଥୀପତ୍ର କାଏମ

ଚମ୍ପୁଆ: ଚମ୍ପୁଆ ନିର୍ବାଚନମଣ୍ଡଳି ପାଇଁ ଗତକାଲି ପ୍ରାର୍ଥୀ ପତ୍ର ଦାଖଲ ହୋଇଥିବାବେଳେ ଆଜି ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଯାଇଛି । ଚମ୍ପୁଆ ବିଧାନସଭା ଆସନରେ ମୋଟ ୧୫ ଜଣ ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ଯାଞ୍ଚ ପରେ ସମସ୍ତଙ୍କ ପ୍ରାର୍ଥୀ ପତ୍ର କାଏମ ଥିବା…
Read More...

ଗଛକୁ ଧକ୍କା ଦେଲା କାର,ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ

ହରଭଙ୍ଗା : ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କଇରୀଘାଟି ନିକଟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ । ସୂଚନା ମତେ ଏକ ନାଲି ରଙ୍ଗର କାର ଖୋର୍ଦ୍ଧା ପଟୁ ବଲାଙ୍ଗୀର ପଟକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ କଇରୀ…
Read More...

ଡିଭିଜନାଲ କମିଟି ମେମ୍ବର ମାଓବାଦୀ ମାଡକାମର ଆତ୍ମସମର୍ପଣ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପୋଲିସ ଓ ସୁରକ୍ଷା କର୍ମୀଙ୍କ ନିୟମିତ କମ୍ବିଙ୍ଗ ଅପରେସନ ମାଓ ସଂଗଠନର ବରିଷ୍ଠ ନେତାଙ୍କ ଶାରୀରିକ ଓ ମାନସିକ ନିର୍ଯାତନାରେ ଅତିଷ୍ଟ ହୋଇ କେକେବିଏନ ଡିଭିଜନର (ଡି ସିଏମ) ଡିଭିଜନାଲ କମିଟି ମେମ୍ବର ସମୟ ମାଡକାମ ଦକ୍ଷିଣା ଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ,…
Read More...

ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁଁ ବଢିବ ମହିଳା ଭୋଟରଙ୍କ ମତଦାନ ହାର

ଦଶପଲ୍ଲା : ମଇ ୨୦ରେ ଦଶପଲ୍ଲାରେ ହେବ ମତଦାନ । ଏଥିପାଇଁ ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ଆସନ ପାଇଁ ୨୩୪ ମତଦାନ କେନ୍ଦ୍ରରେ ଭୋଟ୍‌ ଗ୍ରହଣ କରାଯିବ । ଦଶପଲ୍ଲା ବ୍ଲକରେ ୧୦୦ ମତଦାନ କେନ୍ଦ୍ର ମଧ୍ୟରୁ ୭ଟି ସଖୀ ବୁଥ୍‌, ୩୬ଟି ଇକୋ ଫ୍ରେଣ୍ଡଲି ବୁଥ୍‌, ୨ଟି ସବୁଜ ସୁନ୍ଦର…
Read More...