Yearly Archives

2024

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଁଚିଲା ବାସୁଙ୍ଗା ପାଟ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଁଚିଲା ବାସୁଙ୍ଗା ପାଟ । ତିଗିରିଆ ନୂଆପାଟଣା ଅଞ୍ଚଳରୁ ଆସିଛି ୩ କୁଇଣ୍ଟାଲ ବାସୁଙ୍ଗା ପାଟ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବାସୁଙ୍ଗା ପାଟ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀଙ୍କୁ ଏହା ହସ୍ଥାନ୍ତର କରାଯାଇଛି । ଶ୍ରୀମନ୍ଦିର…
Read More...

୨୯ରେ ପବିତ୍ର ଭଉଁରୀ ଯାତ୍ରା, ସଂଯୋଗ ହେବ ଚକ ଓ ଅଖ

ପୁରୀ : ଆଉ ଦିନକପରେ ପବିତ୍ର ଭଉଁରୀଯାତ୍ରା । ଭଉଁରୀ ଯାତ୍ରା ରେ ମହାପ୍ରଭୁଙ୍କ ଆଜ୍ଞା ମାଳ ଆସିବା ପରେ ଚକ ଅଖ ସଂଯୋଗ କରାଯିବାର ବିଧି ରହିଛି କ୍ଷ ରବିବାର ଦିନ ତିନି ରଥର ଅଖ କାମ ଅନୁକୂଳ ହୋଇଛି । ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ ସମର୍ପଣ କରି ବିଶ୍ୱକର୍ମାମାନେ ନାହାକା ଅଖ ତିଆରି ଆରମ୍ଭ…
Read More...

ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଏୟାର ଆମ୍ବୁଲାନ୍ସ ,ବାଇକ୍ ଆମ୍ବୁଲାନ୍ସ ଏବଂ ରୋଡ୍ ଆମ୍ବୁଲାନ୍ସ ସେବା ଆରମ୍ଭ

ଭୁବନେଶ୍ଵର,୨୭/୦୫: ବିଶ୍ୱ ଜରୁରୀକାଳୀନ ଚିକିତ୍ସା ଦିବସ ଅବସରରେ ଓଡ଼ିଶାବାସୀଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଆରମ୍ଭ କରାଯାଇଛି। ଭୁବନେଶ୍ବରରେ ଉପଲବ୍ଧ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ…
Read More...

+୨ କଳା ଓ ବିଜ୍ଞାନରେ ଡଃ ଆର. ସି. ସାମନ୍ତରାୟ ମହାବିଦ୍ୟାଳୟ ବ୍ଲକ ଟପ୍ପର

ଦଶପଲ୍ଲା : ଡଃ ଆର.ସି . ସାମନ୍ତରାୟ ମହାବିଦ୍ୟାଳୟ +୨ ବିଜ୍ଞାନ ଓ କଳାରେ ୧୦୦% ପରୀକ୍ଷାଫଳ ସହ ବ୍ଲକ ଟପ୍ପର ହୋଇଛି । ଚଳିତ ବର୍ଷ ବିଜ୍ଞାନ ରେ ମୋଟ +୨ ରେ ୧୮୭ ଜଣ ଓ କଳାରେ ୬୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଜ୍ଞାନ ରେ ୧୩୨ ଜଣ ୧ମ ଶ୍ରେଣୀ, ୪୧ ଜଣ ୨ୟ ଶ୍ରେଣୀରେ ଓ ୧୪ ଜଣ ୩ୟ…
Read More...

କଡା ସୁରକ୍ଷା ବଳୟରେ ଇଭିଏମ

ଚମ୍ପୁଆ,୨୭/୫: ୨୦୨୪ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଶେଷ ହୋଇଛି । ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ୭୭.୪୦ ମତଦାତା ମାନେ ମତଦାନ ସାବ୍ୟସ୍ଥ କରିଛନ୍ତି । ବର୍ତ୍ତମାନ ପ୍ରାର୍ଥୀ ମାନଙ୍କ ଭାଗ୍ୟ ଇଭିଏମ ଭିତରେ ରହିଥିବା ବେଳେ ଚଳିତ ନିର୍ବାଚନରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଜେଡି ଓ…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଓମ୍‌ ପ୍ରସାଦ ସାହୁ ବାଲିଗୁଡ଼ା ୧୦ମ ଟପ୍ପର,ଛୁଟୁଛି ଶୁଭେଚ୍ଛାର ସୁଅ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଟପ୍ପର ହେଲେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଓମ୍‌ ପ୍ରସାଦ ସାହୁ । ମୋଟ ୬୦୦ ନମ୍ବରରୁ ୫୫୨ ନମ୍ବର ରଖିଥିବା ସହ ଶତକଡା ୯୨ ପ୍ରତିଶତ ରଖି ବାଲିଗୁଡ଼ା ବ୍ଲକ୍‌ ଟପ୍ପର ହୋଇଛନ୍ତି ଓମ୍‌ ପ୍ରସାଦ ସାହୁ । ଏବେ ଓମ୍‌ ଙ୍କ ନିକଟକୁ…
Read More...

ମା’ ନାରାୟଣୀ ଠାକୁରାଣୀଙ୍କ ମଣ୍ଡପରେ ସ୍ୱତନ୍ତ୍ର ଆଳତି କାର୍ଯ୍ୟକ୍ରମ

ଫୁଲବାଣୀ : ଆଜି ଗୁରୁବାର ମା'ଙ୍କ ବିଶ୍ରାମ ଦିବସ । ଏହି ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର ଆଳତି କାର୍ଯ୍ୟକ୍ରମ ମା ନାରାୟଣୀ ଆଳତି ବାହିନୀ ପକ୍ଷରୁ ଆୟୋଜିତ ହୋଇଥିଲା । ଏକ ଘଣ୍ଟା ବ୍ୟାପି ଢୋଲ ବାଦ୍ୟରେ କମ୍ପିଲା ମଣ୍ଡପ । ଏହାକୁ ଦେଖିବାକୁ ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।…
Read More...

ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଜିଲା ମହିଳା ସଭାପତି

ଚମ୍ପୁଆ, ୨୩ା୫: ଗୁରୁତ୍ୱପୁର୍ଣ୍ଣ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ ଓ କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଧୁଙ୍କ ସପକ୍ଷରେ ପ୍ରଚାରକୁ ଜୋର କରିଛନ୍ତି ଜିଲା ମହିଳା ସଭାପତି ରମଣୀ ନାଏକ । ଚଳିତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିପୁଳ…
Read More...

ଶାନ୍ତି, ଶୃଙ୍ଖଳାର ସହ ସଂପନ୍ନ ହେଲା ବୌଦ୍ଧର ସାନି ନିର୍ବାଚନ

ବୌଦ୍ଧ,୨୩/୫:- ଭାରତ ନିର୍ବାଚନ ଆୟୋଗ ୧୩ କନ୍ଧମାଳ ଲୋକସଭା କ୍ଷେତ୍ରର ୮୫ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨ ଗୋଟି ମତଦାନ କେନ୍ଦ୍ର ୨୬ କିରାସିରା ଏବଂ ୨୮ ମହେଶ୍ୱର ପିଣ୍ଡାରେ ସାନି ମତଦାନ ପାଇଁ ଆଦେଶ ଦେଇଥିଲେ । ଆଦେଶ ଅନୁଯାୟୀ ଆଜି ଏହି ଦୁଇ କେନ୍ଦ୍ରରେ ସାନି ମତଦାନ…
Read More...

ଆମ୍ରୀ ଏବେ ମଣିପାଲ୍ ହସ୍ପିଟାଲ୍ସ :ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ

ଭୁବନେଶ୍ବର,: ଭାରତର ଦ୍ବିତୀୟ ବୃହତ୍ତମ ଡାକ୍ତରଖାନା ଶୃଙ୍ଖଳା ମଣିପାଲ ହସ୍ପିଟାଲ୍ସ ୨୦୨୩ ସେପ୍ଟେମ୍ବରରେ ଅଧିଗ୍ରହଣ କରିଥିବା ଭୁବନେଶ୍ୱରର ୪୦୦ ଶଯ୍ୟା ବିଶିଷ୍ଟ ଆମ୍ରୀ ହସ୍ପିଟାଲ୍ କୁ ସଫଳତାର ସହ ନିଜ ବ୍ରାଣ୍ଡରେ ଏକକୀକରଣ କରିଛି । ମେ\' ୨୨ ତାରିଖରୁ ଏହି ହସ୍ପିଟାଲ୍ ଏହାର ବିଭିନ୍ନ…
Read More...